ଟୁଥ୍‌ପେଷ୍ଟ ଚେହେରାରେ ଲଗାଇବା କଥା କେବେ ଭାବିଛନ୍ତି ?     

ଭୁବନେଶ୍ୱର ( ଓଡ଼ିଶା ରିପୋର୍ଟର ): ଆପଣ ଏହା ଜାଣିଥିବେ ଟୁଥ୍‌ପେଷ୍ଟର ବ୍ୟବହାର ଆମେ ସକାଳେ ଦାନ୍ତ ସଫା କରିବା ଲାଗି ବ୍ୟବହାର କରିଥାଉ। ହେଲେ ଆପଣ କେବେ ଏହାକୁ ଚମକଦାର ତ୍ୱଚା ପାଇବା ଲାଗି ବ୍ୟବହାର କରିବା କଥା ଭାବିଛନ୍ତି କି ? ଏହାଦ୍ୱାରା ଆପଣଙ୍କ ପିଗମେଣ୍ଟେସନ ସମସ୍ୟା ଦୂର ହୋଇଥାଏ ଓ ଚେହେରାର ଗ୍ଲୋ ଆସିଥାଏ।  ଆପଣ ଏହାକୁ ଫେସ୍‌ପ୍ୟାକ୍‌ ଭାବେ ମଧ୍ୟ ବ୍ୟବହାର କରିପାରିବେ। ଆସନ୍ତୁ ଜାଣିବା କିପରି ? ଚମକଦାର ତ୍ୱଚା […]

paste-1....

paste-1....

Niharika Rout
  • Published: Saturday, 11 May 2019
  • Updated: 11 May 2019, 12:47 PM IST

Sports

Latest News

ଭୁବନେଶ୍ୱର ( ଓଡ଼ିଶା ରିପୋର୍ଟର ): ଆପଣ ଏହା ଜାଣିଥିବେ ଟୁଥ୍‌ପେଷ୍ଟର ବ୍ୟବହାର ଆମେ ସକାଳେ ଦାନ୍ତ ସଫା କରିବା ଲାଗି ବ୍ୟବହାର କରିଥାଉ। ହେଲେ ଆପଣ କେବେ ଏହାକୁ ଚମକଦାର ତ୍ୱଚା ପାଇବା ଲାଗି ବ୍ୟବହାର କରିବା କଥା ଭାବିଛନ୍ତି କି ? ଏହାଦ୍ୱାରା ଆପଣଙ୍କ ପିଗମେଣ୍ଟେସନ ସମସ୍ୟା ଦୂର ହୋଇଥାଏ ଓ ଚେହେରାର ଗ୍ଲୋ ଆସିଥାଏ।  ଆପଣ ଏହାକୁ ଫେସ୍‌ପ୍ୟାକ୍‌ ଭାବେ ମଧ୍ୟ ବ୍ୟବହାର କରିପାରିବେ। ଆସନ୍ତୁ ଜାଣିବା କିପରି ?

ଚମକଦାର ତ୍ୱଚା ଲାଗି ଟୁଥପେଷ୍ଟ

ପ୍ରଥମେ ଆପଣ ଚେହେରାକୁ ଧୋଇ ଦିଅନ୍ତୁ। ପାଣି ଶୁଖିଗଲା ପରେ ଏକ ଚାମଚ ଟୁଥପେଷ୍ଟରେ କିଛି ଲେମ୍ବୁ ରସ ମିଶାଇ ତାହାର ଏକ ଫେସ ପ୍ୟାକ ପ୍ରସ୍ତୁତ କରନ୍ତୁ। ଏହାକୁ ମୁହଁ ଓ ବେକରେ ସମାନ ଭାବେ ଲଗାଇ ଦିଅନ୍ତୁ। ୧୫ ମିନିଟ ପରେ ଏହାକୁ ହାଲକା ମସାଜ କରି ପାଣିରେ ଧୋଇ ଦିଅନ୍ତୁ। ଯଦି ଏହି ସମୟରେ ହଲକା ପୋଡ଼ିବା ପରି ଲାଗେ ତା ହେଲେ କିଛି ଚିନ୍ତା କରିବାର  ଆବଶ୍ୟକତା ନାହିଁ।

ବ୍ଲାକହେଡସ୍‌ରୁ ମୁକ୍ତି ପାଆନ୍ତୁ

ବ୍ଲାକହେଡସ୍‌ ସମସ୍ୟା ପ୍ରାୟ ସବୁ ଯୁବତୀ ଓ ମହିଳାଙ୍କ ଟେନସନ ବଢାଇ ଦେଇଥାଏ।  ଟୁଥ୍‌ପେଷ୍ଟକୁ ସ୍କ୍ରବ୍‌ ସହ ମିଶାଇ ନାକ ଉପରେ ଏହାର ଏକ ମୋଟା ପରସ୍ତ ଲଗାନ୍ତୁ। ଶୁଖି ଯିବା ପରେ ହାଲକା ଭାବେ ଏହାକୁ ଘଷନ୍ତୁ। ଏହାକୁ ଆପଣ ସନବର୍ଣ୍ଣ ପରି ସମସ୍ୟାକୁ କମାଇବା ଲାଗି ମଧ୍ୟ ବ୍ୟବହାର କରିପାରିବେ।

ବ୍ରଣ ସମସ୍ୟା ବି ଦୂର ହେବ

ମହିଳା ଓ ପୁରୁଷଙ୍କ କ୍ଷେତ୍ରରେ ମୁହଁରେ ବ୍ରଣ ହେବା  ଏକ ସାଧାରଣ ସମସ୍ୟା। ବୟସ ବଢିବା ସହ ଏହି ସମସ୍ୟା ଦିନକୁ ଦିନ ଜଟିଳ ହୋଇଯାଇଥାଏ। ବ୍ରଣ ହେବା ମାତ୍ରେ ଆପଣ ସେହି ଜାଗାରେ କିଛି ଟୁଥ୍‌ପେଷ୍ଟ ଲଗାଇ ଦିଅନ୍ତୁ।  ଏହାଦ୍ୱାରା ବ୍ରଣ ଶୁଖିଯିବ।

ଭାଙ୍ଗ ପଡ଼ିବା ଓ କଳା ଦାଗକୁ ବି ଲିଭାଇଥାଏ

ବୟସ ବଢିବା ସହ ମହିଳାଙ୍କ ମୁହଁରେ ଭାଙ୍ଗ ପଡ଼ିବା ସହ କଳା ଦାଗ ସ୍ପଷ୍ଟ ବାରି ହୋଇପଡ଼େ। ଏପରି କ୍ଷେତ୍ରରେ ଆପଣ ଚେହେରାରେ ରାତିରେ ଟୁଥ୍‌ପେଷ୍ଟ ଲଗାଇ ଛାଡ଼ି ଦିଅନ୍ତୁ। ସକାଳେ ଏହାକୁ ଧୋଇ ଦିଅନ୍ତୁ। ଏହାବ୍ୟତୀତ ମୁହଁରୁ କଳା ଦାର ଦୂର କରିବାକୁ  ଟୁଥ୍‌ପେଷ୍ଟ ସହ ଟମାଟୋ ରସ ମିଶାଇ ଚେହେରାରେ ଲଗାଇ ଦିଅନ୍ତୁ। ଏହାଦ୍ୱାରା ଭାଙ୍ଗ ପଡ଼ିବା ସହ ଦାଗ  ମଧ୍ୟ ଦୂର ହୋଇଥାଏ।

 ଅୟଲି ସ୍କିନ୍‌ ଟେନସନ ପଳାଇବ

ମୁହଁରେ ଥିବା ଆବଶ୍ୟକତାଠାରୁ ଅଧିକ ଚୁଟି ସମସ୍ତଙ୍କ ଚିନ୍ତା ବଢାଇ ଦେଇଥାଏ। ଏଥିପାଇଁ ଆପଣ ସାଙ୍ଗଙ୍କ ମଧ୍ୟରେ ହସର କାରଣ ପାଲଟି ଯାଇଥାନ୍ତି। ଏପରି କ୍ଷେତ୍ରରେ  ଟୁଥ୍‌ପେଷ୍ଟ ସହ ଲେମ୍ୱୁ ରସ ଓ ଲୁଣ ବା ଚିନି ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାକୁ ମୁହଁର ଅଧିକ ଚୁଟି ଥିବା ଜାଗାରେ ଲଗାଇ ଦିଅନ୍ତୁ। କିଛି ସମୟ ପରେ ଆସ୍ତେ ଆସ୍ତେ ଘଷନ୍ତୁ। ଏପରି କିଛି ଦିନ କରିବା ପରେ ଆପଣଙ୍କୁ ଏହି ସମସ୍ୟାରୁ ମୁକ୍ତି ମିଳିବ। ଅୟଲି ସ୍କିନ୍‌ ଲାଗି ମଧ୍ୟ ଟୁଥ୍‌ପେଷ୍ଟରେ ଲୁଣ ଓ ଅଳ୍ପ ପାଣି ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ପ୍ରତିଦିନ ସକାଳେ ଏପରି ପେଷ୍ଟ ମୁହଁରେ ଲଗାନ୍ତୁ। ଏପରି କରିବା ଦ୍ୱାରା ଆପଣ ଚେହେରାର ବହୁ ସମସ୍ୟାରୁ ମୁକ୍ତି ପାଇପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story