କଇଁଛ ଆକୃତିର ମୁଦି ପିନ୍ଧନ୍ତୁ, ବଦଳି ଯାଇପାରେ ଭାଗ୍ୟ

ଭଗବାନ ବିଷ୍ଣୁ କଇଁଛ ଅବତାର ଗ୍ରହଣ କରିଥିବାରୁ ହିନ୍ଦୁ ଧର୍ମରେ କଇଁଛକୁ ଶୁଭ ବୋଲି ବିବେଚନା କରାଯାଏ। ସକାରାତ୍ମକ ପ୍ରଭାବ ଓ ଆତ୍ମବିଶ୍ୱାସ ବୃଦ୍ଧି ପାଇଁ କଇଁଛ ଆକୃତିର ମୁଦି ପିନ୍ଧିବାକୁ ଜ୍ୟୋତିଷମାନେ ପରାମର୍ଶ ଦେଇଥାନ୍ତି। ଏହି ମୁଦିକୁ ଘରେ ରଖିବା ଦ୍ୱାରା ମଧ୍ୟ ଆର୍ଥିକ ଅଭିବୃଦ୍ଧି ହେବା ସହ ସକାରତ୍ମକ ଶକ୍ତି ଘରେ ପ୍ରବେଶ କରିଥାଏ ବୋଲି କୁହାଯାଏ। ତେବେ ଏହି ମୁଦି ପିନ୍ଧିବା ସମୟରେ କିଛି କଥା ଉପରେ ଧ୍ୟାନ ଦେବାକୁ ପଡ଼େ। ଆସନ୍ତୁ […]

ring2

ring2

Rakesh Mallick
  • Published: Saturday, 11 November 2017
  • Updated: 11 November 2017, 12:43 PM IST

Sports

Latest News

ଭଗବାନ ବିଷ୍ଣୁ କଇଁଛ ଅବତାର ଗ୍ରହଣ କରିଥିବାରୁ ହିନ୍ଦୁ ଧର୍ମରେ କଇଁଛକୁ ଶୁଭ ବୋଲି ବିବେଚନା କରାଯାଏ। ସକାରାତ୍ମକ ପ୍ରଭାବ ଓ ଆତ୍ମବିଶ୍ୱାସ ବୃଦ୍ଧି ପାଇଁ କଇଁଛ ଆକୃତିର ମୁଦି ପିନ୍ଧିବାକୁ ଜ୍ୟୋତିଷମାନେ ପରାମର୍ଶ ଦେଇଥାନ୍ତି। ଏହି ମୁଦିକୁ ଘରେ ରଖିବା ଦ୍ୱାରା ମଧ୍ୟ ଆର୍ଥିକ ଅଭିବୃଦ୍ଧି ହେବା ସହ ସକାରତ୍ମକ ଶକ୍ତି ଘରେ ପ୍ରବେଶ କରିଥାଏ ବୋଲି କୁହାଯାଏ। ତେବେ ଏହି ମୁଦି ପିନ୍ଧିବା ସମୟରେ କିଛି କଥା ଉପରେ ଧ୍ୟାନ ଦେବାକୁ ପଡ଼େ। ଆସନ୍ତୁ ଜାଣିବା ସେଗୁଡ଼ିକ ସଂପର୍କରେ

୧. ଏହି ମୁଦି ପିନ୍ଧିବା ସମୟରେ ଧ୍ୟାନ ଦେବେ ଯେପରି କଇଁଛର ମୁଣ୍ଡ ଭାଗ ଆପଣଙ୍କ ଆଡ଼କୁ ରହିବ।

୨.କଇଁଛ ଆକୃତିର ମୁଦିକୁ ଆପଣ ନିଜ ବଜେଟ ଅନୁସାରେ ଗଢ଼ାଇ ପାରିବେ।  ଆପଣ ଏହାକୁ  ରୁପା ଓ ସୁନା ଧାତୁରେ ମଧ୍ୟ ଗଢାଇ ପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story