ବର୍ଷା ଦିନେ ଡାକ୍ତରଙ୍କ ପରାମର୍ଶ ବିନା ଆଣ୍ଟିବାୟୋଟିକ୍ସ ଖାଉଛନ୍ତି କି?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ବର୍ଷା ହେଲେ ସମସ୍ତେ ଏହାର ମଜା ନେଇଥା’ନ୍ତି। କେହି କେହି ବର୍ଷାରେ ଭିଜିବାକୁ ବି ପସନ୍ଦ କରିଥା’ନ୍ତି। ବର୍ଷା ଋତୁ ସମସ୍ତଙ୍କର ପ୍ରିୟ ଋତୁ ହୋଇଥିଲେ ମଧ୍ୟ ଏହି ସମୟରେ ଟିକେ ଅସାବଧାନ ହେଲେ ବିଭିନ୍ନ ରୋଗ ମାଡ଼ି ବସେ। ବର୍ଷା ଋତୁ ଆସିଲେ ଗରମରୁ ମୁକ୍ତି ମିଳିଯାଏ, କିନ୍ତୁ ବର୍ଷା ଲାଗି ରହିବେ ବ୍ୟାକ୍ଟେରିଆଙ୍କ ବଂଶ ବୃଦ୍ଧି ହୋଇଥାଏ।  ସେଥିପାଇଁ ଛୋଟରୁ ବଡ଼ ଯାଏ, ସଭିଁଙ୍କୁ ରୋଗ ମାଡ଼ିବସେ। ବର୍ଷା ଦିନେ […]

medicine

medicine

Puspanjali Panda
  • Published: Wednesday, 24 July 2019
  • Updated: 24 July 2019, 10:41 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ବର୍ଷା ହେଲେ ସମସ୍ତେ ଏହାର ମଜା ନେଇଥା’ନ୍ତି। କେହି କେହି ବର୍ଷାରେ ଭିଜିବାକୁ ବି ପସନ୍ଦ କରିଥା’ନ୍ତି। ବର୍ଷା ଋତୁ ସମସ୍ତଙ୍କର ପ୍ରିୟ ଋତୁ ହୋଇଥିଲେ ମଧ୍ୟ ଏହି ସମୟରେ ଟିକେ ଅସାବଧାନ ହେଲେ ବିଭିନ୍ନ ରୋଗ ମାଡ଼ି ବସେ।

ବର୍ଷା ଋତୁ ଆସିଲେ ଗରମରୁ ମୁକ୍ତି ମିଳିଯାଏ, କିନ୍ତୁ ବର୍ଷା ଲାଗି ରହିବେ ବ୍ୟାକ୍ଟେରିଆଙ୍କ ବଂଶ ବୃଦ୍ଧି ହୋଇଥାଏ।  ସେଥିପାଇଁ ଛୋଟରୁ ବଡ଼ ଯାଏ, ସଭିଁଙ୍କୁ ରୋଗ ମାଡ଼ିବସେ। ବର୍ଷା ଦିନେ ପାଣି ଜନିତ ରୋଗ ଅଧିକ ହୋଇଥାଏ। ତେଣୁ ଥଣ୍ଡା ବା ଜ୍ୱର ଆଦି ହେଲେ ଅନେକ ଲୋକ ଡାକ୍ତରଙ୍କ ପରାମର୍ଶ ନ ନେଇ ଆଣ୍ଟିବାୟୋଟିକ୍ସ ଖାଇ ଦିଅନ୍ତି।

ଯଦି ଆପଣ ମଧ୍ୟ ଏପରି କରୁଛନ୍ତି, ତେବେ ସାବଧାନ ରୁହନ୍ତୁ। କାରଣ ଏହା ଆପଣଙ୍କୁ ଅସୁବିଧାରେ ପକାଇପାରେ। ଡାକ୍ତରଙ୍କ ପରାମର୍ଶ ବିନା ଆଣ୍ଟିବାୟୋଟିକ୍ସ ଖାଇଲେ ଆପଣ ଅନ୍ୟ ରୋଗକୁ ଆମନ୍ତ୍ରଣ କରୁଛନ୍ତି ବୋଲି ଜାଣି ରଖନ୍ତୁ।

ଆଣ୍ଟିବାୟୋଟିକ୍ସ ଯୋଗୁ ଆପଣଙ୍କ ଶରୀରର ଅନେକ ଭଲ ବ୍ୟାକ୍ଟେରିଆଙ୍କର ମୃତ୍ୟୁ ହୋଇଥାଏ। ସେହି ସବୁ ବ୍ୟାକ୍ଟେରିଆ ଆପଣଙ୍କୁ ବିଭିନ୍ନ ରୋଗରୁ ରକ୍ଷା କରିଥା’ନ୍ତି। ସେଥିପାଇଁ ଅଳ୍ପ ଥଣ୍ଡା ବା ଛିଙ୍କ ହେଲେ ଆଣ୍ଟିବାୟୋଟିକ୍ସ ଖାଆନ୍ତୁ ନାହିଁ।

ଆହୁରି ଭଲ ହେବ ଆପଣ ଯଦି ବର୍ଷା ଦିନେ ହେଉଥିବା ରୋଗ ପ୍ରତି ସାବଧାନତା ଅବଲମ୍ୱନ କରିବେ। ବର୍ଷା ଦିନେ ସାଧାରଣତଃ ଫୁଡ୍‌ ପଏଜନ୍‌ ଓ ଡାଇରିଆ ଆଦି ଅଧିକ ହୋଇଥାଏ। ଏଥିରୁ ରକ୍ଷା ପାଇବା ପାଇଁ କ’ଣ ସବୁ ସାବଧାନତା ଅବଲମ୍ୱନ କରିବା ଉଚିତ୍‌ ଜାଣି ରଖନ୍ତୁ।

୧. ବିଶୁଦ୍ଧ ପାଣି ପିଅନ୍ତୁ। ପାଣିକୁ ଫୁଟାଇ ପିଇଲେ ଭଲ।
୨.ବାହାର ଖାଦ୍ୟ ଖାଆନ୍ତୁ ନାହିଁ।
୩. ଖାଇବା ପୂର୍ବରୁ ଏବଂ ପରେ ହାତ ଭଲ ଭାବରେ ଧୁଅନ୍ତୁ।
୪. କାଶ କିମ୍ୱା ଛିଙ୍କ ଆସିବା ସମୟରେ ମୁହଁକୁ ଢାଙ୍କନ୍ତୁ।
୫. ଆହରୁ ମଧ୍ୟ ଧ୍ୟାନ ରଖନ୍ତୁ ଯେ ଆପଣ ବ୍ୟବହାର କରୁଥିବା ପୋଷାକ ଭଲ ଭାବରେ ଶୁଖୁଛି ନା ନାହିଁ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story