ଆଜି ଦେବଉଠାଣି ଏକାଦଶୀ: ବିଷ୍ଣୁଙ୍କୁ ପ୍ରସନ୍ନ କରିବାକୁ ଆପଣାନ୍ତୁ ଏହି ଉପାୟ

ହିନ୍ଦୁଧର୍ମ ଗ୍ରନ୍ଥ ଅନୁସାରେ କାର୍ତ୍ତିକ ମାସ ଶୁକ୍ଳପକ୍ଷରେ ଭଗବାନ ବିଷ୍ଣୁଙ୍କ ସମେତ ସବୁ ଦେବତା ନିଦରୁ ଉଠିଥାନ୍ତି। ଏହାକୁ ଦେବଉଠାଣି ଏକାଦଶୀ କୁହାଯାଇଥାଏ। ଆଜି ଏହି ଏକାଦଶୀ ପଡ଼ିଛି। ଆଜି ଭଗବାନ ବିଷ୍ଣୁଙ୍କୁ ପ୍ରସନ୍ନ କରିବାକୁ କିଛି ବିଶେଷ ପୂଜାବିଧି ରହିଛି। ଯାହା ପାଳନ କଲେ ମନବାଞ୍ଛା ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି। ଆସନ୍ତୁ ଜାଣିବା ସୃଷ୍ଟିର ପାଳନକର୍ତ୍ତା ଭଗବାନ ବିଷ୍ଣୁଙ୍କୁ ଦେବଉଠାଣି ଏକାଦଶୀରେ କେମିତି ପୂଜା କରି ତାଙ୍କ ସାନିଧ୍ୟ ଲାଭ କରିବେ। ୧. […]

garudavishnu

garudavishnu

Rakesh Mallick
  • Published: Tuesday, 31 October 2017
  • Updated: 31 October 2017, 01:01 PM IST

Sports

Latest News

ହିନ୍ଦୁଧର୍ମ ଗ୍ରନ୍ଥ ଅନୁସାରେ କାର୍ତ୍ତିକ ମାସ ଶୁକ୍ଳପକ୍ଷରେ ଭଗବାନ ବିଷ୍ଣୁଙ୍କ ସମେତ ସବୁ ଦେବତା ନିଦରୁ ଉଠିଥାନ୍ତି। ଏହାକୁ ଦେବଉଠାଣି ଏକାଦଶୀ କୁହାଯାଇଥାଏ। ଆଜି ଏହି ଏକାଦଶୀ ପଡ଼ିଛି। ଆଜି ଭଗବାନ ବିଷ୍ଣୁଙ୍କୁ ପ୍ରସନ୍ନ କରିବାକୁ କିଛି ବିଶେଷ ପୂଜାବିଧି ରହିଛି। ଯାହା ପାଳନ କଲେ ମନବାଞ୍ଛା ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି। ଆସନ୍ତୁ ଜାଣିବା ସୃଷ୍ଟିର ପାଳନକର୍ତ୍ତା ଭଗବାନ ବିଷ୍ଣୁଙ୍କୁ ଦେବଉଠାଣି ଏକାଦଶୀରେ କେମିତି ପୂଜା କରି ତାଙ୍କ ସାନିଧ୍ୟ ଲାଭ କରିବେ।

୧. ଦେବଉଠାଣି ଏକାଦଶୀରେ ଦକ୍ଷିଣବର୍ତ୍ତୀ ଶଙ୍ଖରେ ଗଙ୍ଗାଜଳ ଭରି ସେଥିରେ ବିଷ୍ଣୁଙ୍କୁ ଅଭିଶେଷ କରନ୍ତୁ ବନବାଞ୍ଛା ପୂରଣ ହୋଇଥାଏ ବୋଲି ପଣ୍ଡିତମାନେ ମତ ଦେଇଥାନ୍ତି।

୨. ଏହିଦିନ ଭଗବାନ ବିଷ୍ଣୁଙ୍କୁ ଖୀରା, ପାଚିଲା ଫଳ ଓ ସବୁଜ ରଙ୍ଗର ମିଠା ଭୋଗ ଲଗାନ୍ତୁ, ଶୁଭ ଫଳ ମିଳିଥାଏ ବୋଲି ବିଶ୍ୱାସ ରହିଛି।

୩. ଯଦି ଆପଣ ଧନ ଲାଭ କରିବାକୁ ଚାହୁଁଛନ୍ତି, ତେବେ ଭଗବାନ ବିଷ୍ଣୁଙ୍କ ସହ ମା’ ଲକ୍ଷ୍ମୀଙ୍କ ପୂଜା କରନ୍ତୁ। ଧନଧାନ୍ୟରେ ଘର ପୂରି ଉଠିବ ବୋଲି ଧର୍ମଶାସ୍ତ୍ରରେ ଉଲ୍ଲେଖ ରହିଛି।

୪. ଦେବଉଠାଣି ଏକାଦଶୀ ସନ୍ଧ୍ୟାରେ ତୁଳସୀ ଚଉଁରା ମୂଳେ ସୁଦ୍ଧ ଗାଈ ଘିଅରେ ଦୀପ ଜାଳି ତୁଳସୀ ଗଛକୁ ପ୍ରଣାମ କରନ୍ତୁ ବନବାଞ୍ଛା ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି।

୫. ଦେବଉଠାଣି ଏକାଦଶୀରେ ଗାଈ କ୍ଷୀର (ଚୂଲାରେ ବସି ନ ଥିବା)ରେ କେସର ମିଶାଇ ଭଗବାନ ବିଷ୍ଣୁଙ୍କ ଅଭିଶେଷ କରନ୍ତୁ, କୃପାଲାଭ କରିବେ।

୬. ହିନ୍ଦୁଧର୍ମରେ ବିଶ୍ୱାସ ରହିଛି ପାଳନକର୍ତ୍ତା ବିଷ୍ଣଙ୍କ ବାସ ଅଶ୍ୱସ୍ତ ଗଛରେ। ତେଣୁ ଆଜି ଅଶ୍ୱସ୍ତ ଗଛରେ ଜଳଲାଗି କରନ୍ତୁ, ଶୁଭ ଫଳ ପାଇବେ ଓ ଘରେ ସୁଖଶାନ୍ତି ବିରାଜିତ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story