ଜଙ୍କ୍‌ ଫୁଡ୍‌ ଖାଇ ଅନ୍ଧ ଓ ବଧିର ହୋଇଗଲେ

ଲଣ୍ଡନ: ଜଙ୍କ୍‌ ଫୁଡ୍‌ ଖାଇବା କେତେ କ୍ଷତିକାରକ ଏହାର ଏକ ଉଦାହରଣ ବ୍ରିଟେନ୍‌ରେ ଦେଖିବାକୁ ମିଳିଛି। ରିପୋର୍ଟ ଅନୁସାରେ ବ୍ରିଟେନ୍‌ର ଜଣେ ୧୭ ବର୍ଷର ବାଳକ କେବଳ ଚିପ୍ସ୍‌ ଓ କୁର୍‌କୁରେ ପରି ଜଙ୍କ୍‌ ଫୁଡ୍‌ ଖାଉଥିବାରୁ କୁପୋଷଣର ଶିକାର ହୋଇଛନ୍ତି। କେବଳ ଏତିକି ନୁହେଁ, ଏହି ଅଭ୍ୟାସ ଯୋଗୁ ସେ ଅନ୍ଧ ହୋଇଯାଇଛନ୍ତି। ତା’ସହିତ ତାଙ୍କ କାନକୁ ମଧ୍ୟ କିଛି ଶୁଣା ଯାଉନି। ବ୍ରିଟେନ୍‌ରେ ଏପରି ଘଟଣା ପ୍ରଥମ ବୋଲି କୁହାଯାଉଛି। ‘ୟୁନିଭରସିଟି ହସ୍ପିଟାଲ୍‌ କ୍ରିଷ୍ଟଲ୍‌’ର […]

f1

f1

Puspanjali Panda
  • Published: Wednesday, 04 September 2019
  • Updated: 04 September 2019, 05:09 PM IST

Sports

Latest News

ଲଣ୍ଡନ: ଜଙ୍କ୍‌ ଫୁଡ୍‌ ଖାଇବା କେତେ କ୍ଷତିକାରକ ଏହାର ଏକ ଉଦାହରଣ ବ୍ରିଟେନ୍‌ରେ ଦେଖିବାକୁ ମିଳିଛି। ରିପୋର୍ଟ ଅନୁସାରେ ବ୍ରିଟେନ୍‌ର ଜଣେ ୧୭ ବର୍ଷର ବାଳକ କେବଳ ଚିପ୍ସ୍‌ ଓ କୁର୍‌କୁରେ ପରି ଜଙ୍କ୍‌ ଫୁଡ୍‌ ଖାଉଥିବାରୁ କୁପୋଷଣର ଶିକାର ହୋଇଛନ୍ତି। କେବଳ ଏତିକି ନୁହେଁ, ଏହି ଅଭ୍ୟାସ ଯୋଗୁ ସେ ଅନ୍ଧ ହୋଇଯାଇଛନ୍ତି। ତା’ସହିତ ତାଙ୍କ କାନକୁ ମଧ୍ୟ କିଛି ଶୁଣା ଯାଉନି।

ବ୍ରିଟେନ୍‌ରେ ଏପରି ଘଟଣା ପ୍ରଥମ ବୋଲି କୁହାଯାଉଛି। ‘ୟୁନିଭରସିଟି ହସ୍ପିଟାଲ୍‌ କ୍ରିଷ୍ଟଲ୍‌’ର ଏନ୍‌ଏଚ୍‌ଏସ୍‌ ଫାଉଣ୍ଡେସନ୍‌ ଟ୍ରଷ୍ଟର ସଦସ୍ୟ ଡିନାଇଜଡ୍‌ ଏଟନ୍‌ ଜଙ୍କ୍‌ ଫୁଡ୍‌ ସମ୍ପର୍କରେ ଏକ ପତ୍ରିକା ଏ କଥା ଲେଖିବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା।

ଉକ୍ତ ବାଳକଙ୍କ ମା’ଙ୍କ କହିବା ଅନୁଯାୟୀ,  ୭ ବର୍ଷରୁ ତାଙ୍କ ପୁଅଙ୍କର ଜଙ୍କ୍ ଫୁଡ୍ ଖାଇବା ଅଭ୍ୟାସ ଥିଲା। ସେ ଅନ୍ୟ ଖାଦ୍ୟ ଖାଇବାକୁ ପସନ୍ଦ କରୁ ନଥିଲେ। ଏପରିକି ସ୍କୁଲ୍‌ର ଲଞ୍ଚ୍‌ ବକ୍ସ ଖୋଲୁ ନଥିଲେ। ଫଳ ଓ ପନିପରିବାର ରଙ୍ଗ ତାକୁ ପସନ୍ଦ ଆସୁ ନଥିଲା।

ମହିଳା ଜଣକ ଆହୁରି କହିଛନ୍ତି, “ମୁଁ ତା’ ପାଇଁ ସ୍ୱାଦିଷ୍ଟ ସାଣ୍ଡୱିଚ୍‌ ତିଆରି କରୁଥିଲି ଏବଂ କିଛି ଫଳ ତା ଲଞ୍ଚ୍‌ ବକ୍ସରେ ରଖୁଥିଲି। କିନ୍ତୁ ସେ କିଛି ବି ଖାଉ ନଥିଲା। ପୁଅର ଏହି ଅବସ୍ଥା ପାଇଁ ସ୍କୁଲର ଶିକ୍ଷକ ମଧ୍ୟ ଚିନ୍ତାପ୍ରକାଶ କରୁଥିଲେ। ଧୀରେ ଧୀରେ ତା’ର ଓଜନ କମିବାରେ ଲାଗିଲା। ତେଣୁ ମୁଁ ତା’ର ସ୍ୱାସ୍ଥ୍ୟକୁ ନେଇ ଚିନ୍ତାରେ ରହୁଥିଲି। ମୁଁ ଶୁଣିଥିଲି ଯେ, ଜଙ୍କ୍‌ ଫୁଡ୍‌ ଖାଇବା ଯୋଗୁ ଓଜନ ବଢ଼ିଥାଏ, କିନ୍ତୁ ମୋ ପୁଅର ଓଜନ କମିବାରେ ଲାଗିଥିଲା। ଏହା ପରେ ୧୪ ବର୍ଷ ବୟସରେ ସେ ଶ୍ରବଣ ଶକ୍ତି ହରାଇଲା। ତା’ପରେ ତାକୁ କିଛି ଦେଖା ଗଲା ନାହିଁ।”

ଡାକ୍ତରଙ୍କ କହିବା ଅନୁସାରେ ଏହି ବାଳକ ଜଣଙ୍କ ଖାଦ୍ୟ ଜନିତ ଏକ ରୋଗରେ ପୀଡ଼ିତ ଅଛନ୍ତି। ଏହି ରୋଗକୁ ଆର୍‌ଫିଡ଼୍‌ ବା ARFID (avoidantrestrictive food intake disorder) ବୋଲି କୁହାଯାଏ। ଏହି ରୋଗରେ ପୀଡ଼ିତ ହେଲେ ଜଣେ ବ୍ୟକ୍ତି ଖାଦ୍ୟର ରଙ୍ଗ, ରୂପ, ଗନ୍ଧ ଓ ସ୍ୱାଦକୁ ପସନ୍ଦ କରି ନଥାଏ। ରୋଗୀକୁ ଯେଉଁ ଖାଦ୍ୟ ପସନ୍ଦ ଆସିଥାଏ, କେବଳ ତା’କୁ ହିଁ ଖାଇଥାଏ। ଶରୀରରେ ପୋଷଣର ଅଭାବ ଯୋଗୁ ରୋଗୀର ଅପ୍‌ଟିକ୍‌ ନର୍ଭ ମଧ୍ୟ କ୍ଷତିଗ୍ରସ୍ତ ହୋଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story