ପାଦରୁ ବାହାରୁଛି ଝାଳ,  କିପରି ପାଇବେ ମୁକ୍ତି ଜାଣନ୍ତୁ...

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର):   ଖରା ଦିନ ଆରମ୍ଭ ହେବା ମାତ୍ରେ ଶରୀରରୁ ଝାଳ ବୋହିବା ଆରମ୍ଭ ହୋଇଯାଏ। ଏହା ସାଧାରଣ ଘଟଣା । ହେଲେ ଅଧିକାଂଶ କ୍ଷେତ୍ରରେ ପାଦରୁ ମଧ୍ୟ ଝାଳ ବୋହିଥାଏ। ଅଧିକ ଝାଳେଇବା ଦ୍ୱାରା ପାଦରୁ ଦୁର୍ଗନ୍ଧ ବାହାରିବା ସହ ସଂକ୍ରମଣ ଆଶଙ୍କା ମଧ୍ୟ ବଢିଯାଏ। ଯଦି ଆପଣଙ୍କ ପାଦ ତଳିପା ମଧ୍ୟ ଝାଳଉଛି, ତେବେ ଆପଣ ଏହି ଟିପ୍ସ ଆପଣାଇ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ। ଫିଟିକରି ବ୍ୟବହାର କରନ୍ତୁ ଫିଟିକରିରେ ଆଣ୍ଟିସେଫଟିକ […]

feet-6..

feet-6..

Niharika Rout
  • Published: Friday, 10 May 2019
  • Updated: 10 May 2019, 08:34 AM IST

Sports

Latest News

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର):   ଖରା ଦିନ ଆରମ୍ଭ ହେବା ମାତ୍ରେ ଶରୀରରୁ ଝାଳ ବୋହିବା ଆରମ୍ଭ ହୋଇଯାଏ। ଏହା ସାଧାରଣ ଘଟଣା । ହେଲେ ଅଧିକାଂଶ କ୍ଷେତ୍ରରେ ପାଦରୁ ମଧ୍ୟ ଝାଳ ବୋହିଥାଏ। ଅଧିକ ଝାଳେଇବା ଦ୍ୱାରା ପାଦରୁ ଦୁର୍ଗନ୍ଧ ବାହାରିବା ସହ ସଂକ୍ରମଣ ଆଶଙ୍କା ମଧ୍ୟ ବଢିଯାଏ। ଯଦି ଆପଣଙ୍କ ପାଦ ତଳିପା ମଧ୍ୟ ଝାଳଉଛି, ତେବେ ଆପଣ ଏହି ଟିପ୍ସ ଆପଣାଇ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ।

ଫିଟିକରି ବ୍ୟବହାର କରନ୍ତୁ

ଫିଟିକରିରେ ଆଣ୍ଟିସେଫଟିକ ଗୁଣ ମହଜୁଦ ଥାଏ। ଯାହାକୁ ବ୍ୟବହାର କରିବା ଦ୍ୱାରା ପାଦରୁ ଝାଳ ବୋହିବା ସମସ୍ୟା ଦୂରେଇ ଯାଇଥାଏ। ଏହାବ୍ୟତୀତ ଆପଣ ଫଙ୍ଗଲ ଇନଫେକସନରୁ ମଧ୍ୟ ରକ୍ଷା ପାଇଥାଆନ୍ତି। ଏଥିପାଇଁ ଆପଣ ଏକ ଚାମମ ଫିଟିକରି ପାଉଡ଼ରକୁ ହାଲକା ଉଷୁମ ପାଣିରେ ପକାଇ ୧୫ରୁ ୨୦ ମିନିଟ୍‌ ପର୍ଯ୍ୟନ୍ତ ପାଦକୁ ସେଥିରେ ବୁଡ଼ାଇ ରଖନ୍ତୁ। ଏହାଦ୍ୱାରା ପାଦରୁ ଝାଳ ବୋହିବା ସମସ୍ୟା ଓ ଦୁର୍ଗନ୍ଧ ଦୂର ହୋଇଯାଇଥାଏ।

ଲୁଣ ପାଣିରେ ପାଦ ଧୁଅନ୍ତୁ

ଏକ ଟବ୍‌ରେ ଉଷୁମ ପାଣି ଭର୍ତ୍ତି କରନ୍ତୁ। ସେଥିରୁ ୫ରୁ ୭ ଚାମମ ଲୁଣ ପକାଇ ସେଥିରେ ପାଦକୁ ଅଧ ଘଣ୍ଟା ବୁଡ଼ାଇ ରଖନ୍ତୁ। ପାଣିରୁ ପାଦ ବାହାର କରିବା ପରେ ତାହାକୁ ପୋଛନ୍ତୁ ନାହିଁ। ବରଂ ଆପେଆପେ ଶୁଖିବାକୁ ଛାଡି ଦିଅନ୍ତୁ। ଏହାପରେ ମୌଜା ପିନ୍ଧନ୍ତୁ। ଲୁଣ ପାଣି ତ୍ୱଚାକୁ ଶୁଷ୍କ କରିବା ସହ ଝାଳ ବୋହିବାକୁ ଦେଇନଥାଏ।

ବ୍ୟବହାର କରନ୍ତୁ ତେଜପତ୍ର

ଯେଉଁମାନଙ୍କ ପାଦ ଅଧିକ ଝାଳଉଛି, ସେମାନେ ତେଜପତ୍ର ବ୍ୟବହାର କରି ଏହି ସମସ୍ୟାରୁ ମୁକ୍ତି ପାଇପାରିବେ। ଏଥିଲାଗି ଅଳ୍ପ ତେଜପତ୍ର ନେଇ ପାଣିରେ ଭଲ ଭାବେ ଫୁଟାଇ ଦିଅନ୍ତୁ। ଏହାପରେ ପାଣି ଥଣ୍ଡା ହେବା ପରେ ଏହାକୁ ପାଦରେ ଲଗାନ୍ତୁ। ପ୍ରତିଦିନ ଏପରି କରିବା ଦ୍ୱାରା ଝାଳ ବୋହିବା ବନ୍ଦ ହୋଇଯାଏ।

ଆପଲ ସାଇଡ଼ ଭିନେଗାର

ପାଦ ସଫା ରଖିବାକୁ ଆପଲ ସାଇଡ଼ ଭିନେଗାର ଏକ ଭଲ ବିକଳ୍ପ। ହାଲକା ଉଷୁମ ପାଣିରେ ଅଧା କପ ଆପଲ ସାଇଡ଼ ଭିନେଗାର ପକାଇ ସେଥିରେ ପାଦକୁ  ବୁଡ଼ାଇ ରଖନ୍ତୁ। ଏହାଦ୍ୱାରା ପାଦରୁ ବାହାରୁଥିବା ଦୁର୍ଗନ୍ଧ ଦୂର ହେବା ସହ କିଟାଣୁ ମଧ୍ୟ ଦୂର ହୋଇଯାଇଥାଏ। ଏହାବ୍ୟତୀତୀ ଫଙ୍ଗଲ ଇନଫେକସନ ପରି ସମସ୍ୟା ମଧ୍ୟ ହୋଇନଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story