ଘରେ କେବେ ପ୍ରସ୍ତୁତ କରି ଖାଇଛନ୍ତି ‘ଅବାଟୁଲୁ’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ଅବାଟୁଲୁ’। ଏହି ନାଁ ଶୁଣିଲେ ଯେ କେହି ବି ପଚାରିବ ଏହା କ’ଣ। ପ୍ରକୃତରେ ଖୁବ୍‌ କମ୍‌ ଲୋକ ହିଁ ଜାଣିଥିବେ ଏହା ଏକ ଓଡ଼ିଆ ଘର ପିଠାର ନାଁ। ଖାଇବାକୁ ବି ବେଶ୍‌ ସ୍ୱାଦିଷ୍ଟ। ଖୁବ ନରମ, ମିଠା, ଲୁଣି। ସବୁ ପ୍ରକାର ସ୍ୱାଦ ପାଇପାରିବେ ଆପଣ ଏହାକୁ ଖାଇଲେ।  ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳୀ। ଆବଶ୍ୟକ ସାମଗ୍ରୀ:  ବୁଟ ଡାଲି , ଚିନି, ମଇଦା, ତେଲ। ପ୍ରସ୍ତୁତି ପ୍ରଣାଳି:  […]

abatulu-1..

abatulu-1..

Niharika Rout
  • Published: Monday, 27 May 2019
  • Updated: 27 May 2019, 02:09 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ଅବାଟୁଲୁ’। ଏହି ନାଁ ଶୁଣିଲେ ଯେ କେହି ବି ପଚାରିବ ଏହା କ’ଣ। ପ୍ରକୃତରେ ଖୁବ୍‌ କମ୍‌ ଲୋକ ହିଁ ଜାଣିଥିବେ ଏହା ଏକ ଓଡ଼ିଆ ଘର ପିଠାର ନାଁ। ଖାଇବାକୁ ବି ବେଶ୍‌ ସ୍ୱାଦିଷ୍ଟ। ଖୁବ ନରମ, ମିଠା, ଲୁଣି। ସବୁ ପ୍ରକାର ସ୍ୱାଦ ପାଇପାରିବେ ଆପଣ ଏହାକୁ ଖାଇଲେ।  ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳୀ।

ଆବଶ୍ୟକ ସାମଗ୍ରୀ:  ବୁଟ ଡାଲି , ଚିନି, ମଇଦା, ତେଲ।

ପ୍ରସ୍ତୁତି ପ୍ରଣାଳି:  ବୁଟ ଡାଲିକୁ ପ୍ରଥମେ ସିଝାଇ ତାହାକୁ ଚିନି ପକାଇ ଚକିଟି ଦିଅନ୍ତୁ। ଏହାପରେ ମଇଦା ଗୋଟେ ବାଉଲ ନିଅନ୍ତୁ। କିଛି  ରିଫାଇନ ଓ ଲୁଣ ପକାଇ ତାହାକୁ ଚକଟନ୍ତୁ।  ଏହାପରେ କିଛି କ୍ଷୀର ମିଶାଇ ତାହାକୁ ଅଟା ପରି ଚକଟି ଦିଅନ୍ତୁ।  କିଛି ସମୟ ପରେ ମଇଦା ଚକଟାକୁ ଗୁଳା ଭଳି କରି ଏକ କଦଳି ପତ୍ରରେ ରଖନ୍ତୁ। ଏହାକୁ ପିଠା ଆକାରର କରି ତାହା ମଧ୍ୟରେ ବୁଟ ଡାଲି ପୁର ଦିଅନ୍ତୁ। ଏହାକୁ ଚାରି ପଟୁ ବନ୍ଦ କରି ଦିଅନ୍ତୁ।

ଗ୍ୟାସରେ ଏକ ପ୍ୟାନ ବସାଇ ସେଥିରେ ପିଠା ସେକିବା ଲାଗି ତେଲ ପକାନ୍ତୁ। ଏହା ତାତିବା ପରେ ଗଢିଥିବା ପିଠାକୁ ଆସ୍ତେ ପ୍ୟାନରେ ପକାଇ ଦିଅନ୍ତୁ । ଗ୍ୟାସ୍‌ ସିମ୍‌ରେ ରଖିବେ। ଗୋଟିଏ ପଟ ହୋଇଗଲେ ତାହାକୁ ଓଲଟାଇ ଦିଅନ୍ତୁ। ଉଭୟ ସାଇଡ ଗୋଲଡେନ ବ୍ରାଉନ ହୋଇଗଲେ ପ୍ରସ୍ତୁତ ହୋଇଯିବ ପିଠା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story