ଦୀପାବଳିରେ ମା’ ଲକ୍ଷ୍ମୀଙ୍କ ପାଖରେ ଲଗାନ୍ତୁ ଏହି ୫ଟି ଭୋଗ: କୃପାଲାଭ କରିବେ

ଆଲୋକର ପର୍ବ ଦୀପାବଳି। ସମସ୍ତେ ବେଶ ଉତ୍କଣ୍ଠା ସହ ଏହି ଦିନକୁ ଅପେକ୍ଷା କରିଥାନ୍ତି। ଏହି ଦିନ ମା’ ଲକ୍ଷ୍ମୀ  ଏବଂ ଗଜାନନଙ୍କୁ ପୂଜା କରାଯାଏ। ଏହିଦିନ ଲକ୍ଷ୍ମୀ ପୂଜା ବିଧିବିଧାନ ସହ କଲେ  କୃପା ଲାଭ ହୋଇଥାଏ। କୁହାଯାଏ ଯେଉଁ ଘର ସଫାସୁତରା ରହିଥାଏ ସେହି ଘରେ ମା’ ଲକ୍ଷ୍ମୀ ବାସ କରିଥାନ୍ତି। ଏହିପରି ମା’ ଲକ୍ଷ୍ମୀଙ୍କ କୃପାଦୃଷ୍ଟି ପାଇବାକୁ ଚାହୁଁଥିଲେ ପୂଜା ସମୟରେ ଏହି ୫ ପ୍ରକାର ପ୍ରସାଦ ଭୋଗ ଲଗାନ୍ତୁ। ୧. ପାଣି […]

Rakesh Mallick
  • Published: Thursday, 19 October 2017
  • Updated: 19 October 2017, 10:15 AM IST

Sports

Latest News

ଆଲୋକର ପର୍ବ ଦୀପାବଳି। ସମସ୍ତେ ବେଶ ଉତ୍କଣ୍ଠା ସହ ଏହି ଦିନକୁ ଅପେକ୍ଷା କରିଥାନ୍ତି। ଏହି ଦିନ ମା’ ଲକ୍ଷ୍ମୀ  ଏବଂ ଗଜାନନଙ୍କୁ ପୂଜା କରାଯାଏ। ଏହିଦିନ ଲକ୍ଷ୍ମୀ ପୂଜା ବିଧିବିଧାନ ସହ କଲେ  କୃପା ଲାଭ ହୋଇଥାଏ। କୁହାଯାଏ ଯେଉଁ ଘର ସଫାସୁତରା ରହିଥାଏ ସେହି ଘରେ ମା’ ଲକ୍ଷ୍ମୀ ବାସ କରିଥାନ୍ତି। ଏହିପରି ମା’ ଲକ୍ଷ୍ମୀଙ୍କ କୃପାଦୃଷ୍ଟି ପାଇବାକୁ ଚାହୁଁଥିଲେ ପୂଜା ସମୟରେ ଏହି ୫ ପ୍ରକାର ପ୍ରସାଦ ଭୋଗ ଲଗାନ୍ତୁ।

୧. ପାଣି ସିଙ୍ଗଡା ମା’ ଲକ୍ଷ୍ମୀଙ୍କ ଅତ୍ୟନ୍ତ ପ୍ରିୟ। ଦିପାବଳୀରେ ମା’ଙ୍କୁ ପାଣି ସିଙ୍ଗଡା ଭୋଗ ଲଗାନ୍ତୁ।

୨. ମା ’ଙ୍କୁ ଲଡୁ ଓ ଗୁଡରେ ପ୍ରସ୍ତୁତ ପ୍ରସାଦ ଭୋଗ ଲଗାଇଲେ ଧନବୃଦ୍ଧି ହୋଇଥାଏ ଓ ମା’ଙ୍କ କୃପା ସବୁବେଳେ ପରିବାର ଉପରେ ରହିଥାଏ।

୩. ନଡିଆ ମା’ଙ୍କ ପ୍ରିୟ।ନଡିଆରେ ପ୍ରସ୍ତୁତ ଖାଦ୍ୟ ମା’ ଲକ୍ଷ୍ମୀଙ୍କୁ ଭୋଗ କରିପାରିବେ।

୪. ଦୀପାବଳି ଦିନ ମା’ ଲକ୍ଷ୍ମୀଙ୍କୁ ମିଠାପାନ ଭୋଗ କରାଯାଇଥାଏ। ଲକ୍ଷ୍ମୀ ପୂଜା ବିଧିବିଧାନ ସହ  କରିବା ସହ ଆଳତୀ ସାରିବା ପରେ ପାନଭୋଗ ଲଗାଯାଇଥାଏ।

୫. ପଦ୍ମଫୁଲର ମଞ୍ଜି ଶୁଦ୍ଧ ଘିଅରେ ଭାଜି ମା’ ଲକ୍ଷ୍ମୀଙ୍କ ପ୍ରସାଦ ଆକାରରେ ଚଢାନ୍ତୁ। ମା’ ସନ୍ତୁଷ୍ଟ ହେବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story