ଚୁଡ଼ା ବରା

ଆବଶ୍ୟକୀୟ ସାମଗ୍ରୀ: ଚୁଡ଼ା, ଅରୁଆ ଚାଉଳ, ପିଆଜ, ଆମ୍ବକଷି ଅଦା, କଞ୍ଚାଲଙ୍କା, ଭୁର୍ସୁଙ୍ଗ ପତ୍ର, ଜିରା ଓ ଲୁଣ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ପୂର୍ବରୁ ପାଣିରେ ଭିଜାଇ ରଖିଥିବା ଅରୁଆ ଚାଉଳକୁ ବାଟି ଦିଅନ୍ତୁ। ତା’ପରେ ଚୁଡ଼ାକୁ ପାଣିରେ ପକାଇ ଛାଣି ଦିଅନ୍ତୁ। ଏବେ ଚାଉଳ ବଟାରେ ଭିଜା ଚୁଡ଼ା, କଟା ପିଆଜ, କଟା ଆମ୍ବକଷି ଅଦା, କଟା କଞ୍ଚାଲଙ୍କା ଓ ଲୁଣ ପକାଇ ଗୋଳାନ୍ତୁ। ଏଥିସହ ସେଥିରେ ତେଲରେ ଭଜା ହୋଇଥିବା ଭୁର୍ସୁଙ୍ଗ ପତ୍ର ଓ […]

poha-vada

poha-vada

Chinmayee Roy
  • Published: Thursday, 22 August 2019
  • Updated: 22 August 2019, 10:56 AM IST

Sports

Latest News

ଆବଶ୍ୟକୀୟ ସାମଗ୍ରୀ: ଚୁଡ଼ା, ଅରୁଆ ଚାଉଳ, ପିଆଜ, ଆମ୍ବକଷି ଅଦା, କଞ୍ଚାଲଙ୍କା, ଭୁର୍ସୁଙ୍ଗ ପତ୍ର, ଜିରା ଓ ଲୁଣ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ପୂର୍ବରୁ ପାଣିରେ ଭିଜାଇ ରଖିଥିବା ଅରୁଆ ଚାଉଳକୁ ବାଟି ଦିଅନ୍ତୁ। ତା’ପରେ ଚୁଡ଼ାକୁ ପାଣିରେ ପକାଇ ଛାଣି ଦିଅନ୍ତୁ। ଏବେ ଚାଉଳ ବଟାରେ ଭିଜା ଚୁଡ଼ା, କଟା ପିଆଜ, କଟା ଆମ୍ବକଷି ଅଦା, କଟା କଞ୍ଚାଲଙ୍କା ଓ ଲୁଣ ପକାଇ ଗୋଳାନ୍ତୁ। ଏଥିସହ ସେଥିରେ ତେଲରେ ଭଜା ହୋଇଥିବା ଭୁର୍ସୁଙ୍ଗ ପତ୍ର ଓ ଜିରାକୁ ମଧ୍ୟ ପକାନ୍ତୁ।

ଏବେ ଏକ କଡ଼େଇରେ ତେଲ ଗରମ କରନ୍ତୁ। ତେଲ ଗରମ ହେଲା ପରେ ଉକ୍ତ ମିଶ୍ରଣକୁ ବରା ଆକାର ଦେଇ ତେଲରେ ପକାନ୍ତୁ। ଗୋଲ୍ଡେନ୍‌ କଲର୍ ହୋଇଗଲେ ଏଗୁଡ଼ିକୁ ତେଲରୁ ଛାଣି ଆଣନ୍ତୁ ଓ ପ୍ଲେଟ୍‌ରେ ରଖନ୍ତୁ। ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ 'ଚୁଡ଼ା ବରା'।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story