ଜୀବନରେ ବେଳେବେଳେ ଶୁଭ, ଅଶୁଭ ଘଟଣାର ସଂକେତ ପୂର୍ବରୁ ମିଳିଯାଏ। ଅଶୁଭ ସଙ୍କେତ ମିଳିବା ମାତ୍ରେ ଏହାର ଉପଚାର କରି ଆଗକୁ ବଢ଼ିବା ଜରୁରୀ। ଆସନ୍ତୁ ଜାଣିବା କିଛି ଅଶୁଭ ସଙ୍କେତ ସଂପର୍କରେ
- ଆକାଶରୁ ତାରା ଖସିବା ଦେଖିଲେ ସ୍ୱାସ୍ଥ୍ୟ ଖରାପ ହୋଇଥାଏ ବୋଲି କୁହାଯାଏ। ଏହା ସହିତ ଏହା ଚାକିରି ପ୍ରତି ବିପଦ ଏବଂ ଆର୍ଥିକ କ୍ଷତିର ସଙ୍କେତ ହୋଇଥାଏ। ଏଣୁ ଆପଣଙ୍କ ସହିତ ଏମିତି ଘଟିଲେ ସାବଧାନ ହୋଇଯାଆନ୍ତୁ।
- ଘରେ କୌଣସି ଦେବତାଙ୍କ ମୂର୍ତ୍ତି ଭାଙ୍ଗି ଗଲେ କିମ୍ବା ଫଟୋ ଜଳିଯିବା ଆଗକୁ ହେବାକୁ ଥିବା ଦୁଃଖତ ଘଟଣାର ସଙ୍କେତ ହୋଇଥା,। ଏହାର ନିବାରଣ ପାଇଁ ମା' ଦୂର୍ଗାଙ୍କ ପୂଜା କରନ୍ତୁ। ଏପରି କଲେ ବିପଦ ଟଳିଯାଏ ବୋଲି କୁହାଯାଏ।
- କୁକୁର, ବିଲୁଆ କାନ୍ଦିବାର ଶୁଣିଲେ ଅଶୁଭ ହୋଇଥାଏ ବୋଲି କୁହାଯାଏ। ଏପରି ହେଲେ ପଡ଼ୋଶୀ, ସମ୍ପର୍କୀୟ ଓ ନିଜ ଲୋକଙ୍କ ମଧ୍ୟରୁ କାହାରି ମୃତ୍ୟୁ ହୋଇପାରେ ବୋଲି କୁହାଯାଏ।
- ଶୁଭ କାମରେ ଯିବା ସମୟରେ ଦୁଷ୍ଟ ପ୍ରକୃତିର ଲୋକ ସାମ୍ନାକୁ ଆସିଲେ ଜାଣିବେ ସେହି କାର୍ଯ୍ୟ ଆଉ ସଫଳ ହେବ ନାହିଁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ଭଲ ହୋଇଯିବ ଓଠ ଫଟା; ଆପଣାନ୍ତୁ ଏହି ଘରୋଇ ଉପଚାର
ଲିପବାମ୍ ବ୍ୟବହାର କରିବା ପରିବର୍ତ୍ତେ ଘରୋଇ ଉପଚାର ମାଧ୍ୟମରେ ଆମେ ଓଠ ଫାଟିବାରୁ ମୁକ୍ତି ପାଇ ପାରିବା।
Health
ଭୁବନେଶ୍ୱର AIIMSରେ ୩ ମାସରେ ୩୧ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ
ଭାରତରେ ଏଚଆଇଭି ସର୍ଭିଲାନ୍ସ ପାଇଁ ଥିବା ୮ଟି ଆଞ୍ଚଳିକ ପ୍ରତିଷ୍ଠାନ ମଧ୍ୟରୁ ଭୁବନେଶ୍ୱର ଏମ୍ସ ଅନ୍ୟତମ।
Health
କାର୍ଡିଆକ୍ ଆରେଷ୍ଟ ଓ ହାର୍ଟ ଆଟାକ୍ ସମାନ, ନା ଭିନ୍ନ ଭିନ୍ନ?
ହୃଦଘାତ ଓ କାର୍ଡିଆକ୍ ଆରେଷ୍ଟକୁ ନେଇ ଅନେକ ସମୟରେ ଦ୍ୱନ୍ଦ୍ୱ ଉପୁଜେ। ଏହା ଗୋଟିଏ ପ୍ରକାର ରୋଗ, ନା ଭିନ୍ନ, ଜାଣନ୍ତୁ...
Health
କୋଲେଷ୍ଟ୍ରଲ ସହ ଏହି ସବୁ ସମସ୍ୟାକୁ ଦୂର କରେ ଚିଆ ସିଡ୍ସ ଓ ଲେମ୍ବୁ
ଚିଆ ସିଡ୍ସ ଓ ଲେମ୍ବୁ ରସକୁ ମିଶାଇ ପିଇବା ଦ୍ୱାରା କି କି ଫାଇଦା ମିଳେ, ଜାଣନ୍ତୁ...
Beauty
ତ୍ୱଚାରେ ଚମକ ଆଣେ ନଡ଼ିଆ ତେଲ ସହ ଏହି ୨ ସାମଗ୍ରୀ
ସେସବୁ ସାମଗ୍ରୀ କଣ ଏବଂ ଏହାକୁ କିପରି ବ୍ୟବହାର କରିବେ, ଜାଣନ୍ତୁ...