ଆବଶ୍ୟକ ସାମଗ୍ରୀ: ବାଦାମ, ଏଗ୍ ହ୍ୱାଇଟ୍, ଭୃସଙ୍ଗ ପତ୍ର, ଲୁଣ, ଚିନି, ଲଙ୍କା ଗୁଣ୍ଡ ଓ ବଟର୍।
ଆବଶ୍ୟକ ସାମଗ୍ରୀ: ବାଦାମ, ଏଗ୍ ହ୍ୱାଇଟ୍, ଭୃସଙ୍ଗ ପତ୍ର, ଲୁଣ, ଚିନି, ଲଙ୍କା ଗୁଣ୍ଡ ଓ ବଟର୍। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ମାଇକ୍ରୋୱେଭ୍ରେ ଭୃସଙ୍ଗ ପତ୍ରକୁ କମ୍ ତାପମାତ୍ରାରେ ଡ୍ରାଏ କରି ଦିଅନ୍ତୁ। ଏହା ଶୁଖିଗଲା ପରେ ଏହାକୁ ଗୁଣ୍ଡ କରି ଏକ ପାତ୍ରରେ ରଖନ୍ତୁ। ଏବେ ଏଥିରେ ଲୁଣ, ଚିନି, ଲଙ୍କା ଗୁଣ୍ଡ ପକାଇ ଭଲ ଭାବେ ମିଶାନ୍ତୁ। ବର୍ତ୍ତମାନ ଏହି ମିଶ୍ରଣରେ ଏଗ୍ ହ୍ୱାଇଟ୍ ପକାଇ ଭଲ ଭାବେ ମିଶାନ୍ତୁ। ଏବେ ଏହି ମିଶ୍ରଣରେ […]
sweet-chilly-badam
ଆବଶ୍ୟକ ସାମଗ୍ରୀ: ବାଦାମ, ଏଗ୍ ହ୍ୱାଇଟ୍, ଭୃସଙ୍ଗ ପତ୍ର, ଲୁଣ, ଚିନି, ଲଙ୍କା ଗୁଣ୍ଡ ଓ ବଟର୍।