ସ୍ୱପ୍ନରେ ଶିବଙ୍କୁ କେଉଁ ରୂପରେ ଦେଖିଲେ କ'ଣ ହୁଏ

ପ୍ରତ୍ୟେକ ମଣିଷ ନିଜ ସ୍ୱପ୍ନରେ ବିଭିନ୍ନ ପ୍ରକାରର ଜିନିଷ ଦେଖିଥାଏ। କିଛି ସ୍ୱପ୍ନ ଭଲ ଏବଂ କିଛି ଖରାପ ଥାଏ।ସ୍ୱପ୍ନଶାସ୍ତ୍ର ଅନୁଯାୟୀ ସ୍ୱପ୍ନରେ ଦେଖୁଥିବା ପ୍ରତ୍ୟେକ ଜିନିଷର ଅଲଗା ଅଲଗା ମହତ୍ୱ ରହିଛି। ଏହି ସ୍ୱପ୍ନ ମଣିଷର ଅତୀତ ଓ ଭବିଷ୍ୟତ ସହ ଯୋଡ଼ିହୋଇ ରହିଥାଏ। ଯଦି ଆପଣଙ୍କୁ ଆଧ୍ୟାତ୍ମିକ ବା ଧର୍ମ ସହ ଜଡ଼ିତ ସ୍ୱପ୍ନ ଆସୁଛି ତେବେ ଆପଣ ଖୁବ୍‌ ଭାଗ୍ୟବାନ। ଯଦି ଆପଣ ଭଗବାନ ଶିବଙ୍କୁ ସ୍ୱପ୍ନରେ ଦେଖୁଛନ୍ତି ତା’ହେଲେ ଆପଣ ସମସ୍ତଙ୍କ […]

sivaaa

sivaaa

Rakesh Mallick
  • Published: Monday, 06 November 2017
  • Updated: 06 November 2017, 04:20 PM IST

Sports

Latest News

ପ୍ରତ୍ୟେକ ମଣିଷ ନିଜ ସ୍ୱପ୍ନରେ ବିଭିନ୍ନ ପ୍ରକାରର ଜିନିଷ ଦେଖିଥାଏ। କିଛି ସ୍ୱପ୍ନ ଭଲ ଏବଂ କିଛି ଖରାପ ଥାଏ।ସ୍ୱପ୍ନଶାସ୍ତ୍ର ଅନୁଯାୟୀ ସ୍ୱପ୍ନରେ ଦେଖୁଥିବା ପ୍ରତ୍ୟେକ ଜିନିଷର ଅଲଗା ଅଲଗା ମହତ୍ୱ ରହିଛି। ଏହି ସ୍ୱପ୍ନ ମଣିଷର ଅତୀତ ଓ ଭବିଷ୍ୟତ ସହ ଯୋଡ଼ିହୋଇ ରହିଥାଏ। ଯଦି ଆପଣଙ୍କୁ ଆଧ୍ୟାତ୍ମିକ ବା ଧର୍ମ ସହ ଜଡ଼ିତ ସ୍ୱପ୍ନ ଆସୁଛି ତେବେ ଆପଣ ଖୁବ୍‌ ଭାଗ୍ୟବାନ। ଯଦି ଆପଣ ଭଗବାନ ଶିବଙ୍କୁ ସ୍ୱପ୍ନରେ ଦେଖୁଛନ୍ତି ତା’ହେଲେ ଆପଣ ସମସ୍ତଙ୍କ ପ୍ରତି ସକାରାତ୍ମକ ଚିନ୍ତାଧାରା ରଖୁଥିବା ବ୍ୟକ୍ତି। ହେଲେ ଶିବଙ୍କୁ ଭିନ୍ନ ଭନ୍ନ ରୂପରେ ସ୍ମରଣ କରିବାର ଅଲଗା ମହତ୍ୱ ରହିଛି। ତେବେ ଆଶନ୍ତୁ ଜାଣିବା ଶିବଙ୍କୁ କେଉଁ ରୂପରେ ଦେଖିଲେ କ'ଣ ହୁଏ। ୧. ଯଦି ଆପଣ ଶିବ ଓ ପାର୍ବତୀଙ୍କ ଅର୍ଧନାରୀଶ୍ୱର ମୂର୍ତ୍ତୀ ସ୍ୱପ୍ନରେ ଦେଖୁଛନ୍ତି ତେବେ ଆପଣଙ୍କୁ ତୁରକିଛି  କିଛି ନୂଆ ମଉକା କିମ୍ବା ସୁଯୋଗ ମିଳିବ। ସେହିପରି ଶୀଘ୍ର ଧନ ସମ୍ପତ୍ତି ମିଳିବାର ଶୁଭ ସମାଚାର ମିଳିବ।

୨. ଶିବ ତାଣ୍ଡବ ନୃତ୍ୟ   କରୁଥିବା ସ୍ୱପ୍ନରେ ଦେଖିଲେ ଆପଣଙ୍କ ସମସ୍ୟା ସମାପ୍ତ ହେବ। ଆପଣ ଧନପ୍ରାପ୍ତି ବି ହୋଇପାରିବେ।  ହେଲେ ପରେ ମନରେ କିଛି ଚିନ୍ତା ଘାରିପାରେ।

୩. ତ୍ରିଶୂଳ ମଣିଷର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତକୁ ଦର୍ଶାଇଥାଏ। ଯଦି ଆପଣଙ୍କୁ ସ୍ୱପ୍ନରେ ତ୍ରିଶୂଳ ଦେଖାଦିଏ ତେବେ  ଏହା ଜନ୍ମ , ଜୀବନ ଓ ମୃତ୍ୟୁ ସମ୍ପର୍କରେ ସଂକେତ ଦେଇଥାଏ। ତ୍ରିଶୂଳ ମଣିଷର ସମସ୍ତ ସମସ୍ୟା ସମାପ୍ତ କରିବାର ସଂକେତ ମଧ୍ୟ ହୋଇଥାଏ। ସ୍ୱପ୍ନରେ ତ୍ରୀଶୂଳ ଦେଖିବା ଅତ୍ୟନ୍ତ ଶୁଭ ହୋଇଥାଏ।

୪.ସ୍ୱପ୍ନରେ ଯଦି ଆପଣ ଶିବଙ୍କ ମୁଣ୍ଡ ଉପରେ ଅର୍ଧଚନ୍ଦ୍ର ଦେଖୁଛନ୍ତି, ତେବେ ଆପଣଙ୍କୁ ଶିକ୍ଷା କ୍ଷେତ୍ରରେ ଶୁଭ ଫଳ ମିଳିପାରେ। ଏଥି ସହ ଆପଣ କୌଣସି ନିର୍ଣ୍ଣୟ ନେଇପାରନ୍ତି।

୫.ଯଦି ସ୍ୱପ୍ନରେ ଶିବଙ୍କ ଡମ୍ବରୁ ଦେଖାଯାଏ ତେବେ ଆପଣଙ୍କ ବ୍ୟକ୍ତିଗତ ଓ ପେଷାଗତ ଜୀବନରେ ସକରାତ୍ମକ ଶକ୍ତି ସଞ୍ଚାର ହୋଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story