ଜନ୍ମ ମାସ ଓ ବାର ଅନୁସାରେ ଜାଣନ୍ତୁ ଆପଣଙ୍କ ଇଷ୍ଟଦେବ କିଏ?

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ନିଜ ଇଷ୍ଟ ଦେବଙ୍କୁ ଆରଧନା କଲେ ମନ-ବାଞ୍ଛିତ ଫଳ ମିଳିଥାଏ। ସାଧାରଣତଃ ଜନ୍ମ ତାରିଖ, ବାର, ରାଶି ଓ ଜନ୍ମ କୁଣ୍ଡଳୀ ଅନୁସାର ଇଷ୍ଟ ଦେବ ସୂଚିତ ହୋଇଥାନ୍ତି । ତେବେ ଆସନ୍ତୁ ଜାଣିବା ଜନ୍ମ ମାସ, ବାର ଓ ରାଶି ଅନୁସାରେ କେଉଁ ଦେବାଦେବୀଙ୍କୁ ପୂଜା କଲେ ଶୁଭ ଫଳ ପାଇପାରିବେ। ଜନ୍ମ ମାସ ଅନୁସାରେ ଜାନୁଆରୀ ଓ ନଭେମ୍ୱର ମାସରେ ଜନ୍ମିତ ବ୍ୟକ୍ତି ଶିବ ଓ ଗଣେଶଙ୍କ ପୂଜା କରନ୍ତୁ। […]

goddes

goddes

Rakesh Mallick
  • Published: Wednesday, 29 November 2017
  • Updated: 29 November 2017, 09:22 AM IST

Sports

Latest News

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ନିଜ ଇଷ୍ଟ ଦେବଙ୍କୁ ଆରଧନା କଲେ ମନ-ବାଞ୍ଛିତ ଫଳ ମିଳିଥାଏ। ସାଧାରଣତଃ ଜନ୍ମ ତାରିଖ, ବାର, ରାଶି ଓ ଜନ୍ମ କୁଣ୍ଡଳୀ ଅନୁସାର ଇଷ୍ଟ ଦେବ ସୂଚିତ ହୋଇଥାନ୍ତି । ତେବେ ଆସନ୍ତୁ ଜାଣିବା ଜନ୍ମ ମାସ, ବାର ଓ ରାଶି ଅନୁସାରେ କେଉଁ ଦେବାଦେବୀଙ୍କୁ ପୂଜା କଲେ ଶୁଭ ଫଳ ପାଇପାରିବେ।

ଜନ୍ମ ମାସ ଅନୁସାରେ

  • ଜାନୁଆରୀ ଓ ନଭେମ୍ୱର ମାସରେ ଜନ୍ମିତ ବ୍ୟକ୍ତି ଶିବ ଓ ଗଣେଶଙ୍କ ପୂଜା କରନ୍ତୁ।
  • ଫେବ୍ରୁଆରୀରେ ଜନ୍ମିତ ବ୍ୟକ୍ତି ଶିବଙ୍କ ଉପାସନା କଲେ ଶୁଭ ଫଳ ପାଇପାରିବେ।
  • ମାର୍ଚ୍ଚ ଓ ଜୁନ୍‌ ମାସରେ ଜନ୍ମିତ ବ୍ୟକ୍ତି ବିଷ୍ଣୁଙ୍କୁ ପୂଜା କରନ୍ତୁ।
  • ମେ ଓ ଜୁନ୍‌ ମାସରେ ଜନ୍ମିତ ବ୍ୟକ୍ତି ମା’ ଭଗବତୀଙ୍କ ପୂଜା କରନ୍ତୁ।
  • ଜୁଲାଇ ମାସରେ ଜନ୍ମିତ ବ୍ୟକ୍ତି ବିଷ୍ଣୁ ଓ ଗଣେଶଙ୍କୁ ଧ୍ୟାନ କରନ୍ତୁ।

ଜନ୍ମ ବାର ଜଣା ଥିବ କିନ୍ତୁ ସମୟ ଜଣାନଥିବା ବ୍ୟକ୍ତିଙ୍କ ଇଷ୍ଟଦେତା

  • ରବିବାର- ବିଷ୍ଣୁ
  • ସୋମବାର- ଶିବ
  • ମଙ୍ଗଳବାର- ହନୁମାନ
  • ବୁଧବାର- ଗଣେଶ
  • ଗୁରୁବାର- ଶିବ
  • ଶୁକ୍ରବାର- ଦୁର୍ଗା
  • ଶନିବାର- ଭୈରବ

ରାଶି ଅନୁସାରେ ଇଷ୍ଟ ଦେବ

  • ମେଷ- ସୂର୍ଯ୍ୟ ଓ ବିଷ୍ଣୁ ଦେତାଙ୍କ ଆରଧନା କରନ୍ତୁ।
  • ବୃଷ- ଭଗବାନ ଗଣେଶଙ୍କ ଆରଧନା କରନ୍ତୁ।
  • ମିଥୁନ- ଦେବୀ ସରସ୍ୱତୀ, ତାରା ଓ ଲକ୍ଷ୍ମୀଙ୍କୁ ପୂଜା କରନ୍ତୁ।
  • କର୍କଟ- ହନୁମାନଙ୍କ ଆରଧାନା କରନ୍ତୁ।
  • ସିଂହ – ଶିବଙ୍କ ଆରଧନା କରନ୍ତୁ।
  • କନ୍ୟା- ଭୈରବ, ହନୁମାନ ଓ କାଳୀଙ୍କ ଆରଧନା କରନ୍ତୁ।
  • ତୁଳା- ଭୈରବ, ହନୁମାନ ଓ କାଳୀଙ୍କୁ ପୂଜା କରନ୍ତୁ।
  • ବିଚ୍ଛା- ଶିବଙ୍କୁ ପୂଜା କରନ୍ତୁ।
  • ଧନୁ – ହନୁମାନଙ୍କ ପୂଜା କରନ୍ତୁ।
  • ମକର- ସରସ୍ୱତୀ, ତାରା ଓ ଲକ୍ଷ୍ମୀଙ୍କୁ ପୂଜା କରନ୍ତୁ।
  • କୁମ୍ଭ- ଗଣେଶଙ୍କୁ ପୂଜା କରନ୍ତୁ।
  • ମୀନ- ଦୁର୍ଗା, ରାଧା ଓ ସୀତା ଦେବୀଙ୍କୁ ପୂଜା କରନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos