ଆବଶ୍ୟକୀୟ ସାମଗ୍ରୀ: ଚୁଡ଼ା, ଅରୁଆ ଚାଉଳ, ପିଆଜ, ଆମ୍ବକଷି ଅଦା, କଞ୍ଚାଲଙ୍କା, ଭୁର୍ସୁଙ୍ଗ ପତ୍ର, ଜିରା ଓ ଲୁଣ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ପୂର୍ବରୁ ପାଣିରେ ଭିଜାଇ ରଖିଥିବା ଅରୁଆ ଚାଉଳକୁ ବାଟି ଦିଅନ୍ତୁ। ତା’ପରେ ଚୁଡ଼ାକୁ ପାଣିରେ ପକାଇ ଛାଣି ଦିଅନ୍ତୁ। ଏବେ ଚାଉଳ ବଟାରେ ଭିଜା ଚୁଡ଼ା, କଟା ପିଆଜ, କଟା ଆମ୍ବକଷି ଅଦା, କଟା କଞ୍ଚାଲଙ୍କା ଓ ଲୁଣ ପକାଇ ଗୋଳାନ୍ତୁ। ଏଥିସହ ସେଥିରେ ତେଲରେ ଭଜା ହୋଇଥିବା ଭୁର୍ସୁଙ୍ଗ ପତ୍ର ଓ ଜିରାକୁ ମଧ୍ୟ ପକାନ୍ତୁ।
ଏବେ ଏକ କଡ଼େଇରେ ତେଲ ଗରମ କରନ୍ତୁ। ତେଲ ଗରମ ହେଲା ପରେ ଉକ୍ତ ମିଶ୍ରଣକୁ ବରା ଆକାର ଦେଇ ତେଲରେ ପକାନ୍ତୁ। ଗୋଲ୍ଡେନ୍ କଲର୍ ହୋଇଗଲେ ଏଗୁଡ଼ିକୁ ତେଲରୁ ଛାଣି ଆଣନ୍ତୁ ଓ ପ୍ଲେଟ୍ରେ ରଖନ୍ତୁ। ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ 'ଚୁଡ଼ା ବରା'।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Food
ବଡ଼ ଦିନରେ ଘରେ ପ୍ରସ୍ତୁତ କରନ୍ତୁ ଚିକେନର ଏହି ସୁନ୍ଦର ରେସିପି
ଏହାକୁ ଗରମାଗରମ ରୁଟି, ନାନ କିମ୍ବା ଭାତ ସହ ଖାଇପାରିବେ।
Health
ଭଲ ହୋଇଯିବ ଓଠ ଫଟା; ଆପଣାନ୍ତୁ ଏହି ଘରୋଇ ଉପଚାର
ଲିପବାମ୍ ବ୍ୟବହାର କରିବା ପରିବର୍ତ୍ତେ ଘରୋଇ ଉପଚାର ମାଧ୍ୟମରେ ଆମେ ଓଠ ଫାଟିବାରୁ ମୁକ୍ତି ପାଇ ପାରିବା।
Health
ଭୁବନେଶ୍ୱର AIIMSରେ ୩ ମାସରେ ୩୧ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ
ଭାରତରେ ଏଚଆଇଭି ସର୍ଭିଲାନ୍ସ ପାଇଁ ଥିବା ୮ଟି ଆଞ୍ଚଳିକ ପ୍ରତିଷ୍ଠାନ ମଧ୍ୟରୁ ଭୁବନେଶ୍ୱର ଏମ୍ସ ଅନ୍ୟତମ।
Health
କାର୍ଡିଆକ୍ ଆରେଷ୍ଟ ଓ ହାର୍ଟ ଆଟାକ୍ ସମାନ, ନା ଭିନ୍ନ ଭିନ୍ନ?
ହୃଦଘାତ ଓ କାର୍ଡିଆକ୍ ଆରେଷ୍ଟକୁ ନେଇ ଅନେକ ସମୟରେ ଦ୍ୱନ୍ଦ୍ୱ ଉପୁଜେ। ଏହା ଗୋଟିଏ ପ୍ରକାର ରୋଗ, ନା ଭିନ୍ନ, ଜାଣନ୍ତୁ...
Health
କୋଲେଷ୍ଟ୍ରଲ ସହ ଏହି ସବୁ ସମସ୍ୟାକୁ ଦୂର କରେ ଚିଆ ସିଡ୍ସ ଓ ଲେମ୍ବୁ
ଚିଆ ସିଡ୍ସ ଓ ଲେମ୍ବୁ ରସକୁ ମିଶାଇ ପିଇବା ଦ୍ୱାରା କି କି ଫାଇଦା ମିଳେ, ଜାଣନ୍ତୁ...