ଆବଶ୍ୟକ ସାମଗ୍ରୀ: ଘିଅ, ଖୁଆ, ମିଲ୍କ ଚକୋଲେଟ୍, ରୋଷ୍ଟେଡ୍ ଆଲମଣ୍ଡ, ଅଖରୋଟ୍, ଚିନି ପାଉଡର, ବ୍ରେଡ୍ କ୍ରମ୍ବସ୍, କୋକୋନଟ୍ ପାଉଡର, କଟା ସପୁରୀ, ରୋଷ୍ଟେଡ୍ କାଜୁ, ଅଳେଇଚ ଗୁଣ୍ଡ, ପିସ୍ତା ବାଦାମ, ଗୋଲାପ ଜଳ ଓ କେୱରା ଏସେନ୍ସ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ ପାତ୍ରରେ ଘିଅ, ବ୍ରେଡ୍ କ୍ରମ୍ବସ୍, କୋକୋନଟ୍ ପାଉଡର ଓ ମିଲ୍କ ଚକୋଲେଟ୍କୁ ଏକ ପାତ୍ରରେ ଭଲ ଭାବେ ମିଶାନ୍ତୁ। ଏଥିରେ ସପୁରୀ, ବାଦାମ, ଅଖରୋଟ୍, ପିସ୍ତା ଓ କାଜୁ ପକାନ୍ତୁ। ଏବେ ଏଥିରେ ଚିନି ପାଉଡର, ଅଳେଇଚ ଗୁଣ୍ଡ, ଗୋଲାପ ଜଳ ଓ କେୱରା ଏସେନ୍ସ ମିଶାନ୍ତୁ। ଏହି ମିଶ୍ରଣକୁ ବେକିଂ ଟ୍ରେରେ ରଖି ଓଭାନରେ ୧୫ ମିନିଟ୍ ଯାଏ ରଖନ୍ତୁ। ପରେ ଏହାକୁ ବାହାର କରି ଟାଣ ହେବାକୁ ଖୋଲା ଛାଡ଼ି ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଚକୋଲେଟ୍ ଡ୍ରାଏଫ୍ରୁଟ୍ ବର୍ଫି। ଏହାକୁ ମନ ପସନ୍ଦର ଆକାରରେ କାଟି ଉପରେ ଡ୍ରାଏଫ୍ରୁଟ୍ସ ସଜାଇ ସର୍ଭ କରନ୍ତୁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ରାଜ୍ୟରେ HMPV ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି
ଭାରତ ସରକାରଙ୍କ ଯାହା ଗାଇଡଲାଇନ୍ ଆସିବ ପାଳନ ହେବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ।
Lifestyle
ଶୀତଦିନେ ନଗାଧୋଇଲେ ବଢ଼େ ଆୟୁଷ! ଜାଣନ୍ତୁ କ'ଣ କହୁଛନ୍ତି ବିଶେଷଜ୍ଞ
ଡକ୍ଟର ରେବେକ୍କା ପିଣ୍ଟୋ ନଗାଧୋଇବାର ଲାଭ ବିଷୟରେ କରିଥିବା ଦାବିକୁ ନେଇ କୌଣସି ଗବେଷଣାତ୍ମକ ପ୍ରମାଣ ଶେୟାର କରିନାହାନ୍ତି।
Food
ବଡ଼ ଦିନରେ ଘରେ ପ୍ରସ୍ତୁତ କରନ୍ତୁ ଚିକେନର ଏହି ସୁନ୍ଦର ରେସିପି
ଏହାକୁ ଗରମାଗରମ ରୁଟି, ନାନ କିମ୍ବା ଭାତ ସହ ଖାଇପାରିବେ।
Health
ଭଲ ହୋଇଯିବ ଓଠ ଫଟା; ଆପଣାନ୍ତୁ ଏହି ଘରୋଇ ଉପଚାର
ଲିପବାମ୍ ବ୍ୟବହାର କରିବା ପରିବର୍ତ୍ତେ ଘରୋଇ ଉପଚାର ମାଧ୍ୟମରେ ଆମେ ଓଠ ଫାଟିବାରୁ ମୁକ୍ତି ପାଇ ପାରିବା।
Health
ଭୁବନେଶ୍ୱର AIIMSରେ ୩ ମାସରେ ୩୧ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ
ଭାରତରେ ଏଚଆଇଭି ସର୍ଭିଲାନ୍ସ ପାଇଁ ଥିବା ୮ଟି ଆଞ୍ଚଳିକ ପ୍ରତିଷ୍ଠାନ ମଧ୍ୟରୁ ଭୁବନେଶ୍ୱର ଏମ୍ସ ଅନ୍ୟତମ।