ଏହି କାରଣରୁ ବ୍ରେକଅପ୍‌ ପରେ ପାର୍ଟନରଙ୍କ ସହ ବନ୍ଧୁତା ରକ୍ଷା କରିବା ଅନୁଚିତ୍‌

ପ୍ରେମରେ ପଡିବା ଏବଂ କିଛି ଦିନ ପରେ ବ୍ରେକଅପ୍ ହେବା ଆଜିକାଲି ଯୁବପୀଢିଙ୍କ ପାଇଁ ଏକ ସାଧାରଣ କଥା ହୋଇଗଲାଣି। କିଛି ଅଛନ୍ତି ବ୍ରେକଅପ୍‌ ପରେ ପାର୍ଟନରଙ୍କ ସହ ସବୁ ସମ୍ପର୍କ ତୁଟାଇ ଦେଉଥିବା ବେଳେ ଆଉ କିଛି ପୂର୍ବ ପାର୍ଟନରଙ୍କ ସହ ବନ୍ଧୁତାକୁ ଭୁଲି ପାରନ୍ତି ନାହିଁ। ତେବେ ଯଦି ଆପଣ ବି ଏମିତି କିଛି କରୁଛନ୍ତି ଏସବୁ ଦ୍ୱାରା କ’ଣ ସବୁ ଲାଭ ଓ କ୍ଷତି ହୋଇଥାଏ ଜାଣି ରଖନ୍ତୁ। ୧-ଯଦି ଆପଣଙ୍କ ମନରେ […]

breakup-1

breakup-1

Rakesh Mallick
  • Published: Sunday, 08 July 2018
  • Updated: 08 July 2018, 01:09 PM IST

Sports

Latest News

ପ୍ରେମରେ ପଡିବା ଏବଂ କିଛି ଦିନ ପରେ ବ୍ରେକଅପ୍ ହେବା ଆଜିକାଲି ଯୁବପୀଢିଙ୍କ ପାଇଁ ଏକ ସାଧାରଣ କଥା ହୋଇଗଲାଣି। କିଛି ଅଛନ୍ତି ବ୍ରେକଅପ୍‌ ପରେ ପାର୍ଟନରଙ୍କ ସହ ସବୁ ସମ୍ପର୍କ ତୁଟାଇ ଦେଉଥିବା ବେଳେ ଆଉ କିଛି ପୂର୍ବ ପାର୍ଟନରଙ୍କ ସହ ବନ୍ଧୁତାକୁ ଭୁଲି ପାରନ୍ତି ନାହିଁ। ତେବେ ଯଦି ଆପଣ ବି ଏମିତି କିଛି କରୁଛନ୍ତି ଏସବୁ ଦ୍ୱାରା କ'ଣ ସବୁ ଲାଭ ଓ କ୍ଷତି ହୋଇଥାଏ ଜାଣି ରଖନ୍ତୁ।

୧-ଯଦି ଆପଣଙ୍କ ମନରେ ଏକ୍ସ ପାର୍ଟନର ପାଇଁ ଭଲ ପାଇବା ରହିଛି ତେବେ ଆପଣ ନିଜକୁ ଟିକେ ସମୟ ଦେଇ ତାଙ୍କଠୁ ଦୂରେଇ ଯିବାକୁ ଚେଷ୍ଟା କରନ୍ତୁ। ଫଳରେ ଆପଣ ଜୀବନରେ ଆଗକୁ ବଢିପାରିବେ।

୨-ଯଦି ବ୍ରେକଅପ୍‌ ପରେ ଆପଣ ପାର୍ଟନର ସହ ବନ୍ଧୁତା ରକ୍ଷା କରିବାକୁ ଚାହୁଁଛନ୍ତି ତେବେ ପ୍ରଥମେ ଚିନ୍ତା କରନ୍ତୁ ଯେ ଆପଣ ତାଙ୍କୁ କେବେ ସନ୍ଦେହ କରିବେନାହିଁ। ସେ କେଉଁଠିକୁ ଯାଉଛନ୍ତି, କାହା ସହ ଯାଉଛନ୍ତି ସେ କ୍ଷେତ୍ରରେ ତାଙ୍କୁ ସ୍ୱାଧୀନତା ଦେବେ। ନହେଲେ ବନ୍ଧୁତା ବିଗିଡ଼ି ଯାଇପାରେ।

୩-ସମ୍ପର୍କ ଭାଙ୍ଗିବା ପରେ ଯଦି ଆପଣ ପାର୍ଟନରଙ୍କ ସହ ବନ୍ଧୁତା ବଜାୟ ରଖିବାକୁ ଚାହୁଁଛନ୍ତି ତେବେ ଏଥିରେ ଏକ ସୀମା ରଖନ୍ତୁ।

୪-ଜଣେ ମଣିଷକୁ ଭଲ ପାଇବା ଏବଂ ତା’ର ସମ୍ମାନ କରିବା କରିବା ଠିକ୍‌। ଆପଣ ମଧ୍ୟ ନିଜ ପାର୍ଟନରଙ୍କ ପ୍ରତି ସେମିତି ଭାବନା ରଖିବା ଉଚିତ। କିନ୍ତୁ ଜଣେ ଭଲ ବନ୍ଧୁ ଭାବେ ଏହା ଅତ୍ୟନ୍ତ ପ୍ରଯୁଜ୍ୟ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story