ପୂଜା ପାର୍ବଣରେ ତିଆରି କରନ୍ତୁ 'ମ୍ୟାଙ୍ଗୋ ସନ୍ଦେସ୍'

ଆବଶ୍ୟକ ସାମଗ୍ରୀ: ଆମ୍ବ, ଛେନା, ଗୋଲାପ ଏସେନ୍ସ, ଚିନି, ପେସ୍ତା ବାଦାମ ଓ ଆଲ୍‌ମଣ୍ଡ୍‌ ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ ପାତ୍ରରେ ଛେନା, ଚିନି ଓ ଗୋଲାପ ଏସେନ୍ସ ମିଶାଇ ଭଲ ଭାବେ ଚକଟି ଦିଅନ୍ତୁ। ବର୍ତ୍ତମାନ ଆମ୍ବକୁ ଛେଲି ସେଥିରେ ଅଳ୍ପ ପାଣି ଦେଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏହା ପରେ ଛେନା ମିଶ୍ରଣକୁ ଏକ ପ୍ଲେଟ୍‌ ଉପରେ ଖେଳାଇ ପକାନ୍ତୁ। ଏହା ଉପରେ ଆମ୍ବ ମିଶ୍ରଣକୁ ବି ଖେଳାଇ ପକାନ୍ତୁ। ତା’ ଉପରେ […]

mango

mango

Chinmayee Roy
  • Published: Monday, 02 September 2019
  • Updated: 02 September 2019, 06:58 PM IST

Sports

Latest News

ଆବଶ୍ୟକ ସାମଗ୍ରୀ: ଆମ୍ବ, ଛେନା, ଗୋଲାପ ଏସେନ୍ସ, ଚିନି, ପେସ୍ତା ବାଦାମ ଓ ଆଲ୍‌ମଣ୍ଡ୍‌

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ ପାତ୍ରରେ ଛେନା, ଚିନି ଓ ଗୋଲାପ ଏସେନ୍ସ ମିଶାଇ ଭଲ ଭାବେ ଚକଟି ଦିଅନ୍ତୁ। ବର୍ତ୍ତମାନ ଆମ୍ବକୁ ଛେଲି ସେଥିରେ ଅଳ୍ପ ପାଣି ଦେଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏହା ପରେ ଛେନା ମିଶ୍ରଣକୁ ଏକ ପ୍ଲେଟ୍‌ ଉପରେ ଖେଳାଇ ପକାନ୍ତୁ। ଏହା ଉପରେ ଆମ୍ବ ମିଶ୍ରଣକୁ ବି ଖେଳାଇ ପକାନ୍ତୁ। ତା’ ଉପରେ କଟା ପେସ୍ତା ବାଦାମ ଓ ଆଲମଣ୍ଡ ପକାନ୍ତୁ। ଏବେ ପ୍ଲେଟ୍‌କୁ ଫ୍ରିଜ୍‌ରେ ୨ ରୁ ୩ ଘଣ୍ଟା ପର୍ଯ୍ୟନ୍ତ ରଖି ଦିଅନ୍ତୁ। ଏହାକୁ ଫ୍ରିଜ୍‌ରୁ କାଢ଼ି ବିଭିନ୍ନ ଆକୃତିରେ କାଟି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ‘ମ୍ୟାଙ୍ଗୋ ସନ୍ଦେସ୍’।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story