ଢାବା ଷ୍ଟାଇଲ୍ 'ଛତୁ କୁର୍‌ମା'

ଆବଶ୍ୟକୀୟ ସାମଗ୍ରୀ: କଟା ଛତୁ, କଟା ପିଆଜ, କଟା ଗାଜର, ଗ୍ରୀନ ମଟର, କଟା କଞ୍ଚା ଲଙ୍କା, ଅଦା ଓ ରସୁଣ ପେଷ୍ଟ, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ, ହଳଦୀ ଗୁଣ୍ଡ, ଦହି, କାଜୁ, ଚାରମଗଜ, ନଡ଼ିଆ କୋରା, ତେଜପତ୍ର, ଗୁଜୁରାତି, ଲବଙ୍ଗ, ଜିରା, ଡାଲଚିନି, କଟା ଧନିଆ ପତ୍ର, ତେଲ, ଓ ଲୁଣ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚାରମଗଜ ଓ କାଜୁକୁ ପାଣିରେ କିଛି ସମୟ ଭିଜାଇ ରଖନ୍ତୁ। ପରେ କୋରା ନଡ଼ିଆ, ଅଳ୍ପ ପିଆଜ […]

mashroom

mashroom

Chinmayee Roy
  • Published: Sunday, 01 September 2019
  • Updated: 01 September 2019, 10:09 AM IST

Sports

Latest News

ଆବଶ୍ୟକୀୟ ସାମଗ୍ରୀ: କଟା ଛତୁ, କଟା ପିଆଜ, କଟା ଗାଜର, ଗ୍ରୀନ ମଟର, କଟା କଞ୍ଚା ଲଙ୍କା, ଅଦା ଓ ରସୁଣ ପେଷ୍ଟ, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ, ହଳଦୀ ଗୁଣ୍ଡ, ଦହି, କାଜୁ, ଚାରମଗଜ, ନଡ଼ିଆ କୋରା, ତେଜପତ୍ର, ଗୁଜୁରାତି, ଲବଙ୍ଗ, ଜିରା, ଡାଲଚିନି, କଟା ଧନିଆ ପତ୍ର, ତେଲ, ଓ ଲୁଣ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚାରମଗଜ ଓ କାଜୁକୁ ପାଣିରେ କିଛି ସମୟ ଭିଜାଇ ରଖନ୍ତୁ। ପରେ କୋରା ନଡ଼ିଆ, ଅଳ୍ପ ପିଆଜ ସହିତ ଭିଜା ଯାଇଥିବା ଚାରମଗଜ ଏବଂ କାଜୁକୁ ଗ୍ରାଇଣ୍ଡରରେ ପକାଇ ପେଷ୍ଟ୍ କରି ଦିଅନ୍ତୁ।

ଏବେ ଏକ କଡ଼େଇରେ ତେଲ ଗରମ କରି ଜିରା, ତେଜପତ୍ର, ଲବଙ୍ଗ, ଗୁଜୁରାତି ଓ ଡାଲଚିନି ପକାଇ ହାଲକା ଭାଜି ଦିଅନ୍ତୁ। ପରେ ପିଆଜ, କଞ୍ଚା ଲଙ୍କା ପକାଇ ଲାଲ୍ ହେବ ଯାଏ ଭାଜନ୍ତୁ। ଏହା ପରେ ଅଦାରସୁଣ ପେଷ୍ଟ୍‌, ଧନିଆ ଗୁଣ୍ଡ, ଜିରା ଗୁଣ୍ଡ, ହଳଦୀ, ଲଙ୍କା ଗୁଣ୍ଡ ଓ ସ୍ୱାଦ ଅନୁସାରେ ଲୁଣ ପକାଇ କଷନ୍ତୁ।

ମସଲା କଷି ହେବା ପରେ ଗ୍ରୀନ୍‌ ମଟର ଏବଂ ଛତୁ ପକାଇ କିଛି ସମୟ ସିଝିବାକୁ ଛାଡ଼ି ଦିଅନ୍ତୁ। ବର୍ତ୍ତମାନ ଏଥିରେ କାଜୁ ପେଷ୍ଟ୍‌କୁ ପକାଇ ଭଲ କରି ଗୋଳାଇ ଦିଅନ୍ତୁ। ଶେଷରେ ଦହି ଓ ସାମାନ୍ୟ ପାଣି ଦେଇ କିଛି ସମୟ ଘୋଡ଼େଇ ଦିଅନ୍ତୁ।

ତରକାରି ଫୁଟି ଆସିଲେ ଓ ପାଣି ଟିକେ ଶୁଖିଗଲେ ଚୁଲି ବନ୍ଦ କରି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଢାବା ଷ୍ଟାଇଲ୍ ଛତୁ କୁର୍‌ମା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story