ରାତିରେ ବାରମ୍ବାର ନିଦ ଭାଙ୍ଗୁଛି କି? ବାସ୍ତୁଦୋଷ ହୋଇପାରେ, ଜାଣନ୍ତୁ କିପରି କରିବେ ଦୂର

ଅନେକ ଲୋକ ରାତିରେ ଭଲ ଭାବେ ଶୋଇପାରନ୍ତି ନାହିଁ। ବାରମ୍ୱାର ସେମାନଙ୍କ ନିଦ ଭାଙ୍ଗିଯାଏ। ଏଭଳି କ୍ଷେତ୍ରରେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ। ତେବେ ବାସ୍ତୁଦୋଷ ଥିଲେ ମଧ୍ୟ ରାତିରେ ଭଲ ନିଦ ହୁଏ ନାହିଁ ବୋଲି କୁହାଯାଏ। ସେହିଭଳି ଶୋଇବା ବେଳେ ଅନେକଙ୍କ ମନକୁ ନକାରାତ୍ମକ ଚିନ୍ତା ଆସିଥାଏ। ତେଣୁ ସେମାନେ ଭଲ ଭାବେ ଶୋଇପାରନ୍ତି ନାହିଁ। ଏହା ବି ବାସ୍ତୁ ଦୋଷ ହୋଇପାରେ। ତା’ହେଲେ ଆସନ୍ତୁ ଜାଣିବା ରାତିରେ ଭଲ ନିଦ ହେଉ ନଥିଲେ, […]

Rakesh Mallick
  • Published: Saturday, 07 October 2017
  • Updated: 07 October 2017, 09:34 AM IST

ଅନେକ ଲୋକ ରାତିରେ ଭଲ ଭାବେ ଶୋଇପାରନ୍ତି ନାହିଁ। ବାରମ୍ୱାର ସେମାନଙ୍କ ନିଦ ଭାଙ୍ଗିଯାଏ। ଏଭଳି କ୍ଷେତ୍ରରେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ। ତେବେ ବାସ୍ତୁଦୋଷ ଥିଲେ ମଧ୍ୟ ରାତିରେ ଭଲ ନିଦ ହୁଏ ନାହିଁ ବୋଲି କୁହାଯାଏ। ସେହିଭଳି ଶୋଇବା ବେଳେ ଅନେକଙ୍କ ମନକୁ ନକାରାତ୍ମକ ଚିନ୍ତା ଆସିଥାଏ। ତେଣୁ ସେମାନେ ଭଲ ଭାବେ ଶୋଇପାରନ୍ତି ନାହିଁ। ଏହା ବି ବାସ୍ତୁ ଦୋଷ ହୋଇପାରେ। ତା’ହେଲେ ଆସନ୍ତୁ ଜାଣିବା ରାତିରେ ଭଲ ନିଦ ହେଉ ନଥିଲେ, ନକାରାତ୍ମକ ଚିନ୍ତା କବଳିତ କରୁଥିଲେ ଅବା ଭୟରେ ନିଦ ଭାଙ୍ଗି ଯାଉଥିଲେ ବାସ୍ତୁ ଅନୁସାରେ କ’ଣ ରହିଛି ସମାଧାନର ଉପାୟ।

୧- ବାସ୍ତୁ ଶାସ୍ତ୍ର ଅନୁସାରେ ତମ୍ବା ପାତ୍ରର ବିଶେଷ ମହତ୍ତ୍ୱ ରହିଛି। ଏହା ଅନେକ ପ୍ରକାରର ବାସ୍ତୁ ଦୋଷ ଦୂର କରିପାରେ। ରାତିରେ ବାରମ୍ବାର ନିଦ ଭାଙ୍ଗିଯାଉଥିଲେ ତମ୍ବା ପାତ୍ରରେ ପାଣି ଭର୍ତ୍ତି କରି ବିଛଣା ପାଖରେ ରଖନ୍ତୁ। ସକାଳୁ  ଉଠିବା ପରେ ସେହି ପାଣିକୁ ଘରେ ଥିବା କୌଣସି ଗଛରେ ଢାଳି ଦିଅନ୍ତୁ।

୨- ଘରେ ଛୋଟ ପିଲା ରାତିରେ ବାରମ୍ବାର ଚମକି ଉଠିଯାଉଥିଲେ ବିଛଣା ତଳେ ଛୋଟ ଛୁରୀଟିଏ ରଖନ୍ତୁ। ଏହା ନକାରାତ୍ମକ ଶକ୍ତିକୁ ପ୍ରବେଶ କରିବାକୁ ଦିଏ ନାହିଁ।

୩- ମହିଳାମାନେ ରାତିରେ କେଶ ଖୋଲା କରି ଶୁଅନ୍ତୁ ନାହିଁ। ଏପରି କଲେ ଭୟାନକ ସ୍ୱପ୍ନ ଆସିବା ସହ ଭଲ ନିଦ ହୋଇନଥାଏ ।

୪-  ବେଡ୍‌ ତଳେ ଚପଲ କିମ୍ବା ଜୋତା ରଖି ଶୋଇବେ ନାହିଁ। ଏହା ନକାରାତ୍ମକ ଶକ୍ତିକୁ ଆମନ୍ତ୍ରଣ କରିଥାଏ।

୫- ରାତିରେ ଶୋଇବା ସମୟରେ ଡର ଲାଗିଲେ କିମ୍ବା  ନିଦ ହଠାତ୍ ଭାଙ୍ଗି ଯାଉଥିଲେ ତିନି ଚାରିଟି ଅଳେଇଚକୁ ଲାଲ କପଡ଼ାରେ ବାନ୍ଧି  ତକିଆ ପାଖରେ ରଖି ଦିଅନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story