ଘରେ ତିଆରି କରନ୍ତୁ ସ୍ୱାଦିଷ୍ଟ ମାଂସ ବରା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ମଟନ୍‌ ବା ଛେଳି ମାଂସକୁ ନେଇ ବହୁ ଟେଷ୍ଟି ଡିସ୍‌ ରେଷ୍ଟୁରାଣ୍ଟ୍‌ରେ ମିଳିଥାଏ। ତେବେ ମାଂସ ବରା ଭଳି ଏକ ସ୍ୱାଦିଷ୍ଟ ଡିସ୍‌ ଆପଣ କିପରି ଘରେ ପ୍ରସ୍ତୁତ କରିବେ, ସେ ସମ୍ପର୍କରେ ଆଜି ଆମେ ଆପଣଙ୍କୁ କହିବୁ। ଆବଶ୍ୟକ ସାମଗ୍ରୀ: ମାଂସ କିମା, ଅଦା, ରସୁଣ, ବ୍ରେଡ୍, କଞ୍ଚାଲଙ୍କା, ପିଆଜ, ଡାଲ୍‌ଚିନି, ଲବଙ୍ଗ, ଅଳେଇଚ, ତେଲ, ଲୁଣ ଓ ହଳଦୀ। ପ୍ରସ୍ତୁତ୍ ପ୍ରଣାଳୀ: ପ୍ରଥମେ ମାଂସ କିମାରେ ଲୁଣ ଓ ହଳଦୀ ଗୋଳାଇ ଏହାକୁ ସିଝାଇ […]

bara

bara

Chinmayee Roy
  • Published: Friday, 12 October 2018
  • Updated: 12 October 2018, 07:57 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ମଟନ୍‌ ବା ଛେଳି ମାଂସକୁ ନେଇ ବହୁ ଟେଷ୍ଟି ଡିସ୍‌ ରେଷ୍ଟୁରାଣ୍ଟ୍‌ରେ ମିଳିଥାଏ। ତେବେ ମାଂସ ବରା ଭଳି ଏକ ସ୍ୱାଦିଷ୍ଟ ଡିସ୍‌ ଆପଣ କିପରି ଘରେ ପ୍ରସ୍ତୁତ କରିବେ, ସେ ସମ୍ପର୍କରେ ଆଜି ଆମେ ଆପଣଙ୍କୁ କହିବୁ।

ଆବଶ୍ୟକ ସାମଗ୍ରୀ: ମାଂସ କିମା, ଅଦା, ରସୁଣ, ବ୍ରେଡ୍, କଞ୍ଚାଲଙ୍କା, ପିଆଜ, ଡାଲ୍‌ଚିନି, ଲବଙ୍ଗ, ଅଳେଇଚ, ତେଲ, ଲୁଣ ଓ ହଳଦୀ।

ପ୍ରସ୍ତୁତ୍ ପ୍ରଣାଳୀ: ପ୍ରଥମେ ମାଂସ କିମାରେ ଲୁଣ ଓ ହଳଦୀ ଗୋଳାଇ ଏହାକୁ ସିଝାଇ ଦିଅନ୍ତୁ। ମାଂସ ସିଝିଗଲେ ଏଥିରେ ଡାଲ୍‌ଚିନି, ଲବଙ୍ଗ ଓ ଅଳେଇଚକୁ ବାଟି ପକାନ୍ତୁ। ବର୍ତ୍ତମାନ ଏଥିରେ ପିଆଜ, ରସୁଣ ଅଦା ଓ କଞ୍ଚାଲଙ୍କା ବାଟି ମିଶାନ୍ତୁ।

ବ୍ରେଡ୍‌କୁ ପାଣିରେ କିଛି ସମୟ ଭିଜାଇ ରଖନ୍ତୁ। ଏହାପରେ ମାଂସରେ ଭିଜା ବ୍ରେଡ୍ ଭଲ ଭାବରେ ଚକଟି ଦିଅନ୍ତୁ।

ଏବେ ଏକ କଡ଼େଇରେ ତେଲ ଗରମ କରି ଏହି ମିଶ୍ରଣକୁ ଛୋଟ ଛୋଟ ବରା ଆକାରରେ ସୁନେଲି ରଙ୍ଗ ହେବା ଯାଏ ଛାଣନ୍ତୁ। ପ୍ରସ୍ତୁତ ହୋଇଗଲା ଗରମା ଗରମ ମାଂସ ବରା। ଏହାକୁ ସସ୍‌ କିମ୍ବା ଚଟଣୀ ସହ ପରଷନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story