କ୍ୟାନସର୍‌ ଆଶଙ୍କା ହ୍ରାସ କରେ ଅମୃତଭଣ୍ଡା ପତ୍ରର ରସ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର୍‌): ଅମୃତଭଣ୍ଡା ଖାଇଲେ ଶରୀରକୁ ଅନେକ ଲାଭ ମିଳିଥାଏ। ତେବେ କେବଳ ଅମୃତଭଣ୍ଡା ନୁହେଁ, ଏହାର ପତ୍ରରେ ବି ରହିଛି ଅନେକ ଔଷଧୀୟ ଗୁଣ। ଯଦି ଆପଣ ଅମୃତଭଣ୍ଡା ପତ୍ରର ରସ ପିଉନାହାନ୍ତି, ତେବେ ଆଜିଠୁ ପିଇବା ଆରମ୍ଭ କରନ୍ତୁ। ନିୟମିତ ଏହାକୁ ପିଇବା ଦ୍ୱାରା କ୍ୟାନସର୍‌ ଭଳି ଅନେକ ବଡ଼ ରୋଗରୁ ବି ଆପଣ ରକ୍ଷା ପାଇ ପାରିବେ। ଆସନ୍ତୁ ଜାଣିବା, ଅମୃତଭଣ୍ଡା ପତ୍ରର ରସରେ କେଉଁ ସବୁ ଗୁଣ ରହିଛି। ୧. […]

RRR23

RRR23

Puspanjali Panda
  • Published: Sunday, 02 December 2018
  • Updated: 02 December 2018, 10:06 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର୍‌): ଅମୃତଭଣ୍ଡା ଖାଇଲେ ଶରୀରକୁ ଅନେକ ଲାଭ ମିଳିଥାଏ। ତେବେ କେବଳ ଅମୃତଭଣ୍ଡା ନୁହେଁ, ଏହାର ପତ୍ରରେ ବି ରହିଛି ଅନେକ ଔଷଧୀୟ ଗୁଣ। ଯଦି ଆପଣ ଅମୃତଭଣ୍ଡା ପତ୍ରର ରସ ପିଉନାହାନ୍ତି, ତେବେ ଆଜିଠୁ ପିଇବା ଆରମ୍ଭ କରନ୍ତୁ। ନିୟମିତ ଏହାକୁ ପିଇବା ଦ୍ୱାରା କ୍ୟାନସର୍‌ ଭଳି ଅନେକ ବଡ଼ ରୋଗରୁ ବି ଆପଣ ରକ୍ଷା ପାଇ ପାରିବେ।

ଆସନ୍ତୁ ଜାଣିବା, ଅମୃତଭଣ୍ଡା ପତ୍ରର ରସରେ କେଉଁ ସବୁ ଗୁଣ ରହିଛି।

୧. ଯଦି ଆପଣଙ୍କ ଶରୀରରେ ବ୍ଲଡ୍‌ ପ୍ଲେଟ୍‌ଲେଟ୍‌ କମ୍‌ ଅଛି, ତେବେ ଏଥିପାଇଁ ଅମୃତଭଣ୍ଡା ପତ୍ରର ରସ ରାମବାଣ ଭାବେ କାର୍ଯ୍ୟ କରିଥାଏ। ଆପଣ ପ୍ରତିଦିନ ଦୁଇ ଚାମଚ ଅମୃତଭଣ୍ଡା ପତ୍ର ରସ ତିନି ମାସ ପର୍ଯ୍ୟନ୍ତ ପିଅନ୍ତୁ, ସୁଫଳ ଅବଶ୍ୟ ମିଳିବ।

୨. ଅମୃତ ଭଣ୍ଡା ପତ୍ର ରସ ଶରୀରରେ ରୋଗ ପ୍ରତିରୋଧ ଶକ୍ତି ବଢ଼ାଇବାରେ ସାହାଯ୍ୟ କରିବା ସହ ଜୀବାଣୁ ବୃଦ୍ଧିକୁ ହ୍ରାସ କରିଥାଏ । ଏହା ସହ ଅନେକ ରୋଗ ସହ ଲଢ଼ିବାରେ ଏହି ରସ ଶରୀରକୁ ଶକ୍ତି ଯୋଗାଇଥାଏ ।

୩.ଅମୃତ ଭଣ୍ଡା ପତ୍ରର ରସ ମ୍ୟାଲେରିଆ ଏବଂ ଡେଙ୍ଗୁ ରୋଗୀଙ୍କ ପାଇଁ ମଧ୍ୟ ଖୁବ୍ ଉପଯୋଗୀ ।

୪.କ୍ୟାନ୍‌ସର୍‌ ରୋଗୀଙ୍କ ପାଇଁ ଏହି ପତ୍ରର ରସ ବରଦାନ ସଦୃଶ କାମ କରିଥାଏ । ଏଥିରେ କ୍ୟାନସର୍‌ ପ୍ରତିରୋଧ ଗୁଣ ରହିଛି । ଯାହା ଶରୀରରେ ଇମ୍ୟୁନିଟି ଶକ୍ତି ବୃଦ୍ଧିରେ ସାହାଯ୍ୟ କରେ ।

୫. ମହିଳାମାନଙ୍କ ମାସିକ ଧର୍ମରେ ହେଉଥିବା ଯନ୍ତ୍ରଣାରୁ ଉପଶମ ପାଇବାକୁ ହେଲେ ଅମୃତ ଭଣ୍ଡା ପତ୍ରର ରସ ପ୍ରସ୍ତୁତ କରି ପିଅନ୍ତୁ । ଏହାଦ୍ୱାରା  ଆରାମ ଅନୁଭବ ହୋଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story