ଆବଶ୍ୟକ ସାମଗ୍ରୀ:
ରୋଷ୍ଟେଡ୍ ଓଟ୍ସ, ତେଲ, ପନିର, ଲୁଣ, ଗ୍ରେଟେଡ୍ ଗାଜର, ଗରମ ମସଲା, ସିଝା ଆଳୁ, ଲଙ୍କା ଗୁଣ୍ଡ, ୧ ବଟା ଅଦା, କଞ୍ଚାଲଙ୍କା ବଟା।
ପ୍ରସ୍ତୁତି ପ୍ରଣାଳୀ:
ପ୍ରଥମେ ସିଝା ଆଳୁରୁ ଚୋପା ଛଡ଼ାଇ ଚକଟି ଦିଅନ୍ତୁ। ଏକ ବଡ଼ ପାତ୍ରରେ ଓଟ୍ସ, ଚକଟା ହୋଇଥିବା ଆଳୁ, ବଟା ଅଦା, ବଟା କଞ୍ଚାଲଙ୍କା, ଗାଜର, ଲୁଣ, ଲଙ୍କାଗୁଣ୍ଡ ଏବଂ ଗରମ ମସଲା ଗୁଣ୍ଡ ପକାଇ ଭଲ ଭାବେ ମିଶାନ୍ତୁ। ପନିରକୁ ମଧ୍ୟ ଗ୍ରେଟେଡ୍ କରି ଏହି ମିଶ୍ରଣରେ ପକାଇ ଚକଟନ୍ତୁ। ଏବେ ଏହି ମିଶ୍ରଣକୁ ଛୋଟ ଛୋଟ କରି ହାତରେ ନେଇ କଟ୍ଲେଟ୍ ଆକାର ଦିଅନ୍ତୁ।
ବର୍ତ୍ତମାନ ଏକ କଡ଼େଇରେ ତେଲ ଗରମ କରି କଟ୍ଲେଟ୍କୁ ଛାଣନ୍ତୁ। ଏହାର ରଙ୍ଗ ଗୋଲ୍ଡେନ୍ ବ୍ରାଉନ ହେବା ପରେ ଏହାକୁ କାଢ଼ିଦିଅନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ଗରମା ଗରମ ‘ଓଟ୍ସ କଟ୍ଲେଟ୍’। ଏହାକୁ ଚଟଣି କିମ୍ବା ଟମାଟୋ ସସ୍ ସହିତ ପରଷନ୍ତୁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ରାଜ୍ୟରେ HMPV ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି
ଭାରତ ସରକାରଙ୍କ ଯାହା ଗାଇଡଲାଇନ୍ ଆସିବ ପାଳନ ହେବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ।
Lifestyle
ଶୀତଦିନେ ନଗାଧୋଇଲେ ବଢ଼େ ଆୟୁଷ! ଜାଣନ୍ତୁ କ'ଣ କହୁଛନ୍ତି ବିଶେଷଜ୍ଞ
ଡକ୍ଟର ରେବେକ୍କା ପିଣ୍ଟୋ ନଗାଧୋଇବାର ଲାଭ ବିଷୟରେ କରିଥିବା ଦାବିକୁ ନେଇ କୌଣସି ଗବେଷଣାତ୍ମକ ପ୍ରମାଣ ଶେୟାର କରିନାହାନ୍ତି।
Food
ବଡ଼ ଦିନରେ ଘରେ ପ୍ରସ୍ତୁତ କରନ୍ତୁ ଚିକେନର ଏହି ସୁନ୍ଦର ରେସିପି
ଏହାକୁ ଗରମାଗରମ ରୁଟି, ନାନ କିମ୍ବା ଭାତ ସହ ଖାଇପାରିବେ।
Health
ଭଲ ହୋଇଯିବ ଓଠ ଫଟା; ଆପଣାନ୍ତୁ ଏହି ଘରୋଇ ଉପଚାର
ଲିପବାମ୍ ବ୍ୟବହାର କରିବା ପରିବର୍ତ୍ତେ ଘରୋଇ ଉପଚାର ମାଧ୍ୟମରେ ଆମେ ଓଠ ଫାଟିବାରୁ ମୁକ୍ତି ପାଇ ପାରିବା।
Health
ଭୁବନେଶ୍ୱର AIIMSରେ ୩ ମାସରେ ୩୧ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ
ଭାରତରେ ଏଚଆଇଭି ସର୍ଭିଲାନ୍ସ ପାଇଁ ଥିବା ୮ଟି ଆଞ୍ଚଳିକ ପ୍ରତିଷ୍ଠାନ ମଧ୍ୟରୁ ଭୁବନେଶ୍ୱର ଏମ୍ସ ଅନ୍ୟତମ।