ଶିବଲିଙ୍ଗରେ ଚଢ଼ାନ୍ତୁନି ଏଇ ସବୁ ଜିନିଷ, ନହେଲେ ହୋଇଥାଏ ଅଶୁଭ

ହିନ୍ଦୁ ଧର୍ମରେ ସପ୍ତାହର ପ୍ରତ୍ୟେକଟି ଦିନ କୌଣସି ନା କୌଣସି ଦେବୀ-ଦେବତାଙ୍କ ପ୍ରତି ସମର୍ପିତ। ସୋମବାରକୁ କୁହାଯାଏ ଶିବଙ୍କ ବାର। ଏହି ଦିନ ଅଧିକାଂଶ ଶିବ ମନ୍ଦିର ଯାଆନ୍ତି। ଶିବପୁରାଣ ଅନୁଯାୟୀ ଏହି ଦିନ ମହାଦେବଙ୍କ ଆରାଧନା କଲେ ଧନ ସଂପର୍କିତ ସମସ୍ତ ସମସ୍ୟା ଓ କୁଣ୍ଡଳୀ ଦୋଷ କଟିଯାଏ। ମହାଦେବଙ୍କୁ ଖୁସି କରିବା ପାଇଁ ଏହି ଦିନ ଭକ୍ତମାନେ ବିଭିନ୍ନ ପ୍ରକାର ଜିନିଷ ଅର୍ପଣ କରନ୍ତି। ତେବେ ଅନେକ ସମୟରେ ଆମେ ଏପରି ଅନେକ ଜିନିଷ […]

Rakesh Mallick
  • Published: Tuesday, 10 October 2017
  • Updated: 10 October 2017, 06:41 AM IST

Sports

Latest News

ହିନ୍ଦୁ ଧର୍ମରେ ସପ୍ତାହର ପ୍ରତ୍ୟେକଟି ଦିନ କୌଣସି ନା କୌଣସି ଦେବୀ-ଦେବତାଙ୍କ ପ୍ରତି ସମର୍ପିତ। ସୋମବାରକୁ କୁହାଯାଏ ଶିବଙ୍କ ବାର। ଏହି ଦିନ ଅଧିକାଂଶ ଶିବ ମନ୍ଦିର ଯାଆନ୍ତି। ଶିବପୁରାଣ ଅନୁଯାୟୀ ଏହି ଦିନ ମହାଦେବଙ୍କ ଆରାଧନା କଲେ ଧନ ସଂପର୍କିତ ସମସ୍ତ ସମସ୍ୟା ଓ କୁଣ୍ଡଳୀ ଦୋଷ କଟିଯାଏ। ମହାଦେବଙ୍କୁ ଖୁସି କରିବା ପାଇଁ ଏହି ଦିନ ଭକ୍ତମାନେ ବିଭିନ୍ନ ପ୍ରକାର ଜିନିଷ ଅର୍ପଣ କରନ୍ତି। ତେବେ ଅନେକ ସମୟରେ ଆମେ ଏପରି ଅନେକ ଜିନିଷ ଶିବଲିଙ୍ଗ ଉପରେ ଅର୍ପଣ କରୁ ଯାହା ଶାସ୍ତ୍ର ଅନୁଯାୟୀ ବର୍ଜନୀୟ। ତେବେ ଆସନ୍ତୁ ଜାଣିବା ଶିବଙ୍କ ପୂଜା ସମୟରେ କେଉଁ ଜିନିଷର ବ୍ୟବହାର କରିବା ଉଚିତ ନୁହେଁ ଓ କେଉଁ ଜିନିଷ ତାଙ୍କୁ ଅର୍ପଣ କରିବା ଉଚିତ ନୁହେଁ।

  • ଭଗବାନ ଶିବଙ୍କ ପୂଜା ସମୟରେ ଶଙ୍ଖ ବ୍ୟବହାର କରିବା ଅନୁଚିତ। ତା’ପଛରେ ଥିବା କଥାଟି ଏମିତି। ଶିବ ଶଙ୍ଖଚୂଡ଼ା ନାମକ ଅସୁରର ବଦ୍ଧ କରିଥିଲେ। ସେ ଭଗବାନ ବିଷ୍ଣୁଙ୍କ ଭକ୍ତ ଥିଲେ। ଆଉ ଶଙ୍ଖକୁ ସେହି ଅସୁରର ପ୍ରତୀକ ବୋଲି କୁହାଯାଏ। ଏଣୁ ଭଗବାନ ବିଷ୍ଣୁଙ୍କ ପୂଜା କରିବା ସମୟରେ ଶଙ୍ଖ ବ୍ୟବହାର କରାଯାଏ। କିନ୍ତୁ ଶିବଙ୍କ ପୂଜା ବେଳେ ଏହାକୁ ବ୍ୟବହାର କରାଯାଏ ନାହିଁ।
  • ହିନ୍ଦୁ ଧର୍ମରେ ତୁଳସୀ ପତ୍ରର ବିଶେଷ ମହତ୍ତ୍ୱ ରହିଛି। ସବୁ ଶୁଭ କାର୍ଯ୍ୟରେ ଏହାକୁ ବ୍ୟବହାର କରାଯାଏ। କିନ୍ତୁ ଭଗବାନ ଶିବଙ୍କଠାରେ ଏହାକୁ ଅର୍ପଣ କରାଯାଏ ନାହିଁ। ଭୁଲ୍ ବଶତଃ ଭଗବାନ ଶିବଙ୍କଠାରେ ତୁଳସୀ ପତ୍ର ଲାଗି ହେଲେ ପୂଜା ପୂର୍ଣ୍ଣ ହୁଏ ନାହିଁ।
  • ଭଗବାନ ଶିବଙ୍କଠାରେ ରାଶି ଅର୍ପଣ କରନ୍ତୁ ନାହିଁ। କାରଣ ଏହା ଭଗବାନ ବିଷ୍ଣୁଙ୍କ ମଳିରୁ ଉତ୍ପନ୍ନ ହୋଇଛି ବୋଲି କୁହାଯାଏ।
  • ଭଗବାନ ଶିବଙ୍କୁ ଭାଙ୍ଗି ଯାଇଥିବା ଚାଉଳ ଅର୍ପଣ କରନ୍ତୁ ନାହିଁ।
  • କୁମ୍‌କୁମ୍‌କୁ ସୌଭାଗ୍ୟର ପ୍ରତୀକ କୁହାଯାଏ। ତେବେ ଭଗବାନ ଶିବ ବୈରାଗୀ ହୋଇଥିବା ଯୋଗୁଁ ତାଙ୍କଠାରେ କୁମ୍‌କୁମ୍‌ ଅର୍ପଣ କରାଯାଏ ନାହିଁ।
  • ହଳଦୀକୁ ଭଗବାନ ବିଷ୍ଣୁଙ୍କଠାରେ ଅର୍ପଣ କରାଯାଏ। ତେଣୁ ଏହାକୁ ଭଗବାନ ଶିବଙ୍କଠାରେ ଅର୍ପଣ କରାଯାଏ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story