ଆସନ୍ତୁ ଜାଣିବା କେମିତି ତିଆରି ହୁଏ ‘ଓଟ୍‌ସ କଟ୍‌ଲେଟ୍‌’

ଆବଶ୍ୟକ ସାମଗ୍ରୀ: ରୋଷ୍ଟେଡ୍‌ ଓଟ୍‌ସ, ତେଲ, ପନିର, ଲୁଣ,  ଗ୍ରେଟେଡ୍‌ ଗାଜର, ଗରମ ମସଲା, ସିଝା ଆଳୁ, ଲଙ୍କା ଗୁଣ୍ଡ, ୧ ବଟା ଅଦା, କଞ୍ଚାଲଙ୍କା ବଟା। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ସିଝା ଆଳୁରୁ ଚୋପା ଛଡ଼ାଇ ଚକଟି ଦିଅନ୍ତୁ। ଏକ ବଡ଼ ପାତ୍ରରେ ଓଟ୍‌ସ, ଚକଟା ହୋଇଥିବା ଆଳୁ, ବଟା ଅଦା, ବଟା କଞ୍ଚାଲଙ୍କା, ଗାଜର, ଲୁଣ, ଲଙ୍କାଗୁଣ୍ଡ ଏବଂ ଗରମ ମସଲା ଗୁଣ୍ଡ ପକାଇ ଭଲ ଭାବେ ମିଶାନ୍ତୁ। ପନିରକୁ ମଧ୍ୟ ଗ୍ରେଟେଡ୍‌ କରି […]

coats-cuttlet

coats-cuttlet

Chinmayee Roy
  • Published: Friday, 28 June 2019
  • Updated: 28 June 2019, 02:43 PM IST

ଆବଶ୍ୟକ ସାମଗ୍ରୀ:
ରୋଷ୍ଟେଡ୍‌ ଓଟ୍‌ସ, ତେଲ, ପନିର, ଲୁଣ,  ଗ୍ରେଟେଡ୍‌ ଗାଜର, ଗରମ ମସଲା, ସିଝା ଆଳୁ, ଲଙ୍କା ଗୁଣ୍ଡ, ୧ ବଟା ଅଦା, କଞ୍ଚାଲଙ୍କା ବଟା।

ପ୍ରସ୍ତୁତି ପ୍ରଣାଳୀ:
ପ୍ରଥମେ ସିଝା ଆଳୁରୁ ଚୋପା ଛଡ଼ାଇ ଚକଟି ଦିଅନ୍ତୁ। ଏକ ବଡ଼ ପାତ୍ରରେ ଓଟ୍‌ସ, ଚକଟା ହୋଇଥିବା ଆଳୁ, ବଟା ଅଦା, ବଟା କଞ୍ଚାଲଙ୍କା, ଗାଜର, ଲୁଣ, ଲଙ୍କାଗୁଣ୍ଡ ଏବଂ ଗରମ ମସଲା ଗୁଣ୍ଡ ପକାଇ ଭଲ ଭାବେ ମିଶାନ୍ତୁ। ପନିରକୁ ମଧ୍ୟ ଗ୍ରେଟେଡ୍‌ କରି ଏହି ମିଶ୍ରଣରେ ପକାଇ ଚକଟନ୍ତୁ। ଏବେ ଏହି ମିଶ୍ରଣକୁ ଛୋଟ ଛୋଟ କରି ହାତରେ ନେଇ କଟ୍‌ଲେଟ୍‌ ଆକାର ଦିଅନ୍ତୁ।

ବର୍ତ୍ତମାନ ଏକ କଡ଼େଇରେ ତେଲ ଗରମ କରି କଟ୍‌ଲେଟ୍‌କୁ ଛାଣନ୍ତୁ। ଏହାର ରଙ୍ଗ ଗୋଲ୍ଡେନ୍‌ ବ୍ରାଉନ ହେବା ପରେ ଏହାକୁ କାଢ଼ିଦିଅନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ଗରମା ଗରମ ‘ଓଟ୍‌ସ କଟ୍‌ଲେଟ୍‌’। ଏହାକୁ ଚଟଣି କିମ୍ବା ଟମାଟୋ ସସ୍‌ ସହିତ ପରଷନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story