ଘରେ ହିଁ ପ୍ରସ୍ତୁତ କରନ୍ତୁ ବ୍ରେଡ୍‌ ପୁଡିଙ୍ଗ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):   ଅଧିକାଂଶ ସମୟରେ ଫ୍ରିଜ୍‌ରେ ବ୍ରେଡ ଥିବା ବେଳେ ଏହାକୁ ଖାଇବାକୁ ଇଚ୍ଛା ହୋଇ ନ ଥାଏ। ଫଳରେ ଏହା ଅଧିକ ଦିନ ରହି ଫୋପଡା ହୋଇଥାଏ। ଆଜି ଆମେ ଆପଣଙ୍କୁ ବ୍ରେଡରେ ପ୍ରସ୍ତୁତ ଏପରି ଏକ ସୁଇଟ୍‌ ଡିସ୍‌ କହିବୁ, ଯାହାକି ଘରେ ଅଳ୍ପ ପରିଶ୍ରମରେ ପ୍ରସ୍ତୁତ ହୋଇଯିବ। ଆଉ ଖାଇବାକୁ ବି ଭାରି ସ୍ୱାଦିଷ୍ଟ। ଆବଶ୍ୟକ ଉପକରଣ: ବ୍ରେଡ- ୬ ଖଣ୍ଡ, କ୍ଷୀର-୨ ଗିନା, ସ୍ୱାଦ ଅନୁସାରେ ଚିନି, ୨ ଚାମଚ […]

bread-pudding..

bread-pudding..

Niharika Rout
  • Published: Thursday, 11 July 2019
  • Updated: 11 July 2019, 04:40 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):   ଅଧିକାଂଶ ସମୟରେ ଫ୍ରିଜ୍‌ରେ ବ୍ରେଡ ଥିବା ବେଳେ ଏହାକୁ ଖାଇବାକୁ ଇଚ୍ଛା ହୋଇ ନ ଥାଏ। ଫଳରେ ଏହା ଅଧିକ ଦିନ ରହି ଫୋପଡା ହୋଇଥାଏ। ଆଜି ଆମେ ଆପଣଙ୍କୁ ବ୍ରେଡରେ ପ୍ରସ୍ତୁତ ଏପରି ଏକ ସୁଇଟ୍‌ ଡିସ୍‌ କହିବୁ, ଯାହାକି ଘରେ ଅଳ୍ପ ପରିଶ୍ରମରେ ପ୍ରସ୍ତୁତ ହୋଇଯିବ। ଆଉ ଖାଇବାକୁ ବି ଭାରି ସ୍ୱାଦିଷ୍ଟ।

ଆବଶ୍ୟକ ଉପକରଣ: ବ୍ରେଡ- ୬ ଖଣ୍ଡ, କ୍ଷୀର-୨ ଗିନା, ସ୍ୱାଦ ଅନୁସାରେ ଚିନି, ୨ ଚାମଚ କଷ୍ଟାର୍ଡ ପାଉଡର  , ଦେଶୀ ଘିଅ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଗ୍ୟାସ୍‌ରେ ଏକ ପ୍ୟାନ୍‌ ବସାଇ ଗରମ କରନ୍ତୁ। ଏଥିରେ ୧/୪ କପ୍‌ ଚିନି ପକାଇ ମେଲ୍ଟ ହେବାକୁ ଛାଡି ଦିଅନ୍ତୁ । ଏକ ଚାମଚ ସାହାଯ୍ୟରେ ଏହାକୁ ଭଲ ଭାବେ ଘାଣ୍ଟି ଦିଅନ୍ତୁ।  ଚିନି ବ୍ରାଉନ କଲର ହେବା ପରେ ଗ୍ୟାସ୍‌ ବନ୍ଦ କରି ଦିଅନ୍ତୁ।  ଏକ କେକଟିନ୍‌ ନେଇ ସେଥିରେ ଚିନି ସିରାକୁ ଢାଲି ଦିଅନ୍ତୁ।

ଏହାପରେ ଗୋଟିଏ ଗିନାରେ ୨ ଚାମଚ କଷ୍ଟାର୍ଡ ପାଉଡର ରଖନ୍ତୁ। ଏଥିରେ କିଛି ନର୍ମାଲ ପାଣି ପକାଇ ଭଲ ଭାବେ ଫେଣ୍ଟି ଏକ ଘୋଳ ପ୍ରସ୍ତୁତ କରି ଦିଅନ୍ତୁ।

ଏହାପରେ ୬ ପିସ୍‌ ଧଳା ବ୍ରେଡ ନିଅନ୍ତୁ। ଏହାର ବ୍ରାଉନ୍‌ ସାଇଡ କାଟି ବାହାର କରି ଦିଅନ୍ତୁ।  ଏହାକୁ କାଟି ଛୋଟଛୋଟ ଖଣ୍ଡ କରି ମିକ୍ସଚରରେ ପାଉଡର ପ୍ରସ୍ତୁତ କରି ନିଅନ୍ତୁ।

ଏବେ ଗ୍ୟାସ୍‌ରେ ଏକ କଢେଇ ବସାଇ ସେଥିରେ୨ କପ୍‌ କ୍ଷୀର ଫୁଟାନ୍ତୁ।  ସ୍ୱାଦ ଅନୁସାରେ ଚିନି ପକାନ୍ତୁ। ଏହାପରେ କଷ୍ଟାର୍ଡ ପାଉଡର ଘୋଳକୁ ସେଥିରେ ପକାଇ ଆସ୍ତେଆସ୍ତେ ଘାଣ୍ଟନ୍ତୁ। କିଛି ସମୟ ପରେ ବ୍ରେଡ ପାଉଡ଼ର କିଛି କିଛି ପକାଇ ଘାଣ୍ଟନ୍ତୁ। ଏହା ଉପରେ ଏକ ଚାମଚ ଦେଶୀ ଘିଅ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ବହଳିଆ ହୋଇଗଲେ କେକ୍‌ଟିନ୍‌ରେ ଏହି ମିଶ୍ରଣ ଢାଳି ସାଇଜ୍‌ କରି ଦିଅନ୍ତୁ।

ଏହାପରେ କଢେଇରେ କିଛି ପାଣି  ଗରମ କରନ୍ତୁ। ସେଥିରେ ଗୋଟିଏ କେକ୍‌ ଷ୍ଟାଣ୍ଡ ରଖନ୍ତୁ।  ଏହା ଉପରେ ଉକ୍ତ କେକ୍‌ଟିନ୍‌କୁ ରଖନ୍ତୁ। ଏହାକୁ  ଘୋଡାଇ ଦିଅନ୍ତୁ। ପ୍ରାୟ ୪୦ ମିନିଟ୍‌ ପରେ ଘୋଡଣି ବାହାର କରି ଚେକ୍‌ କରନ୍ତୁ । ଯଦି ସିଝି ଯାଇଥିବ ତାହାକୁ ବାହାର କରି ଦିଅନ୍ତୁ। ଥଣ୍ଡା ହେବା ପରେ ଏହାକୁ ୩ ଘଣ୍ଟା ଲାଗି ଫ୍ରିଜ୍‌ରେ ରଖି ଦିଅନ୍ତୁ। ଏହାପରେ ବାହାର କରି ଛୋଟ ଛୋଟ ଖଣ୍ଡ କରି କାଟି ସର୍ଭ କରନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story