ଅଶ୍ୱତ୍ଥ ଗଛରେ ଅଛି ଜଣ୍ଡିସର ଔଷଧ: ଜାଣନ୍ତୁ ଏହି ବୃକ୍ଷର ମାହାତ୍ମ୍ୟ ଓ ଉପକାରିତା

ଧାର୍ମିକ ରୂପରେ ଅଶ୍ୱତ୍ଥ ଗଛର ଏକ ଖାସ ମହତ୍ୱ ଅଛି, ଲୋକମାନେ ଅଶ୍ୱତ୍ଥ ଗଛକୁ ପୂଜା କରନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି ଅଶ୍ୱତ୍ଥ ଗଛର ପତ୍ରରେ ଅନେକ ଔଷଧୀୟ ଗୁଣ ଅଛି। ଯାହାକି ଅନେକ ରୋଗ ଭଲ କରିବା ସହ ତ୍ୱଚାରେ ସୌନ୍ଦର୍ଯ୍ୟ ଆଣିବାରେ ସାହାଯ୍ୟ କରିଥାଏ। ଆସନ୍ତୁ ଜାଣିବା ଅଶ୍ୱତ୍ଥ ଗଛ ପତ୍ରର ଉପକାରିତା ବିଷୟରେ। ୧- ଅଶ୍ୱତ୍ଥ ଗଛରୁ ଆଣ୍ଟି ଅକ୍ସିଡେଣ୍ଟ ସବୁଠୁ ଅଧିକ ପରିମାଣରେ ମିଳିଥାଏ। ଗଛର ମୂଳକୁ କାଟି ପାଣିରେ […]

peepal-tree1

peepal-tree1

Rakesh Mallick
  • Published: Friday, 11 August 2017
  • Updated: 13 September 2017, 01:05 PM IST

Sports

Latest News

ଧାର୍ମିକ ରୂପରେ ଅଶ୍ୱତ୍ଥ ଗଛର ଏକ ଖାସ ମହତ୍ୱ ଅଛି, ଲୋକମାନେ ଅଶ୍ୱତ୍ଥ ଗଛକୁ ପୂଜା କରନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି ଅଶ୍ୱତ୍ଥ ଗଛର ପତ୍ରରେ ଅନେକ ଔଷଧୀୟ ଗୁଣ ଅଛି। ଯାହାକି ଅନେକ ରୋଗ ଭଲ କରିବା ସହ ତ୍ୱଚାରେ ସୌନ୍ଦର୍ଯ୍ୟ ଆଣିବାରେ ସାହାଯ୍ୟ କରିଥାଏ। ଆସନ୍ତୁ ଜାଣିବା ଅଶ୍ୱତ୍ଥ ଗଛ ପତ୍ରର ଉପକାରିତା ବିଷୟରେ।

୧- ଅଶ୍ୱତ୍ଥ ଗଛରୁ ଆଣ୍ଟି ଅକ୍ସିଡେଣ୍ଟ ସବୁଠୁ ଅଧିକ ପରିମାଣରେ ମିଳିଥାଏ। ଗଛର ମୂଳକୁ କାଟି ପାଣିରେ ଭିଜାଇ ଦିଅନ୍ତୁ ,ଏହା ପରେ ଏହାକୁ  ଗ୍ରାଇଡିଂ କରି ଦିଅନ୍ତୁ। ଏହାପରେ ତ୍ୱଚାରେ ଲଗାଇବା ଦ୍ୱାରା ତ୍ୱଚାରେ ଥିବା ଟ୍ୟାନ ଓ ରୁଖାପଣ ଦୂର ହୋଇଯାଇଥାଏ।

୨- ଅଶ୍ୱତ୍ଥ ଗଛର କାଣ୍ଡରେ ତିଆରି ଦାନ୍ତକାଠି ବ୍ୟବହାର କରନ୍ତୁ। ଏଥିରେ ଆପଣଙ୍କ ଦାନ୍ତକୁ ମଜଭୁତ ମିଳିବ। ଏଥିରେ ଦାନ୍ତ ଘସିବା ଦ୍ୱାରା ଆପଣଙ୍କ ଦାନ୍ତ ସଫା ମଧ୍ୟ ହୋଇଯିବ।

୩- ଅଶ୍ୱତ୍ଥ ଗଛର ପତ୍ର ଜ୍ୱର ଓ ଥଣ୍ଡାରୁ ମଧ୍ୟ ମୁକ୍ତି ଦେବାରେ ସାହାଯ୍ୟ କରିଥାଏ। ଅଶ୍ୱତ୍ଥ ଗଛର ୫ ଟି ପତ୍ରକୁ କ୍ଷୀରରେ ପକାଇ ସିଝାନ୍ତୁ। ଏହାପରେ ଏଥିରେ ଚିନି ପକାଇ ସକାଳ ସଂଧ୍ୟାରେ ପିଇବା ଦ୍ୱାରା ଆପଣଙ୍କୁ ଆରାମ ମିଳିବ।

୪- ଜଣ୍ଡିସ ହେବା ସମୟରେ ମୁହଁ ଯଦି ହଳଦିଆ ଦେଖାଯାଇଥାଏ ତେବେ ଅଶ୍ୱତ୍ଥ ପତ୍ରର ରସକୁ ମିଶିରିରେ ମିଶାଇ ପିଇଲେ ଆରାମ ମିଳିଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story