ଓଠରୁ ଜାଣିପାରିବେ ଆପଣଙ୍କର ହେବାକୁ ଥିବା ଲାଇଫ୍‌ପାର୍ଟନରଙ୍କ ସ୍ୱଭାବ

ଜଣେ ବ୍ୟକ୍ତିଙ୍କ ବିଭିନ୍ନ ଅଙ୍ଗରୁ ତାଙ୍କର ବ୍ୟକ୍ତିତ୍ୱ ସଂପର୍କରେ ଅନେକ କିଛି ଜାଣି ହୁଏ ବୋଲି କୁହାଯାଏ। ସମୁଦ୍ରଶାସ୍ତ୍ର ଅନୁସାରେ ଯେକୌଣସି ବ୍ୟକ୍ତିଙ୍କ ଓଠର ଆକାରରୁ ତାଙ୍କର ସ୍ୱଭାବ ସଂପର୍କରେ ଜାଣି ହେବ। ଓଠ ଦେଖି ଆପଣ ଆପଣଙ୍କର ହେବାକୁ ଥିବା ଲାଇଫ୍‌ପାର୍ଟନରଙ୍କ ସ୍ୱଭାବ ବିଷୟରେ ମଧ୍ୟ ଜାଣିପାରିବେ। ତେବେ ଆସନ୍ତୁ ଜାଣିବା ଓଠର ଆକାର ଓ ରଙ୍ଗ ଅନୁସାରେ ମଣିଷର ସ୍ୱଭାବ ସଂପର୍କରେ। ଆହୁରି ମଧ୍ୟ ପଢନ୍ତୁ: ଆସିଲାଣି ଶୀତ ଦିନ: ଏପରି ନିଅନ୍ତୁ ତ୍ୱଚାର ଯତ୍ନ […]

lip1

lip1

Rakesh Mallick
  • Published: Thursday, 05 October 2017
  • Updated: 01 November 2017, 03:14 PM IST

Sports

Latest News

ଜଣେ ବ୍ୟକ୍ତିଙ୍କ ବିଭିନ୍ନ ଅଙ୍ଗରୁ ତାଙ୍କର ବ୍ୟକ୍ତିତ୍ୱ ସଂପର୍କରେ ଅନେକ କିଛି ଜାଣି ହୁଏ ବୋଲି କୁହାଯାଏ। ସମୁଦ୍ରଶାସ୍ତ୍ର ଅନୁସାରେ ଯେକୌଣସି ବ୍ୟକ୍ତିଙ୍କ ଓଠର ଆକାରରୁ ତାଙ୍କର ସ୍ୱଭାବ ସଂପର୍କରେ ଜାଣି ହେବ। ଓଠ ଦେଖି ଆପଣ ଆପଣଙ୍କର ହେବାକୁ ଥିବା ଲାଇଫ୍‌ପାର୍ଟନରଙ୍କ ସ୍ୱଭାବ ବିଷୟରେ ମଧ୍ୟ ଜାଣିପାରିବେ। ତେବେ ଆସନ୍ତୁ ଜାଣିବା ଓଠର ଆକାର ଓ ରଙ୍ଗ ଅନୁସାରେ ମଣିଷର ସ୍ୱଭାବ ସଂପର୍କରେ।

ଆହୁରି ମଧ୍ୟ ପଢନ୍ତୁ: ଆସିଲାଣି ଶୀତ ଦିନ: ଏପରି ନିଅନ୍ତୁ ତ୍ୱଚାର ଯତ୍ନ

ମୋଟା ଓଠ- ମୋଟା ଓଠ ଥିବା ବ୍ୟକ୍ତିମାନେ ଭାରି ଜିଦିଆ। ଏମାନେ ଭାରି ରାଗି ମଧ୍ୟ। ତେବେ ଏମାନଙ୍କ ରାଗ ଅଧିକ ସମୟ ରହେ ନାହିଁ। ଯେଉଁମାନଙ୍କୁ ଏମାନେ ଭଲ ପାଆନ୍ତି ସେମାନଙ୍କ ପାଇଁ କିଛି ବି କରିବାକୁ ପ୍ରସ୍ତୁତ ହୋଇଯାଆନ୍ତି।

ପତଳା ଓଠ- ଯେଉଁମାନଙ୍କ ଓଠ ପତଳା ହୋଇଥାଏ ସେମାନେ ରକ୍ଷଣଶୀଳ ସ୍ୱଭାବର ହୋଇଥାଆନ୍ତି। ସେମାନେ ନିଜ କଥାକୁ କାହାକୁ କହିବାକୁ ପସନ୍ଦ କରନ୍ତି ନାହିଁ। ସେମାନେ ଦେଖାଇ ହେବାକୁ ପସନ୍ଦ କରନ୍ତି ନାହିଁ।

ଗୋଲାପୀ ଓଠ- ଯେଉଁମାନଙ୍କ ଓଠ ଗୋଲାପୀ ଅବା ହାଲ୍‌କା ଗୋଲାପୀ ରଙ୍ଗର ହୋଇଥାଏ ସେମାନେ ସମସ୍ତଙ୍କ ସହିତ ସହଜରେ ମିଶି ଯାଆନ୍ତି। ସମସ୍ତଙ୍କ ସହ ମିଶିବା ଓ କଥା ହେବାକୁ ଏମାନେ ଭାରି ଭଲ ପାଆନ୍ତି।

ଲାଲ୍ ଓଠ- ଯେଉଁମାନଙ୍କ ଓଠ ଏକଦମ୍ ଲାଲ୍ ରଙ୍ଗର ହୋଇଥାଏ ସେମାନେ ଭାରି ପରିଶ୍ରମୀ ହୋଇଥାଆନ୍ତି। ସେମାନେ ନିଜ କାମକୁ ଭାରି ଗୁରୁତ୍ୱ ଦିଅନ୍ତି। ତେବେ ଏମାନେ ରାଗି ହୋଇଥାଆନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos