ଡାଇବେଟିସ୍‌ ରୋଗୀଙ୍କୁ ସାଗୁ ଦାନା ଖାଇବା ମନା!

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଡାଇବେଟିସ୍‌ ଏକ ଗମ୍ଭୀର ରୋଗ। ଏହି ରୋଗରେ ପୀଡ଼ିତ ବ୍ୟକ୍ତି କେବଳ ବ୍ୟାୟାମ୍‌ ଓ ଖାଦ୍ୟ ପାନୀୟ ଦ୍ୱାରା ହିଁ ଶରୀରରେ ବ୍ଲଡ୍‌ ସୁଗାର୍‌କୁ ନିୟନ୍ତ୍ରଣ କରିପାରିବେ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଡାଇବେଟିସ୍‌ ରୋଗୀ Processed carbohydrate ଯୁକ୍ତ ଖାଦ୍ୟ କମ୍‌ ଖାଇବା ଉଚିତ୍‌। କିନ୍ତୁ ଅନେକ ଖାଦ୍ୟରେ ପ୍ରୋଟିନ୍‌ ଏବଂ ଫାଇବର୍‌ ଯୁକ୍ତ କାର୍ବୋହାଇଡ୍ରେଡ୍‌ ଅଧିକ ରହିଥାଏ। ଯାହା ରକ୍ତରେ ସୁଗାର୍‌ର ସ୍ତରକୁ ବଢ଼ାଇ ଦେଇଥାଏ। ସେହିପରି ଏକ ପ୍ରୋଟିନ୍‌ […]

puspa56

puspa56

Puspanjali Panda
  • Published: Tuesday, 16 October 2018
  • Updated: 16 October 2018, 07:21 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଡାଇବେଟିସ୍‌ ଏକ ଗମ୍ଭୀର ରୋଗ। ଏହି ରୋଗରେ ପୀଡ଼ିତ ବ୍ୟକ୍ତି କେବଳ ବ୍ୟାୟାମ୍‌ ଓ ଖାଦ୍ୟ ପାନୀୟ ଦ୍ୱାରା ହିଁ ଶରୀରରେ ବ୍ଲଡ୍‌ ସୁଗାର୍‌କୁ ନିୟନ୍ତ୍ରଣ କରିପାରିବେ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଡାଇବେଟିସ୍‌ ରୋଗୀ Processed carbohydrate ଯୁକ୍ତ ଖାଦ୍ୟ କମ୍‌ ଖାଇବା ଉଚିତ୍‌। କିନ୍ତୁ ଅନେକ ଖାଦ୍ୟରେ ପ୍ରୋଟିନ୍‌ ଏବଂ ଫାଇବର୍‌ ଯୁକ୍ତ କାର୍ବୋହାଇଡ୍ରେଡ୍‌ ଅଧିକ ରହିଥାଏ। ଯାହା ରକ୍ତରେ ସୁଗାର୍‌ର ସ୍ତରକୁ ବଢ଼ାଇ ଦେଇଥାଏ।

ସେହିପରି ଏକ ପ୍ରୋଟିନ୍‌ ଯୁକ୍ତ ଖାଦ୍ୟ ହେଉଛି ସାଗୁ ଦାନା। ସାଗୁ ଦାନାରେ ପ୍ରଚୁର ପରିମାଣରେ ଫାଇବର୍‌ ଏବଂ କ୍ୟାଲ୍‌ସିୟମ୍‌ ରହିଛି। ଏଥିରୁ ଶରୀରରୁ ଶକ୍ତି ମିଳିଥାଏ। ଏଥିପାଇଁ ବ୍ରତ ଓ ଉପାସ ସମୟରେ ସାଗୁ ଦାନା ଅଧିକ ମାତ୍ରାରେ ଖାଇବା ପାଇଁ କୁହାଯାଇଥାଏ।
ସାଗୁଦାନା ଡାଇଜେଷ୍ଟିଭ୍‌ ସିଷ୍ଟମ୍‌କୁ ମଜବୁତ୍‌ କରିବା ସହିତ କୋଷ୍ଠକାଠିନ୍ୟ ସମସ୍ୟାକୁ ଠିକ୍‌ କରିଥାଏ। ଏହା ବ୍ୟତୀତ ସାଗୁଦାନା ଓଜନକୁ ମଧ୍ୟ ନିୟନ୍ତ୍ରଣ କରିଥାଏ।
ତେବେ ସାଗୁଦାନାରେ ଏତେ ପ୍ରୋଟିନ୍‌ ଥିବା ସତ୍ତ୍ୱେ ଡାଇବେଟିସ୍‌ ରୋଗୀ ଅଧିକ ମାତ୍ରାରେ ସାଗୁ ଖାଇବା ଉଚିତ୍‌ ନୁହେଁ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଇଥା'ନ୍ତି।
ସାଗୁ ଦାନାରେ ଅଧିକ କାର୍ବୋହାଇଡ୍ରେଡ୍‌ ରହିଛି। ତେଣୁ ଏହାକୁ ଖାଇରେ ଡାଇବେଟିସ୍‌ ରୋଗୀଙ୍କର କ୍ଷତି ହୋଇଥାଏ।
ଏହା ବ୍ୟତୀତ ସାଗୁଦାନାରେ ଗ୍ଲାଇକୋସେମିକ୍‌ ଇଣ୍ଡେକ୍ସ ମଧ୍ୟ ଅଧିକ ରହିଥାଏ। ଯାହା ଆପଣଙ୍କ ରକ୍ତରେ ସୁଗାର୍‌ର ସ୍ତରକୁ ବଢ଼ାଇଥାଏ।
ଯେଉଁ ଖାଦ୍ୟରେ ୫୫ ପ୍ରତିଶତରୁ କମ୍‌ ଗ୍ଲାଇକୋସେମିକ୍‌ ଇଣ୍ଡେକ୍ସ ରହିଥାଏ, ସ୍ୱାସ୍ଥ୍ୟ ବିଶେଷଜ୍ଞ ସେହି ଖାଦ୍ୟ ଖାଇବା ପାଇଁ ଡାଇବେଟିସ୍‌ ରୋଗୀଙ୍କୁ ପରାମର୍ଶ ଦେଇଥା'ନ୍ତି।
୭୦ ପ୍ରତିଶତ ଗ୍ଲାଇକୋସେମିକ୍‌ ଇଣ୍ଡେକ୍ସ ଥିବା ଖାଦ୍ୟ ଖାଇବା ଡାଇବେଟିସ୍‌ ରୋରୀଙ୍କ ପାଇଁ କ୍ଷତିକାରକ।
ଏସବୁ ସତ୍ତ୍ୱେ ଯଦି ଆପଣ ଡାଇବେଟିସ୍‌ ରୋଗରେ ପୀଡ଼ିତ ଏବଂ ଆପଣଙ୍କୁ ସାଗୁ ଦାନା ଖାଇବା ପସନ୍ଦ,ତେବେ ଏହା ଖାଇବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story