କର୍ମଜୀବୀ ମହିଳାମାନେ ଆପଣାନ୍ତୁ ଏହି ୭ ବିୟୁଟି ଟିପ୍ସ

ଆଜିକାଲି ପ୍ରାୟତଃ ମହିଳାମାନେ ଅଫିସ୍‌ କାମ ସହ ଘର କାମ ମଧ୍ୟ ସୁଚାରୁରୂପେ କରୁଛନ୍ତି। ତେବେ ବ୍ୟସ୍ତତା ଭିତରେ ରହିବା ଯୋଗୁଁ କର୍ମଜୀବୀ ମହିଳାମାନେ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବାକୁ ଭୁଲି ଯାଆନ୍ତି। ଯାହାଫଳରେ ତ୍ୱଚାର ଚମକ କମିବାକୁ ଲାଗିଥାଏ। ତେଣୁ ଆଜି ଆମେ ଏପରି କିଛି ବିୟୁଟି ଟିପ୍ସ ଦେବୁ  ଯାହା ଆପଣଙ୍କ ସୁନ୍ଦରତା ବଢ଼ାଇବାରେ ସହାୟକ ହେବ। ୧- ଯଦି ଆପଣଙ୍କ ପାଖରେ ଶାମ୍ପୁ କରିବାକୁ ସମୟ ନାହିଁ, ଅଫିସ୍ କାମ ସରିବା ପରେ […]

job

job

Ordigital Desk
  • Published: Saturday, 04 August 2018
  • Updated: 04 August 2018, 02:56 PM IST

Sports

Latest News

ଆଜିକାଲି ପ୍ରାୟତଃ ମହିଳାମାନେ ଅଫିସ୍‌ କାମ ସହ ଘର କାମ ମଧ୍ୟ ସୁଚାରୁରୂପେ କରୁଛନ୍ତି। ତେବେ ବ୍ୟସ୍ତତା ଭିତରେ ରହିବା ଯୋଗୁଁ କର୍ମଜୀବୀ ମହିଳାମାନେ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବାକୁ ଭୁଲି ଯାଆନ୍ତି।

ଯାହାଫଳରେ ତ୍ୱଚାର ଚମକ କମିବାକୁ ଲାଗିଥାଏ। ତେଣୁ ଆଜି ଆମେ ଏପରି କିଛି ବିୟୁଟି ଟିପ୍ସ ଦେବୁ  ଯାହା ଆପଣଙ୍କ ସୁନ୍ଦରତା ବଢ଼ାଇବାରେ ସହାୟକ ହେବ।

୧- ଯଦି ଆପଣଙ୍କ ପାଖରେ ଶାମ୍ପୁ କରିବାକୁ ସମୟ ନାହିଁ, ଅଫିସ୍ କାମ ସରିବା ପରେ ପାର୍ଟି ଯିବାର ଅଛି ତେବେ ଡ୍ରାଏ ଶାମ୍ପୁ ବ୍ୟବହାର କରିପାରିବେ।

ଏହି ଶାମ୍ପୁକୁ କେଶର ମୂଳରେ ସ୍ପ୍ରେ କରି ମୁଣ୍ଡ କୁଣ୍ଡାଇ ଦିଅନ୍ତୁ। ଏହାଦ୍ୱାରା କେଶରେ ଥିବା ମଇଳା ଓ ତୈଳ ଅଂଶ ଦୂର ହୋଇଯାଏ।

୨-  ସକାଳେ କେଶ ସଫା କରିବା ପରେ ଯଦି ଡ୍ରାଏ କରିବାକୁ ସମୟ ନାହିଁ, ତେବେ ଆପଣ ଏକ ଗାମୁଛା କିମ୍ୱା ସୂତା ଟି-ସାର୍ଟରେ କେଶ ବାନ୍ଧି ଦିଅନ୍ତୁ। ଫଳରେ କେଶ ଶୀଘ୍ର ଶୁଖି ଯାଇଥାଏ। ଆପଣ ଚାହିଁଲେ ସିରମ୍‌ ମଧ୍ୟ ବ୍ୟବହାର କରିପାରିବେ।

୩- ବ୍ୟସ୍ତତା ଭିତରେ ରହି ମେନିକ୍ୟୁର  ଓ ପେଡିକ୍ୟୁର କରିବାକୁ ପାର୍ଲର ଯାଇ ପାରୁ ନାହାନ୍ତି। ତେବେ ରାତିରେ  ଶୋଇବା ପୂର୍ବରୁ  ହାତ ଓ ପାଦରେ ପେଟ୍ରୋଲିୟମ୍ ଜେଲି ଲଗାନ୍ତୁ। ଏହାପରେ  ମୋଜା ପିନ୍ଧି ଦିଅନ୍ତୁ। ଏହା ତ୍ୱଚାକୁ ପ୍ରାକୃତିକ ଉପାୟରେ ମୟଶ୍ଚରାଇଜ କରି ରଖିଥାଏ।

୪- ବିଳମ୍ୱିତ ରାତିରେ ପାର୍ଟିରୁ ଫେରିଛନ୍ତି,ପୁଣି ସକାଳେ ଅଫିସ୍ ଯିବାକୁ ରହିଛି। ହେଲେ ନିଦ ଠିକ୍ ସେ ହୋଇ ନଥିବାରୁ ତ୍ୱଚା ଫିକା ଦେଖାଯାଉଥିଲେ, ଆଖିରେ ଲାଇନର ଲଗାନ୍ତୁ ଚେହେରା ଉଜ୍ଜଳ ଦେଖା ଯିବା ସହ ଥକାଳିଆ ଦିଶିବ ନାହିଁ।

neckless

୫-ଅଫିସ୍‌ କାମ ସରିବା ପରେ ପାର୍ଟିକୁ ଯିବାକୁ ଚାହୁଁଥିବା ମହିଳାମାନେ ନିଜ ପାଖରେ ବିଭିନ୍ନ ଷ୍ଟାଇଲିଶ ଅଳଙ୍କାର  ଓ ବ୍ୟାଣ୍ଡ୍‌ ରଖିପାରିବେ।

୬- ଖାସ୍ ରଙ୍ଗର ଶ୍ୟାଡୋ କିମ୍ୱା ଲିପଷ୍ଟିକ୍ ଲଗାଇବାକୁ ଇଚ୍ଛା କରୁଥିଲେ ଓଠରେ ଭଲ କମ୍ପାନୀର ମୟଶ୍ଚରାଇଜର କିମ୍ୱା ଜେଲ୍ ଲଗାନ୍ତୁ। ଏହାପରେ ଆପଣ ନିଜ ପସନ୍ଦ ଅନୁସାରେ ଲିପଷ୍ଟିକ୍ ଓ ଆଇ ଶ୍ୟାଡୋ ଲଗାଇ ପାରିବେ।

୭- ତ୍ୱଚାର ଉଜ୍ଜ୍ବଳତାକୁ ବଢ଼ାଇବାକୁ ଚାହୁଁଥିଲେ ଗୋଲାପ ଜଳ ଲଗାନ୍ତୁ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story