ବ୍ରେକ୍‌ଅପ୍‌ କରିବା ପୂର୍ବରୁ ଏସବୁ କଥା ଉପରେ ଧ୍ୟାନ ଦିଅନ୍ତୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରେମ ସୃଷ୍ଟିର ଏକ ସୁନ୍ଦର ଶବ୍ଦ। ପ୍ରେମିକ ହୁଅନ୍ତୁ ଅବା ପ୍ରେମିକା ନିଜ ଇପ୍‌ସିତ ପୁରୁଷ କିମ୍ୱା ନାରୀଙ୍କୁ ପାଇବା ପାଇଁ ସର୍ବଦା କାମନା କରିଥା’ନ୍ତି। ପ୍ରେମ ପାଇଁ କାହାର ସାରା ଜୀବନ ବିତିଯାଏ ତ ଆଉ କେହି ଏହାକୁ ପାଇ ହରାଇ ବସନ୍ତି। ଆଉ ଏହାକୁ ଆମେ ଇଂରାଜୀରେ ‘ବ୍ରେକ୍‌ଅପ୍‌’ ବୋଲି କହୁ।   ଅନେକ ସମୟରେ ଦେଖାଯାଏ, ରିଲେସନ୍‌ସିପ୍‌ରେ ରହିବା ପରେ ଏପରି ଏକ ସମୟ ଆସେ, ଯେତେବେଳେ ପ୍ରେମିକ-ପ୍ରେମିକାଙ୍କ […]

b22

b22

Puspanjali Panda
  • Published: Friday, 09 August 2019
  • Updated: 09 August 2019, 01:39 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରେମ ସୃଷ୍ଟିର ଏକ ସୁନ୍ଦର ଶବ୍ଦ। ପ୍ରେମିକ ହୁଅନ୍ତୁ ଅବା ପ୍ରେମିକା ନିଜ ଇପ୍‌ସିତ ପୁରୁଷ କିମ୍ୱା ନାରୀଙ୍କୁ ପାଇବା ପାଇଁ ସର୍ବଦା କାମନା କରିଥା’ନ୍ତି। ପ୍ରେମ ପାଇଁ କାହାର ସାରା ଜୀବନ ବିତିଯାଏ ତ ଆଉ କେହି ଏହାକୁ ପାଇ ହରାଇ ବସନ୍ତି। ଆଉ ଏହାକୁ ଆମେ ଇଂରାଜୀରେ ‘ବ୍ରେକ୍‌ଅପ୍‌’ ବୋଲି କହୁ।

ଅନେକ ସମୟରେ ଦେଖାଯାଏ, ରିଲେସନ୍‌ସିପ୍‌ରେ ରହିବା ପରେ ଏପରି ଏକ ସମୟ ଆସେ, ଯେତେବେଳେ ପ୍ରେମିକ-ପ୍ରେମିକାଙ୍କ ପାଖରେ ଅଲଗା ହେବା ବ୍ୟତୀତ ଅନ୍ୟ କୌଣସି ଚାରା ନଥାଏ। ଯଦି ଆପଣ ବି ନିଜ ପ୍ରେମିକ କିମ୍ୱା ପ୍ରେମିକାଠାରୁ ଅଲଗା ହେବା ପାଇଁ ନିଷ୍ପତ୍ତି ନେଇଛନ୍ତି, ତେବେ ଦୁହିଁଙ୍କ ମଧ୍ୟରେ ଯାହା ବି ଭୁଲ୍‌ ବୁଝାମଣା ଥାଉ ନା କାହିଁକି, ତା’କୁ ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ଅନ୍ତତଃ ଥରେ ପ୍ରୟାସ କରନ୍ତୁ।

ତା’ହେଲେ ଆସନ୍ତୁ ଜାଣିବା, ନିଜ ପାର୍ଟନର୍‌ ସହିତ ବ୍ରେକ୍‌ଅପ୍‌ କରିବା ପୂର୍ବରୁ କେଉଁ ସବୁ ବିଷୟ ଉପରେ କଥା ହେବା ଉଚିତ୍‌।

ପୁରୁଣା ଦିନକୁ ମନେ ପକାନ୍ତୁ
ଯେ କୌଣସି ସମସ୍ୟା ଥାଉ ନା କାହିଁକି ବ୍ରେକ୍‌ଅପ୍‌ କରିବା ପୂର୍ବରୁ ଥରେ ଆପଣ ଅତୀତକୁ ମନେ ପକାନ୍ତୁ। ଅତୀତରେ ସାଥୀ ହୋଇ ଅତିବାହିତ କରିଥିବା କିଛି ସମୟକୁ ମନେ ପକାଇଲେ ଏହା ଆପଣଙ୍କୁ ପଜିଟିଭ୍‌ ଏନର୍ଜି ଯୋଗାଇଥାଏ। ଏହା ଆପଣଙ୍କ ନିଷ୍ପତ୍ତିକୁ ବଦଳାଇବାର କ୍ଷମତା ରଖିଥାଏ। ତେଣୁ ପାର୍ଟନରଙ୍କ ସହିତ କଥା ହେବା ପୂର୍ବରୁ କିଛି ସମୟ ନିରୋଳାରେ ବସି ଅତୀତର ସେହି ସବୁ ସୁନ୍ଦର ଦିନଗୁଡ଼ିକ ବିଷୟରେ ଭାବନ୍ତୁ।

ପରସ୍ପରକୁ ଶୁଣନ୍ତୁ
ଗୋଟିଏ ସମ୍ପର୍କରେ ସବୁଠାରୁ ବଡ଼ କଥା ହେଉଛି ପରସ୍ପରର କଥାକୁ ଗୁରୁତ୍ୱ ଦେବା। ଏଥିପାଇଁ ବ୍ରେକ୍‌ଅପ୍‌ କରିବା ପୂର୍ବରୁ ପରସ୍ପରକୁ ନିଜର ପକ୍ଷ ରଖିବା ପାଇଁ ସୁଯୋଗ ଦିଅନ୍ତୁ। ଆପଣଙ୍କ ପାର୍ଟନରଙ୍କ କଥାକୁ ମନ ଦେଇ ଶୁଣନ୍ତୁ ଏବଂ ନିଜ ପକ୍ଷ ବି ରଖନ୍ତୁ। ପାର୍ଟନର କିଛି କହିବା ବେଳେ ଆଦୌ ମଝିରେ ବାଧା ଦିଅନ୍ତୁ ନାହିଁ।

ଝଗଡ଼ାର ସମାଧାନ କରନ୍ତୁ
ଝଗଡ଼ା ଯେତେ ବଡ଼ ହେଲେ ବି ଏହାକୁ ବଢ଼ିବାକୁ ନ ଦେଇ ଏହାର ମୂଳ କାରଣ ଜାଣିବାକୁ ଚେଷ୍ଟା କରନ୍ତୁ ଏବଂ ସମାଧାନ କରିବାକୁ ଚେଷ୍ଟା କରନ୍ତୁ। ମନେ ରଖନ୍ତୁ ଝଗଡ଼ାର ସମାଧାନ କରିବା ସମୟରେ ଆପଣଙ୍କ ପାର୍ଟନର୍‌କୁ କ୍ଷତି ପହଞ୍ଚିବା ଭଳି କୌଣସି କାର୍ଯ୍ୟ କରନ୍ତୁ ନାହିଁ। ତା’ସହିତ ସବୁ କିଛି ଭୁଲି ପୁଣି ମୂଳରୁ ରିଲେସନ୍‌ସିପ୍ ଆରମ୍ଭ କରିପାରିବା କି ବୋଲି ବି ପଚାରନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story