ଚିନି ମିଶା ମିଠା ପାନୀୟ ହୋଇପାରେ କ୍ୟାନ୍‌ସରର କାରଣ!

ନୂଆଦିଲ୍ଲୀ: ଯେଉଁ ଲୋକମାନେ ଚିନି ଯୁକ୍ତ ପାନୀୟ ପିଅନ୍ତି, ସେମାନେ କ୍ୟାନ୍‌ସରରେ ପୀଡ଼ିତ ହେବାର ଅଧିକ ଆଶଙ୍କା ଥାଏ। ଗତ ସପ୍ତାହରେ କିଛି ଗବେଷକ ଏହି ଘୋଷଣା କରିଛନ୍ତି। ତେବେ ଚିନି ଯୁକ୍ତ ମିଠା ପାନୀୟ ଓ କ୍ୟାନ୍‌ସର ମଧ୍ୟରେ ଥିବା ସିଧାସଳଖ ସଂପର୍କକୁ ସେମାନେ ଏଯାଏ ପ୍ରମାଣିତ କରିପାରି ନାହାନ୍ତି। ଗବେଷକମାନେ କହିଛନ୍ତି ଯେ, ଫ୍ରାନ୍ସରେ ଏକ ବଡ଼ ଧରଣର ସର୍ଭେ କରାଯାଇଥିଲା। ଏଥିରୁ ଜଣାପଡ଼ୁଛି ଯେ ଚିନି ଯୁକ୍ତ ମିଠା ପାନୀୟ ପିଇବା କମ୍ […]

sweet1

sweet1

Jitendra Garnayak
  • Published: Wednesday, 17 July 2019
  • Updated: 17 July 2019, 11:38 AM IST

Sports

Latest News

ନୂଆଦିଲ୍ଲୀ: ଯେଉଁ ଲୋକମାନେ ଚିନି ଯୁକ୍ତ ପାନୀୟ ପିଅନ୍ତି, ସେମାନେ କ୍ୟାନ୍‌ସରରେ ପୀଡ଼ିତ ହେବାର ଅଧିକ ଆଶଙ୍କା ଥାଏ। ଗତ ସପ୍ତାହରେ କିଛି ଗବେଷକ ଏହି ଘୋଷଣା କରିଛନ୍ତି। ତେବେ ଚିନି ଯୁକ୍ତ ମିଠା ପାନୀୟ ଓ କ୍ୟାନ୍‌ସର ମଧ୍ୟରେ ଥିବା ସିଧାସଳଖ ସଂପର୍କକୁ ସେମାନେ ଏଯାଏ ପ୍ରମାଣିତ କରିପାରି ନାହାନ୍ତି।

ଗବେଷକମାନେ କହିଛନ୍ତି ଯେ, ଫ୍ରାନ୍ସରେ ଏକ ବଡ଼ ଧରଣର ସର୍ଭେ କରାଯାଇଥିଲା। ଏଥିରୁ ଜଣାପଡ଼ୁଛି ଯେ ଚିନି ଯୁକ୍ତ ମିଠା ପାନୀୟ ପିଇବା କମ୍ କରି ଦେଲେ କ୍ୟାନସର ପୀଡ଼ିତଙ୍କ ସଂଖ୍ୟା ବି ହ୍ରାସ ପାଇପାରେ।

ଗତ କିଛି ବର୍ଷରେ ମିଠା ପାନୀୟ ସେବନ ସାରା ବିଶ୍ୱରେ ଏକ ସାଧାରଣ କଥା ହୋଇଯାଇଛି। ମିଠା ପାନୀୟ ଯୋଗୁ ଓଜନ ବଢ଼ିବା ଭଳି ସମସ୍ୟା ଦେଖାଯାଇଥାଏ। ତା’ ସହିତ ଏହା କ୍ୟାନ୍‌ସର ଆଶଙ୍କାକୁ ବି ବଢ଼ାଇ ଦେଇଥାଏ।

ଏହି ଗବେଷଣା ବ୍ରିଟିଶ୍ ମେଡିକାଲ୍‌ ଜର୍ଣ୍ଣାଲ୍‌ (ବିଏମ୍‌ଜି)ରେ ପ୍ରକାଶ ପାଇଛି। ଲକ୍ଷେରୁ ଅଧିକ ଲୋକଙ୍କୁ ନେଇ ଏହି ଗବେଷଣା କରାଯାଇଥିଲା। ଏଥିରେ ନାବାଳକ ବା ନାବାଳିକାଙ୍କୁ ସାମିଲ କରାଯାଇ ନଥିଲା। ଯେଉଁ ଲୋକମାନଙ୍କୁ ନେଇ ଏହି ଗବେଷଣା କରାଯାଇଥିଲା, ସେମାନଙ୍କ ମଧ୍ୟରେ ୭୯% ପୁରୁଷ ଓ ୨୧% ମହିଳା ଥିଲେ।

ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି ଯେ, ଅଧିକ ୧୦୦ ମିଲିଲିଟର ଚିନି ଯୁକ୍ତ ମିଠା ପାନୀୟ ସେବନ ଦ୍ୱାରା କ୍ୟାନସର ହେବାର ଆଶଙ୍କା ୧୮ ପ୍ରତିଶତ ବଢ଼ିଯାଏ। ସେହିଭଳି ଏହା ଦ୍ୱାରା ସ୍ତନ କର୍କଟ ହେବାର ଆଶଙ୍କା ୨୨% ବଢ଼ିଯାଏ।

ତେବେ ଅନ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ, ଏ ନେଇ ଅଧିକ ଗବେଷଣାର ଆବଶ୍ୟକତା ରହିଛି। କାରଣ ଏଥିରେ ନିର୍ଦ୍ଦିଷ୍ଟ କାରଣ ଓ ପ୍ରଭାବ ବିଷୟରେ ବିଶେଷ କିଛି କୁହାଯାଇନି। ଅନ୍ୟପକ୍ଷରେ ଏହି ଗବେଷଣାରେ ସାମିଲ ବୈଜ୍ଞାନିକମାନେ ମଧ୍ୟ ପରବର୍ତ୍ତୀ ସମୟରେ ଆହୁରି ବ୍ୟାପକ ମାତ୍ରାରେ ଗବେଷଣା କରାଯିବାର ଆବଶ୍ୟକତା ରହିଥିବା କଥା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story