ପିଲାଙ୍କୁ ସ୍ନାକ୍ସରେ ପରଷନ୍ତୁ ହାତ ତିଆରି କ୍ରିସ୍ପି ପନୀର୍ ବଲ୍‌

ଆବଶ୍ୟକ ସାମଗ୍ରୀ: ପନୀର, ସିଝା ଆଳୁ, ମକାଗୁଣ୍ଡ, ଲୁଣ, କଞ୍ଚା ଲଙ୍କା, ଧନିଆ ପତ୍ର ଏବଂ ଆବଶ୍ୟକ ଅନୁସାରେ ତେଲ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ ପାତ୍ରରେ ପନୀରରେ ସିଝା ଆଳୁ, ଲୁଣ, କଟା ଧନିଆ ପତ୍ର, ମକାଗୁଣ୍ଡ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ବର୍ତ୍ତମାନ ଏଥିରେ ଅଳ୍ପ ଜୁଆଣି ପକାନ୍ତୁ ଓ ଏହାକୁ ଭଲଭାବେ ଅଟା ଦଳିଲା ପରି ଦଳନ୍ତୁ। ଏବେ ହାତରେ ଅଳ୍ପ ତେଲ ଲଗାଇ ଏହି ମିଶ୍ରଣରୁ ଅଳ୍ପ ନେଇ ଛୋଟ […]

paneer

paneer

Chinmayee Roy
  • Published: Sunday, 23 December 2018
  • Updated: 23 December 2018, 08:04 AM IST

ଆବଶ୍ୟକ ସାମଗ୍ରୀ: ପନୀର, ସିଝା ଆଳୁ, ମକାଗୁଣ୍ଡ, ଲୁଣ, କଞ୍ଚା ଲଙ୍କା, ଧନିଆ ପତ୍ର ଏବଂ ଆବଶ୍ୟକ ଅନୁସାରେ ତେଲ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ ପାତ୍ରରେ ପନୀରରେ ସିଝା ଆଳୁ, ଲୁଣ, କଟା ଧନିଆ ପତ୍ର, ମକାଗୁଣ୍ଡ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ବର୍ତ୍ତମାନ ଏଥିରେ ଅଳ୍ପ ଜୁଆଣି ପକାନ୍ତୁ ଓ ଏହାକୁ ଭଲଭାବେ ଅଟା ଦଳିଲା ପରି ଦଳନ୍ତୁ। ଏବେ ହାତରେ ଅଳ୍ପ ତେଲ ଲଗାଇ ଏହି ମିଶ୍ରଣରୁ ଅଳ୍ପ ନେଇ ଛୋଟ ବଲ୍‌ ଆକାରରେ ତିଆରି କରନ୍ତୁ। ଏବେ ଏକ କଡ଼େଇରେ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଗଲେ ଏଥିରେ ପନିର୍ ବଲ୍‌ଗୁଡ଼ିକୁ ପକାଇ ଗୋଲ୍ଡେନ୍‌ ରେଡ୍‌ ହେବା ଯାଏ ଛାଣନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା କ୍ରିସ୍‌ପି ପନୀର ବଲ୍। ଏହାକୁ ଗରମା ଗରମ୍‌ ସସ୍‌ କିମ୍ବା ଚଟଣୀ ସହ ପରଷନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story