ଗର୍ଭାବସ୍ଥାରେ କେଉଁ ଖାଦ୍ୟରୁ ଦୂରେଇ ରହିବା ଉଚିତ୍‌ ଜାଣିଛନ୍ତି କି?  

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଗର୍ଭାବସ୍ଥା ମହିଳାମାନଙ୍କ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ସମୟ। ମା’ ହେବା ପରେ ହିଁ ନାରୀ ଜୀବନରେ ପୂର୍ଣ୍ଣତା ଆସିଥାଏ ବୋଲି କୁହାଯାଏ। ତେଣୁ ଏହି ସମୟରେ ମହିଳାମାନେ ସେମାନଙ୍କ ସ୍ୱାସ୍ଥ୍ୟ ପ୍ରତି ଯଥେଷ୍ଟ ଯତ୍ନବାନ ହେବା ନିହାତି ଆବଶ୍ୟକ। ସେମାନେ ସନ୍ତୁଳିତ ଆହାର ଗ୍ରହଣ କରିବାକୁ ଗୁରୁତ୍ୱ ଦେବା ସହ ତେଲମସଲା, ଫାଷ୍ଟଫୁଡ୍‌ ଓ ମାଦକଦ୍ରବ୍ୟଠାରୁ ଦୂରେଇ ରହିବା ଆବଶ୍ୟକ। ଏପରି କିଛି ଖାଦ୍ୟ ଅଛି ଯାହାକୁ ଗର୍ଭାବସ୍ଥାରେ ଖାଇବାକୁ ବାରଣ କରାଯାଇଥାଏ। ଏହାକୁ […]

pregnent-1..

pregnent-1..

Niharika Rout
  • Published: Saturday, 06 July 2019
  • Updated: 06 July 2019, 09:27 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଗର୍ଭାବସ୍ଥା ମହିଳାମାନଙ୍କ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ସମୟ। ମା’ ହେବା ପରେ ହିଁ ନାରୀ ଜୀବନରେ ପୂର୍ଣ୍ଣତା ଆସିଥାଏ ବୋଲି କୁହାଯାଏ। ତେଣୁ ଏହି ସମୟରେ ମହିଳାମାନେ ସେମାନଙ୍କ ସ୍ୱାସ୍ଥ୍ୟ ପ୍ରତି ଯଥେଷ୍ଟ ଯତ୍ନବାନ ହେବା ନିହାତି ଆବଶ୍ୟକ। ସେମାନେ ସନ୍ତୁଳିତ ଆହାର ଗ୍ରହଣ କରିବାକୁ ଗୁରୁତ୍ୱ ଦେବା ସହ ତେଲମସଲା, ଫାଷ୍ଟଫୁଡ୍‌ ଓ ମାଦକଦ୍ରବ୍ୟଠାରୁ ଦୂରେଇ ରହିବା ଆବଶ୍ୟକ।

ଏପରି କିଛି ଖାଦ୍ୟ ଅଛି ଯାହାକୁ ଗର୍ଭାବସ୍ଥାରେ ଖାଇବାକୁ ବାରଣ କରାଯାଇଥାଏ। ଏହାକୁ ନ ମାନିଲେ ଏହାର ପ୍ରଭାବ ସିଧାସଳଖ ଗର୍ଭସ୍ଥ ଶିଶୁ ଉପରେ ମଧ୍ୟ ପଡ଼ିପାରେ। ପରିସ୍ଥିତି ଏପରି ହୋଇପାରେ ଯେ, ଆପଣଙ୍କୁ ସାରା ଜୀବନ ପଶ୍ଚାତାପ କରିବାକୁ ପଡ଼ିପାରେ।

ଏହି ସମୟରେ ଠିକ୍ ଖାଦ୍ୟ ଚୟନ ନ କଲେ ଗର୍ଭପାତ ବି ହୋଇପାରେ। ଏଥିଲାଗି କିଛି ଖାଇବା ପୂର୍ବରୁ ଏହା ସମ୍ପର୍କରେ ସବୁ ତଥ୍ୟ ଯୋଗାଡ଼ କରନ୍ତୁ। ଏପରିକି ଡାକ୍ତରଙ୍କ ପରାମର୍ଶ ମଧ୍ୟ ନିଅନ୍ତୁ। ତା’ହେଲେ ଆସନ୍ତୁ ଜାଣିବା, ଗର୍ଭାବସ୍ଥାରେ କେଉଁ ଖାଦ୍ୟ ଖାଇବା ଅନୁିଚିତ।

 କଞ୍ଚା ଅମୃତଭଣ୍ଡା: ଅମୃତଭଣ୍ଡା ସ୍ୱାସ୍ଥ୍ୟ ଲାଗି ଭଲ। ଏ କଥା ସମସ୍ତଙ୍କ ମୁହଁରୁ ଶୁଣିବାକୁ ମିଳିଥାଏ। କିନ୍ତୁ ଗର୍ଭାବସ୍ଥା ସମୟରେ ଏହାକୁ ଖାଇବାରୁ ନିବୃତ ରୁହନ୍ତୁ। ଏହାକୁ ଖାଇବା ଦ୍ୱାରା ଗର୍ଭପାତର ଆଶଙ୍କା ବଢ଼ିଯାଏ।

ନିଶାଦ୍ରବ୍ୟ ସେବନ କରନ୍ତୁ ନାହିଁ : ଗର୍ଭାବସ୍ଥାରେ  ମହିଳାମାନେ ନିଶାଦ୍ରବ୍ୟ  ସେବନ କଲେ , ଗର୍ଭରେ ଥିବା ଛୁଆର ବିକାଶ ବାଧାପ୍ରାପ୍ତ ହୋଇଥାଏ। ଏହି ସମୟରେ ମଦର ଗୋଟିଏ ବି ବିନ୍ଦୁ ଶିଶୁ ଲାଗି ହାନିକାରକ ସାବ୍ୟସ୍ତ ହୁଏ।

ଅଧିକ ଲୁଣ ଖାଇବାରୁ ନିବୃତ ରୁହନ୍ତୁ: ସାଧାରଣତଃ ଡାକ୍ତରମାନେ ସମସ୍ତଙ୍କୁ କମ୍‌ ଲୁଣ ଖାଇବାକୁ ପରାମର୍ଶ ଦେଇଥା’ନ୍ତି। ଗର୍ଭବତୀମାନଙ୍କୁ ମଧ୍ୟ ସମାନ ପରାମର୍ଶ ଦିଆଯାଏ। ଏହି ସମୟରେ ଅଧିକ ଲୁଣ ସେବନ କରିବା ଦ୍ୱାରା ରକ୍ତଚାପ ବଢ଼ିଯିବାର ଆଶଙ୍କା ଥାଏ। ସେହିଭଳି ମୁହଁ, ହାତ ଓ ପେଟ ଆଦି କୁଣ୍ଡାଇ ମଧ୍ୟ ହୋଇଥାଏ। ଏପରିକି କୌଣସି ପ୍ରକାର ହୃଦ୍‌ରୋଗ ହେବାର ମଧ୍ୟ ଆଶଙ୍କା ରହିଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story