ହସରୁ ଜାଣନ୍ତୁ ମଣିଷର ସ୍ୱଭାବ

ହସିବା ମନୁଷ୍ୟର ସ୍ୱାଭାବିକ ଗୁଣ। ହସିବା ଦ୍ୱାରା ଶରୀରରେ କେବଳ ରକ୍ତ ବଢ଼ିନଥାଏ ଆୟୁଷ ମଧ୍ୟ ବୃଦ୍ଧି ପାଏ। ପ୍ରତ୍ୟେକ ମଣିଷର ହସିବା ଶୈଳୀ ଅଲଗା ଅଲଗା ହୋଇଥାଏ। କିଏ ଜୋରରେ ହସେ ତ କେହି କେହି ପାଟି ବନ୍ଦ କରି ହସିଥାନ୍ତି। ସମୁଦ୍ର ଶାସ୍ତ୍ର ଅନୁସାରେ ହସିବା ଶୈଳୀରୁ  ମଣିଷର ସ୍ୱଭାବ ବିଷୟରେ ମଧ୍ୟ ଜଣାପଡ଼ିଥାଏ। ଆସନ୍ତୁ ଜାଣିବା ହସିବା ଶୈଳୀରୁ କେମିତି ଜାଣିବେ କାହାର ସ୍ୱଭାବ କେମିତି ହୋଇଥିବ। ୧- ମନ ଖୋଲି ହସୁଥିବା […]

laughing

laughing

Rakesh Mallick
  • Published: Saturday, 14 October 2017
  • Updated: 14 October 2017, 01:15 PM IST

Sports

Latest News

ହସିବା ମନୁଷ୍ୟର ସ୍ୱାଭାବିକ ଗୁଣ। ହସିବା ଦ୍ୱାରା ଶରୀରରେ କେବଳ ରକ୍ତ ବଢ଼ିନଥାଏ ଆୟୁଷ ମଧ୍ୟ ବୃଦ୍ଧି ପାଏ। ପ୍ରତ୍ୟେକ ମଣିଷର ହସିବା ଶୈଳୀ ଅଲଗା ଅଲଗା ହୋଇଥାଏ। କିଏ ଜୋରରେ ହସେ ତ କେହି କେହି ପାଟି ବନ୍ଦ କରି ହସିଥାନ୍ତି। ସମୁଦ୍ର ଶାସ୍ତ୍ର ଅନୁସାରେ ହସିବା ଶୈଳୀରୁ  ମଣିଷର ସ୍ୱଭାବ ବିଷୟରେ ମଧ୍ୟ ଜଣାପଡ଼ିଥାଏ। ଆସନ୍ତୁ ଜାଣିବା ହସିବା ଶୈଳୀରୁ କେମିତି ଜାଣିବେ କାହାର ସ୍ୱଭାବ କେମିତି ହୋଇଥିବ।

୧- ମନ ଖୋଲି ହସୁଥିବା ଲୋକେ ସହନଶୀଳ ଓ ଦୟାଳୁ ସ୍ୱଭାବର ହୋଇଥାନ୍ତି। ଏମାନେ ସର୍ବଦା ସମସ୍ତଙ୍କ ଭଲ ଚାହାଁନ୍ତି। ଏମାନେ ଭଲ ପ୍ରେମିକା ଅବା ପ୍ରେମିକା  ହୋଇଥାନ୍ତି  ଏବଂ କାହାକୁ ଧୋକା ଦେଇନଥାନ୍ତି।

laugh1୨- ଶବ୍ଦ କରି ହସୁଥିବା ଲୋକେ ନିଜ ଜୀବନରେ ସଫଳତା ପାଇଥାନ୍ତି। ଯଦି ହସରେ ବ୍ୟଙ୍ଗ ଥାଏ, ତେବେ ସେମାନେ ଅହଙ୍କାରୀ ହୋଇଥାନ୍ତି।

୩- ରହି ରହି ହସୁଥିବା ଲୋକେ ଏବଂ ବହୁତ ସମୟ ପର୍ଯ୍ୟନ୍ତ ହସୁଥିବା ଲୋକେ ମାନସିକ ସ୍ତରରେ ଦୁର୍ବଳ ହୋଇଥାଆନ୍ତି। ଏପରି ଲୋକେ ସଫଳତା ପାଆନ୍ତି ନାହିଁ।

୪- ଯେଉଁମାନେ ଅଳ୍ପ ହସନ୍ତି ସେମାନେ ଧୈର୍ଯ୍ୟଶୀଳ, ଶାନ୍ତି ପ୍ରିୟ ଏବଂ ବିଶ୍ୱାସୀ ହୋଇ ଥାଆନ୍ତି ।   ଏମାନେ ଜ୍ଞାନୀ ମଧ୍ୟ ହୋଇଥାନ୍ତି ।

୫- ଘୋଡ଼ା ଭଳି ହସୁଥିବା ଲୋକେ ଅହଙ୍କାରୀ ହୋଇଥାଆନ୍ତି। ଏମାନେ କପଟୀ ବି ହୋଇଥାନ୍ତି। ଏମାନେ ସର୍ବଦା ଅନ୍ୟମାନଙ୍କ ଠାରୁ ଫାଇଦା ଉଠାଇଥାନ୍ତି। ଏମାନଙ୍କ ଉପରେ ବିଶ୍ୱାସ କରିବା  ବିପଦ୍‌ଜନକ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story