ଆପଣଙ୍କ ଅଜାଣତରେ ଛୋଟ ଛୁଆ ବ୍ୟବହାର କରୁଛି କି ବିୟୁଟି ପ୍ରଡକ୍ଟ? ବେମାରରେ ପଡିବାର ରହିଛି ଆଶଙ୍କା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):   ପ୍ରାୟତଃ ସମସ୍ତଙ୍କ ଘରେ ଡ୍ରେସିଂ ଟେବୁଲରେ ବିଭିନ୍ନ ବିୟୁଟି ପ୍ରଡକ୍ଟସ୍‌ ଥୁଆ ହୋଇଥାଏ। ହେଲେ ଘରେ ଛୋଟ ଛୁଆ ଥିଲେ ଏହାକୁ ସେମାନଙ୍କଠାରୁ ଦୂରେଇ ରଖନ୍ତୁ। କାରଣ ଆପଣଙ୍କ ଅଜାଣତରେ ଛୋଟ ଛୁଆ ଏହି ସବୁ କେମିକାଲ ସହ ଖେଳିବା ସହ ଏହାକୁ ପାଟିରେ ପଶାଇ ଦିଅନ୍ତି। ଏଥିଯୋଗୁ ସେମାନେ ଅସୁସ୍ଥ ହେବା ସହ ମେଡିକାଲରେ ଭର୍ତ୍ତି ହେବା ପରିସ୍ଥିତି ସୃଷ୍ଟି ହୋଇଥାଏ। ଏକ ନୂଆ ଅଧ୍ୟୟନରୁ ଜଣାଯାଇଛି ଯେ, ନେଲ ପଲିସି, ଶାମ୍ପୁ, […]

kid-4..

kid-4..

Niharika Rout
  • Published: Thursday, 27 June 2019
  • Updated: 27 June 2019, 09:17 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):   ପ୍ରାୟତଃ ସମସ୍ତଙ୍କ ଘରେ ଡ୍ରେସିଂ ଟେବୁଲରେ ବିଭିନ୍ନ ବିୟୁଟି ପ୍ରଡକ୍ଟସ୍‌ ଥୁଆ ହୋଇଥାଏ। ହେଲେ ଘରେ ଛୋଟ ଛୁଆ ଥିଲେ ଏହାକୁ ସେମାନଙ୍କଠାରୁ ଦୂରେଇ ରଖନ୍ତୁ। କାରଣ ଆପଣଙ୍କ ଅଜାଣତରେ ଛୋଟ ଛୁଆ ଏହି ସବୁ କେମିକାଲ ସହ ଖେଳିବା ସହ ଏହାକୁ ପାଟିରେ ପଶାଇ ଦିଅନ୍ତି। ଏଥିଯୋଗୁ ସେମାନେ ଅସୁସ୍ଥ ହେବା ସହ ମେଡିକାଲରେ ଭର୍ତ୍ତି ହେବା ପରିସ୍ଥିତି ସୃଷ୍ଟି ହୋଇଥାଏ।

ଏକ ନୂଆ ଅଧ୍ୟୟନରୁ ଜଣାଯାଇଛି ଯେ, ନେଲ ପଲିସି, ଶାମ୍ପୁ, ବଡି ଲୋଶନ, ହେୟାର ରିମୁଭର ପରି ବିୟୁଟି ପ୍ରଡକ୍ଟସ୍‌ ଛୋଟ ଛୁଆଙ୍କ ଲାଗି କ୍ଷତିକାରକ ହୋଇଥାଏ। ସର୍ଭେରୁ ଜଣାପଡିଛି ଯେ, ଘରେ ଛୋଟ ଛୁଆ ଥିଲେ ସେମାନେ ଲୁଚି ଲୁଚି ମା’ଙ୍କ ବିୟୁଟି ପ୍ରଡକ୍ଟସ୍‌ ବ୍ୟବହାର କରିଥାନ୍ତି। କିନ୍ତୁ ଏହା ସେମାନଙ୍କ ଶରୀର ଲାଗି କେତେ କ୍ଷତିକାର ସାବ୍ୟସ୍ତ ହୋଇପାରେ ଏ ବିଷୟରେ ସେମାନଙ୍କର କିଛି ଜ୍ଞାନ ନ ଥାଏ।

ଆମେରିକାର ଏକ ଚିଲଡ୍ରେନ ହସ୍ପିଟାଲ ପକ୍ଷରୁ ହୋଇଥିବା ସର୍ଭେରେ ଜଣାପଡିଛି ଯେ, ଏପରି ଉତ୍ପାଦ ହେତୁ ପ୍ରତି ବର୍ଷ ୫ ବର୍ଷରୁ କମ  ବୟସର ୪୩୦୦ ରୁ ଅଧିକ ଛୁଆ  ବିଭିନ୍ନ ବେମାରରେ ପଡିଥାନ୍ତି। ତେଣୁ ମହିଳାମାନେ ସେମାନଙ୍କ ପର୍ସନାଲ ବିୟୁଟି ଉତ୍ପାତକୁ ଛୋଟ ଛୁଆଙ୍କଠୁ ଦୂରେଇ ରଖିବାକୁ ଉପଦେଶ ଦିଆଯାଇଛି। ଏଥିରେ ଲଗାଯାଇଥିବା ରଙ୍ଗବେରଙ୍ଗର ଷ୍ଟିକର ଦେଖି ପିଲାମାନେ ଏଥିପ୍ରତି ଆକର୍ଷିତ ହୋଇପଡନ୍ତି। ଏବଂ କେହି ନ ଥିବା ବେଳେ ଏହାକୁ ଖାଇବାକୁ ଚେଷ୍ଟା କରିଥାନ୍ତି।

ବହୁ ସମୟରେ ଛୁଆମାନେ ନେଲ ପଲିସି ରିମୁଭରକୁ ଜୁସ୍‌ ଭାବିଥିବା ବେଳେ ଲୋସନକୁ ଦହି ଭାବି ଦେଇଥାନ୍ତି। ଏଥିଯୋଗୁ ବହୁ ସମସ୍ୟା ଦେଖାଦେଇଥାଏ। ତେଣୁ କରି ଏପରି ଜିନିଷକୁ ଛୋଟ ଛୁଆଙ୍କଠାରୁ ଦୂରେଇ ରଖନ୍ତୁ।

କ୍ଲିନିକାଲ ପେଡିଆଟ୍ରିକ୍ସରେ ପ୍ରକାଶିତ ଅଧ୍ୟୟନ ଅନୁସାରେ ଛୋଟ ଛୁଆଙ୍କ ଲାଗି ହେୟାର ପ୍ରଡକ୍ଟସ୍‌ ବହୁତ ଅଧିକ କ୍ଷତିକାରକ ହୋଇଥାଏ। ୨୦୦୨ ମସିହାରୁ ୨୦୧୬ ମସିହା ପର୍ଯ୍ୟନ୍ତ ବିୟୁଟି ପ୍ରଡକ୍ଟସ୍‌ର ବ୍ୟବହାର କରି ବହୁ ଛୋଟ ଛୁଆ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେମାନଙ୍କ ମଧ୍ୟରୁ ୫୨ ପ୍ରତିଶତ ହେୟାର ପ୍ରଡକ୍ଟସ୍‌ ବ୍ୟବହାର କରି ଅସୁସ୍ଥ ହୋଇପଡିଥିବା ଜଣାପଡିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story