ରୋଷେଇ ଘରର ବାସ୍ତୁ ପ୍ରତି ଦିଅନ୍ତୁ ଧ୍ୟାନ, ନହେଲେ ଲାଗି ରହିବ ଅଶାନ୍ତି

ଘର ତିଆରି ବେଳେ ଅଧିକାଂଶ ଲୋକ ବାସ୍ତୁ ଉପରେ ଗୁରୁତ୍ୱ ଦିଅନ୍ତି। ଘରେ କେଉଁ ରୁମ୍ କେଉଁ ଦିଗରେ ରହିବ, ଘରର ସମ୍ମୁଖରେ କ’ଣ ରହିବ ଓ କ’ଣ ନ ରହିବ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଏ। ସେହିପରି ରୋଷେଇ ଘର ପ୍ରତି ମଧ୍ୟ ସମାନ ଗୁରୁତ୍ୱ ଦିଆଯାଏ। ତେବେ ବାସ୍ତୁ ଅନୁସାରେ କେବଳ ରୋଷେଇ ଘରର ସ୍ଥାନ ନିରୂପଣ କରି ଦେଲେ କାମ ସରିଯାଏ ନାହିଁ। ରୋଷେଇ ଘର ଭିତରେ କେଉଁ ଜିନିଷ କେଉଁ ସ୍ଥାନରେ […]

kitchen

kitchen

Rakesh Mallick
  • Published: Monday, 30 October 2017
  • Updated: 30 October 2017, 09:28 AM IST

Sports

Latest News

ଘର ତିଆରି ବେଳେ ଅଧିକାଂଶ ଲୋକ ବାସ୍ତୁ ଉପରେ ଗୁରୁତ୍ୱ ଦିଅନ୍ତି। ଘରେ କେଉଁ ରୁମ୍ କେଉଁ ଦିଗରେ ରହିବ, ଘରର ସମ୍ମୁଖରେ କ’ଣ ରହିବ ଓ କ’ଣ ନ ରହିବ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଏ। ସେହିପରି ରୋଷେଇ ଘର ପ୍ରତି ମଧ୍ୟ ସମାନ ଗୁରୁତ୍ୱ ଦିଆଯାଏ। ତେବେ ବାସ୍ତୁ ଅନୁସାରେ କେବଳ ରୋଷେଇ ଘରର ସ୍ଥାନ ନିରୂପଣ କରି ଦେଲେ କାମ ସରିଯାଏ ନାହିଁ। ରୋଷେଇ ଘର ଭିତରେ କେଉଁ ଜିନିଷ କେଉଁ ସ୍ଥାନରେ ରହିବ ସେ ନେଇ ବାସ୍ତୁଶାସ୍ତ୍ରରେ ଅନେକ କଥା ଉଲ୍ଲେଖ ରହିଛି। କୁହାଯାଏ ରୋଷେଇ ଘରର ବାସ୍ତୁ ଠିକ୍ ନରହିଲେ ଘରେ ଅଶାନ୍ତି ଲାଗି ରହେ। ତାହେଲେ ଆସନ୍ତୁ ଜାଣିବା ରୋଷେଇ ଘର ପାଇଁ କିଛି ବାସ୍ତୁ ଟିପ୍ସ୍:

୧. ରୋଷେଇ ଘରେ କେଉଁ ଉପକରଣ କେଉଁଠି ରହିବା ଉଚିତ୍ ସେ ନେଇ ବାସ୍ତୁ ବିଶେଷଜ୍ଞ ପରାମର୍ଶ ନିଅନ୍ତୁ। ଚୁଲି ଓ ପାଣି ଟ୍ୟାପ୍‌ ଗୋଟିଏ ଦିଗରେ ରହିବା ଉଚିତ ନୁହେଁ। କାରଣ ଦୁଇଟି ଯାକ ଭିନ୍ନ ଭିନ୍ନ ତତ୍ତ୍ୱ- ଅଗ୍ନି ଓ ଜଳ ଉପରେ ଆଧାରିତ। ଏହି ଦୁଇଟି ସମାନ ଦିଗରେ ରହିଲେ ଘରେ କଳି ଝଗଡ଼ା ଲାଗି ରୁହେ।

୨. ପ୍ରତ୍ୟେକ ବ୍ୟକ୍ତିର ଜନ୍ମ ତିଥି ଅନୁଯାୟୀ ଅନୁକୂଳ ଓ ପ୍ରତିକୂଳ ଦିଗ ରହିଥାଏ। ତେଣୁ ରୋଷେଇ ଘରର ଚୁଲି ଘରର ମୁଖିଆଙ୍କ ଅନୁକୂଳ ଦିଗରେ ରହିବା ଉଚିତ।

୩. ଶିଡ଼ି ପାଖରେ ବା ଶିଡ଼ି ଘର ତଳେ ରୋଷେଇ ଘର ହେବା ଉଚିତ ନୁହେଁ। ଏପରି କଲେ ନକାରାତ୍ମକ ଶକ୍ତିର ପ୍ରବାହ ଲାଗି ରହିଥାଏ।

୪. ରୋଷେଇ ଘରେ କେବେ ଅଇଁଠା ବାସନ ପକାଇ ରଖନ୍ତୁ ନାହିଁ। ଏପରି କଲେ ଲକ୍ଷ୍ମୀ ଅସନ୍ତୁଷ୍ଚ ହୋଇଥାନ୍ତି ଓ ଘରେ ଅଭାବ ଅନଟନ ଦେଖାଦିଏ ବୋଲି କୁହାଯାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story