ରାତିରେ ଶୋଉ ନାହିଁ କି ଆପଣଙ୍କ ପିଲା, କ’ଣ କରିବେ ଜାଣିଛନ୍ତି?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆପଣଙ୍କ ପିଲା  ଶୋଇବାକୁ ହଇରାଣ କରୁଛନ୍ତି କି? ଦୁଷ୍ଟାମୀ ଯୋଗୁ ଶୋଇବା ନାଁ ଧରୁ ନାହାନ୍ତି। ଏହା ସବୁ ମାମାନଙ୍କ ଲାଗି ଏକ ବଡ ଚ୍ୟାଲେଞ୍ଜ।  ସେମାନେ ସାଧାରଣତଃ ବିଭିନ୍ନ ଭୟାନକ କାହାଣୀ କହି ଡରାଇ, ଧମକାଇ ପିଲାଙ୍କୁ ଶୋଇ ଦେବାକୁ ଚେଷ୍ଟା କରନ୍ତି। କିନ୍ତୁ ଏହା କେତେ ଲାଭଦାୟକ, ପିଲାଙ୍କ ମାନସିକ ବିକାଶରେ ଏହାର ପ୍ରଭାବ କ’ଣ, କିପରି ପିଲାଙ୍କ ନିଦ-ଚକ୍ର ହେବ ପୁରା ସେ ବିଷୟରେ ଆପଣ ଜାଣିଛନ୍ତି ନା […]

sleeping-1

sleeping-1

Niharika Rout
  • Published: Tuesday, 28 May 2019
  • Updated: 28 May 2019, 09:00 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆପଣଙ୍କ ପିଲା  ଶୋଇବାକୁ ହଇରାଣ କରୁଛନ୍ତି କି? ଦୁଷ୍ଟାମୀ ଯୋଗୁ ଶୋଇବା ନାଁ ଧରୁ ନାହାନ୍ତି। ଏହା ସବୁ ମାମାନଙ୍କ ଲାଗି ଏକ ବଡ ଚ୍ୟାଲେଞ୍ଜ।  ସେମାନେ ସାଧାରଣତଃ ବିଭିନ୍ନ ଭୟାନକ କାହାଣୀ କହି ଡରାଇ, ଧମକାଇ ପିଲାଙ୍କୁ ଶୋଇ ଦେବାକୁ ଚେଷ୍ଟା କରନ୍ତି। କିନ୍ତୁ ଏହା କେତେ ଲାଭଦାୟକ, ପିଲାଙ୍କ ମାନସିକ ବିକାଶରେ ଏହାର ପ୍ରଭାବ କ’ଣ, କିପରି ପିଲାଙ୍କ ନିଦ-ଚକ୍ର ହେବ ପୁରା ସେ ବିଷୟରେ ଆପଣ ଜାଣିଛନ୍ତି ନା ନାହିଁ।

ବିଭିନ୍ନ ଜର୍ନାଲରେ ବାହାରିଥିବା ରିପୋର୍ଟ ମୁତାବକ, ଛୋଟ ଛୁଆ ପ୍ରତିଦିନ ୧୦ରୁ ୧୩ ଘଣ୍ଟା ଶୋଇବା ଆବଶ୍ୟକ। ୬ରୁ ୧୩ ବର୍ଷର ପିଲାଙ୍କ ନିମନ୍ତେ ପ୍ରତିଦିନ ୯ ଘଣ୍ଟା ନିଦ ପର୍ଯ୍ୟାପ୍ତ ଅଟେ। ନିକଟରେ ହୋଇଥିବା ଅଧ୍ୟୟନରୁ ଜଣାଯାଇଛି ଯେ, ଯଦି ଆପଣଙ୍କ ପିଲା ଦିନ ସାରା ବିଭିନ୍ନ କାର୍ଯ୍ୟକଳାପ, ଗତିବିଧୀରେ ଲିପ୍ତ ରହି ଶୋଉ ନାହିଁ, ତା ହେଲେ ତାକୁ  ରାତିରେ ଭଲ ନିଦ ହେବ।

ଅଧ୍ୟୟନ ମୁତାବକ, ଛୋଟ ପିଲାମାନେ ଦିନ ସାରା ବିଭିନ୍ନ ପ୍ରକାର ଏକ୍ସରସାଇଜ କରିଥାନ୍ତି, ଏଥିଲାଗି ସେ ନିଜ ରୁଟିନ ଟାଇମ୍‌ ପୂର୍ବରୁ ଶୋଇ ପଡିଥାନ୍ତି। ଧାଁଦୌଡ କରିବା ଦ୍ୱାରା ପିଲାମାନେ ହାଲିଆ ହୋଇ ଶୀଘ୍ର ଶୋଇ ପଡିଥାନ୍ତି। ଆଜି ଆମେ ଆପଣଙ୍କୁ ଦେବୁ ଏପରି ୫ ଟିପ୍ସ, ଯାହାଦ୍ୱାରା ଆପଣଙ୍କ ପିଲା ଭଲ ନିଦରେ ଶୋଇବ।

 ଖୋଲା ଜାଗାରେ ପିଲାଙ୍କୁ ଖେଳିବାକୁ ଦିଅ

ଆପଣଙ୍କ ପିଲାକୁ ଘର ଭିତରେ ନ ପଶାଇ ଦିନରେ ବାହାରେ ଖେଳିବାକୁ ଛାଡନ୍ତୁ। ସୂର୍ଯ୍ୟ କିରଣ ସଂସ୍ପର୍ଶରେ ଆସିବା ଦ୍ୱାରା ମେଲାଟୋନିନ ନାମକ ହର୍ମୋନ ଶରୀରରୁ କ୍ଷରଣ ହୋଇଥାଏ, ଯାହା କି ସ୍ଲିପିଂ- ସାଇକେଲକୁ ନିୟନ୍ତ୍ରିତ କରିଥାଏ। ଏହା ଆପଣଙ୍କ ପିଲାକୁ ଦିନରେ ଆକ୍ଟିଭ ରଖିବା ସହ ରାତିରେ ଭଲ ନିଦ ହୋଇଥାଏ।

ଫାଷ୍ଟ ଫୁଡ, ଚାହା, କଫିରୁ ଦୂରେଇ ରଖନ୍ତୁ

ଚାହା, କଫି କିମ୍ୱା ସୋଡ଼ା ପରି  ପାନୀୟଠାରୁ ଛୋଟ ଛୁଆଙ୍କୁ  ଦୂରେଇ ରଖନ୍ତୁ। ଏହାକୁ ପିଇବା ଅଭ୍ୟାସରେ ପଡିଗଲେ ପିଲାଙ୍କୁ ନିଦ ହୋଇନଥାଏ। ସେଥିଲାଗି ସନ୍ଧ୍ୟା ସମୟରେ ସେମାନଙ୍କୁ ଫାଷ୍ଟ ଫୁଡ ଓ ଏପରି ପାନୀୟରୁ ଦୂରେଇ ରଖନ୍ତୁ। ଫଳରେ ସେମାନେ ରାତିରେ ଶାନ୍ତିରେ ଶୋଇ ପାରିବେ।

ଶୋଇବା ସମୟ ନିର୍ଘଣ୍ଟ କରନ୍ତୁ

ପିଲା ଶୋଇବା ଓ ଉଠିବାର ନିର୍ଦ୍ଦିଷ୍ଟ ସମୟ ନିର୍ଦ୍ଧାରିତ କରନ୍ତୁ। ଏହାଦ୍ୱାରା ଆପଣଙ୍କ ପିଲା ସମୟାନୁବର୍ତ୍ତିତା ହେବ ଓ ତାର ଶରୀର ସେହି ହିସାବରେ ଢଳିବ।

ସୁସ୍ଥ ଆହାର ଦିଅନ୍ତୁ

ଆପଣଙ୍କ ପିଲାକୁ ସୁଗାର ଓ ଫ୍ୟାଟ୍‌ଯୁକ୍ତ ଖାଦ୍ୟ ଅଭ୍ୟାସରେ ପକାନ୍ତୁ ନାହିଁ। ଏହାଦ୍ୱାରା ନିଦ ଚକ୍ର ସମ୍ପୂର୍ଣ୍ଣ ହୋଇ ପାରି ନ ଥାଏ। ଏହାବ୍ୟତୀତ ବିଛଣାକୁ ଯିବା ପୂର୍ବର ପିଲାକୁ ଅଧିକ ପାଣି ପିଆନ୍ତୁ ନାହିଁ। ଏହାଦ୍ୱାରା ସେ ଶୋଇବା ମଝିରେ ଉଠିବ ଓ ନିଦ ସମ୍ପୂର୍ଣ୍ଣ ହୋଇ ପାରିବ ନାହିଁ।

ପିଲାଙ୍କୁ ଡରାଇବା ଉଚିତ ନୁହେଁ

ପିଲାମାନେ ନ ଶୋଇଲେ, ମା’ମାନେ  ତାଙ୍କୁ ଭୂତ, ଡାହାଣୀ ଆଦି ଗପ ଶୁଣାଇଥାନ୍ତି। ଫଳରେ ସେମାନେ ଭୟଭୀତ ହୋଇଯାଇଥାନ୍ତି। ହେଲେ ଏପରି କରନ୍ତୁ ନାହିଁ। ପିଲା ଯେପରି ନିଜକୁ ସୁରକ୍ଷିତ ଭାବିବ ସେ ବ୍ୟବସ୍ଥା କରନ୍ତୁ। ଶୋଇବା ନିମନ୍ତେ ଘରକୁ ପୁରା ଅନ୍ଧାର କରନ୍ତୁ ନାହିଁ। ବରଂ ହାଲକା ଲାଇଟ୍‌ ଜଳାନ୍ତୁ। ଏହାଦ୍ୱାରା ପିଲାମନ ପ୍ରଫୁଲ ରହିବ ଓ ସେ ନିଶ୍ଚିତରେ ଶୋଇବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story