ଶରୀରର ଅକ୍ସିଜେନ୍‌ ମାତ୍ରା ଜଣାଇବ ସେନ୍‌ସର୍‌

ନୂଆଦିଲ୍ଲୀ: ଆପଣଙ୍କ ଶରୀରର ରକ୍ତରେ ଅକ୍ସିଜେନ୍‌ର ମାତ୍ରା କେତେ ଅଛି,ତାହା ଜାଣିବାକୁ ଚାହୁଁଛନ୍ତି କି? ତେବେ ଏକ ସେନ୍‌ସର୍‌ ମାଧ୍ୟମରେ ଆପଣ ଏହାକୁ ସହଜରେ ଜାଣିପାରିବେ। ଖବରଟି ପଢ଼ିବା ପରେ ଆପଣଙ୍କୁ ଅଡ଼ୁଆ ଲାଗୁଥିବ। କିନ୍ତୁ ଏହା ସତ। ଆମେରିକାର ଇଞ୍ଜିନିୟର୍‌ମାନେ ଏପରି ଏକ ସେନ୍‌ସର୍‌କୁ ତିଆରି କରିଛନ୍ତି। ଯାହା ସାହାଯ୍ୟରେ ଆପଣ ଶରୀରରେ ଥିବା ଅକ୍ସିଜେନ୍‌ ସ୍ତର ଜାଣିପାରିବେ। ଏହା କମ୍‌ ସମୟ ମଧ୍ୟରେ ଅକ୍ସିଜେନ୍‌କୁ ମାପି ଆପଣଙ୍କୁ କହିଦେବ। ଖାଲି ସେତିକି ନୁହଁ ଏହାର […]

puspa.final

puspa.final

Puspanjali Panda
  • Published: Saturday, 10 November 2018
  • Updated: 10 November 2018, 03:26 PM IST

Sports

Latest News

ନୂଆଦିଲ୍ଲୀ: ଆପଣଙ୍କ ଶରୀରର ରକ୍ତରେ ଅକ୍ସିଜେନ୍‌ର ମାତ୍ରା କେତେ ଅଛି,ତାହା ଜାଣିବାକୁ ଚାହୁଁଛନ୍ତି କି? ତେବେ ଏକ ସେନ୍‌ସର୍‌ ମାଧ୍ୟମରେ ଆପଣ ଏହାକୁ ସହଜରେ ଜାଣିପାରିବେ। ଖବରଟି ପଢ଼ିବା ପରେ ଆପଣଙ୍କୁ ଅଡ଼ୁଆ ଲାଗୁଥିବ। କିନ୍ତୁ ଏହା ସତ।

ଆମେରିକାର ଇଞ୍ଜିନିୟର୍‌ମାନେ ଏପରି ଏକ ସେନ୍‌ସର୍‌କୁ ତିଆରି କରିଛନ୍ତି। ଯାହା ସାହାଯ୍ୟରେ ଆପଣ ଶରୀରରେ ଥିବା ଅକ୍ସିଜେନ୍‌ ସ୍ତର ଜାଣିପାରିବେ। ଏହା କମ୍‌ ସମୟ ମଧ୍ୟରେ ଅକ୍ସିଜେନ୍‌କୁ ମାପି ଆପଣଙ୍କୁ କହିଦେବ। ଖାଲି ସେତିକି ନୁହଁ ଏହାର ଆଉ ଏକ ବିଶେଷତ୍ୱ ରହିଛି। ତାହା ହେଉଛି ଖୁବ୍‌ କମ୍‌ ସମୟ ମଧ୍ୟରେ ଆପଣଙ୍କ ଶରୀରର ଖଣ୍ଡିଆ ସ୍ଥାନକୁ ମଧ୍ୟ ଠିକ୍‌ କରିବ।

ଏହି ସେନ୍‌ସର୍‌ ଶରୀରର ଏକ ବଡ଼ ଅଂଶ ବା ଟିସୁ ବା ଅଙ୍ଗରେ ଲଗାଇବା ପରେଏହା ଆପଣଙ୍କ ଅକ୍ସିଜେନ୍‌ର ପରିମାଣକୁ ମାପି ପାରିବ।
ସେହିପରି ସଠିକ୍‌ ପରିମାଣର ରକ୍ତ ସଂଞ୍ଚାଳନ ନ ହେଲେ ଶରୀରର ଖଣ୍ଡିଆ ସ୍ଥାନ ଶୁଖି ନ ଥାଏ। କିନ୍ତୁ ଏହି ସେନ୍‌ସର୍‌ ସାହାଯ୍ୟରେ ଖଣ୍ଡିଆ ସ୍ଥାନ ଶୁଖାଇବା ସହଜ ହୋଇପାରିବ ବୋଲି ଡାକ୍ତରମାନେ ଦାବି କରିଛନ୍ତି।

ଏହି ସେନ୍‌ସର୍‌କୁ ଅର୍‌ଗାନିକ୍‌ ଇଲେଟ୍ରୋନିକ୍‌ ପ୍ଲାଷ୍ଟିକ୍‌ ଦ୍ୱାରା ତିଆରି କରାଯାଇଛି। ଏହି ପ୍ଲାଷ୍ଟିକ୍‌ଟି ନମନୀୟ ହୋଇଥିବରୁ ଶରୀରର ଯେ, କୌଣସି ସ୍ଥାନରେ ଏହାକୁ ଖଞ୍ଜା ଯାଇପାରିବ।
ଗବେଷକଙ୍କ କହିବା ଅନୁଯାୟୀ ଏହି ସେନ୍‌ସର୍‌ ଶରୀରର ଅଙ୍ଗରେ ଥିବା ଅକ୍ସିଜେନ୍‌ର ମାତ୍ରାକୁ ମାପିବା ସହିତ ଟ୍ରାନ୍ସପ୍ଲାଣ୍ଟ୍‌ ଅଙ୍ଗରେ ଥିବା ଅକ୍ସିଜେନ୍‌ ମାପିବାରେ ମଧ୍ୟ ସକ୍ଷମ ହୋଇପାରିବ।

କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟର ପ୍ରଫେସର୍‌ ଆନା କ୍ଲାଉଡିଆଙ୍କ ମତରେ, ମେଡିକାଲ୍‌ର ସମସ୍ତ ଚିକିତ୍ସା ପଦ୍ଧତିରେ ଏହି ସେନ୍‌ସର୍‌କୁ ରୋଗୀ ଶରୀରରେ ବ୍ୟବହାର କରାଯାଇପାରିବ। ଏଥିପାଇଁ ଚିକିତ୍ସା କରିବା ସହଜ ମଧ୍ୟ ହୋଇପାରିବ।

ଯେଉଁ ରୋଗୀମାନେ ଡାଇବେଟିସ୍‌ ଓ ଶ୍ୱାସ ରୋଗରେ ପୀଡ଼ିତ ଅଛନ୍ତି, ସେମାନେ ଏହି ସେନ୍‌ସର୍‌କୁ ବ୍ୟବହାର କରିପାରିବେ।
ଏହା ଯୋଗୁ ସେମାନେ ୨୪x୭ ପର୍ଯ୍ୟନ୍ତ ରକ୍ତରେ ଅକ୍ସିଜେନ୍‌ର ମାତ୍ରା ବିଷୟରେ ଅଗବତ ହୋଇପାରିବେ।

ଏହି ସେନ୍‌ସର୍‌ର ନାମ ହେଉଛି, Existing oximeters। ଏଥିରେ ଲାଲ୍‌ ରଙ୍ଗର ଏଲ୍‌ଇଡି ଲାଇଟ୍‌କୁ ବ୍ୟବହାର କରାଯାଇଛି। ଏହି ଏଲ୍‌ଇଡି ଲାଇଟ୍‌ର ଗୋଟିଏ ଛୋଟ ବିନ୍ଦୁ କାନ କିମ୍ୱା ଆଙ୍ଗୁଳିରେ ପକାଇବା ପରେ ଅକ୍ସିଜେନ୍‌ର ସ୍ତରକୁ ଜାଣିହେବ।ଏହି ସେନ୍‌ସର୍‌ ସମ୍ୱନ୍ଧିତ ସମସ୍ତ ତଥ୍ୟ PNAS ଜର୍ଣ୍ଣାଲ୍‌ରେ ପ୍ରକାଶ ପାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story