କଳା ରଙ୍ଗର ବ୍ରତ ଆପଣଙ୍କୁ କରିପାରେ ମାଲାମାଲ

କଳା ରଙ୍ଗ ଖରାପ ନଜରରୁ ରକ୍ଷା କରିଥାଏ ବୋଲି ବିଶ୍ୱାସ ରହିଛି। ନକାରାତ୍ମକ ଶକ୍ତି ଦୂର କରିବାକୁ କଳା ରଙ୍ଗର ଜିନିଷ ଯେପରି କଳା ବ୍ରତ, କଳା ଟିକା ଓ କଳା ଲଙ୍କାର ବ୍ୟବହାର କରାଯାଏ। ଧର୍ମଶାସ୍ତ୍ର ଅନୁସାରେ ହାତ କିମ୍ୱା ଗଳାରେ କଳା ରଙ୍ଗର ଫିତା ବା ବ୍ରତ ଧାରଣ କଲେ ଖରାପ ନଜରରୁ ରକ୍ଷା ପାଇପାରିବେ। ଶନି ଦଶା ଦୂର କରିଥାଏ ବିଜ୍ଞାନ ଅନୁସାରେ, କଳା ରଙ୍ଗ ଗରମକୁ ଅବଶୋଷିତ କରିଥାଏ। ଏଥିପାଇଁ କଳା […]

840

840

Rakesh Mallick
  • Published: Thursday, 02 November 2017
  • Updated: 02 November 2017, 10:46 AM IST

Sports

Latest News

କଳା ରଙ୍ଗ ଖରାପ ନଜରରୁ ରକ୍ଷା କରିଥାଏ ବୋଲି ବିଶ୍ୱାସ ରହିଛି। ନକାରାତ୍ମକ ଶକ୍ତି ଦୂର କରିବାକୁ କଳା ରଙ୍ଗର ଜିନିଷ ଯେପରି କଳା ବ୍ରତ, କଳା ଟିକା ଓ କଳା ଲଙ୍କାର ବ୍ୟବହାର କରାଯାଏ। ଧର୍ମଶାସ୍ତ୍ର ଅନୁସାରେ ହାତ କିମ୍ୱା ଗଳାରେ କଳା ରଙ୍ଗର ଫିତା ବା ବ୍ରତ ଧାରଣ କଲେ ଖରାପ ନଜରରୁ ରକ୍ଷା ପାଇପାରିବେ।

ଶନି ଦଶା ଦୂର କରିଥାଏ

ବିଜ୍ଞାନ ଅନୁସାରେ, କଳା ରଙ୍ଗ ଗରମକୁ ଅବଶୋଷିତ କରିଥାଏ। ଏଥିପାଇଁ କଳା ବ୍ରତ ପିନ୍ଧିବା ଦ୍ୱାରା ଖରାପ ନଜର ବ୍ରତରେ ଅବଶୋଷିତ ହୋଇଯାଏ। ଏହା ଶରୀର ଉପରେ ଖରାପ ପ୍ରଭାବ ପକାଇକୁ ଦିଏ ନାହିଁ।  କଳା ବ୍ରତ ସୁରକ୍ଷା କବଚ ଭଳି ଶରୀରକୁ ସୁରକ୍ଷା ଯୋଗାଏ।  ଶନି ମହାଗ୍ରହଙ୍କ ଶୁଭଦୃଷ୍ଟି ପାଇଁ କଳା ବ୍ରତ ଓ କଳା ବ୍ରସ୍ତ୍ର ପରିଧାନ କରନ୍ତୁ।

ମାଲାମାଲ କରିପାରେ କଳା ବ୍ରତ

ଖରାପ ନଜରରୁ ରକ୍ଷା କରିବା ସହ ମାଲାମାଲ କରିବାରେ ମଧ୍ୟ କଳା ବ୍ରତର ବ୍ୟବହାର କରିପାରିବେ। ଉପାୟଟି ବେଶ୍‌ ସହଜ। ବଜାରରୁ ଏକ ରେଶମୀ କଳା ରଙ୍ଗର ବ୍ରତ ଆଣନ୍ତୁ। କୌଣସି ମଙ୍ଗଳବାର କିମ୍ବା ଶନିବାର ଦିନ ହନୁମାନ ମୂର୍ତ୍ତିର ପାଦରେ ଥିବା ସିନ୍ଦୁର ବ୍ରତରେ ଲଗାଇ ଦିଅନ୍ତୁ। ବ୍ରତକୁ ନଅଟି ଗଣ୍ଠି ପକାଇ ଘରର ମୁଖ୍ୟ ଦ୍ୱାର କିମ୍ୱା ଟଙ୍କା ରଖୁଥିବା ସ୍ଥାନରେ ବାନ୍ଧିଦିଅନ୍ତୁ। ଏହି ଉପାୟକୁ ଅବଲମ୍ବନ କଲେ କିଛି ଦିନ ମଧ୍ୟରେ ଧନ ସମସ୍ୟା ସହିତ ଘରର ଅନ୍ୟାନ ସମସ୍ୟା ମଧ୍ୟ ଦୂର ହୋଇଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story