ଫିଟିକିରିର ରହିଛି ଔଷଧୀୟ ଗୁଣ, ତା ସହ ଚେହେରାରେ ଚମକ ବି ଆଣେ, ଜାଣିଛନ୍ତି...

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର)  ଆୟୁର୍ବେଦ ଶାସ୍ତ୍ର ଅନୁସାରେ ଫିଟ୍‌କିରିରେ ଅନେକ ଔଷଧୀୟ ଗୁଣ ଅଛି। ଏହା ଶରୀରକୁ ଅନେକ ରୋଗରୁ ମୁକ୍ତି ଦେଇଥାଏ। ଏହାର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ ନଥାଏ। ଏହା ଶରୀରରେ ଆଣ୍ଟିସେପ୍ଟିକ୍ ଓ ଆଣ୍ଟି ବ୍ୟାକ୍ଟେରିଆଲ ପରି କାମ କରେ।  ଏହାକୁ ଆମେ ଦୈନଦିନ ରୂପଚର୍ଯ୍ୟା ଲାଗି ବ୍ୟବହାର କରି ମଧ୍ୟ ପାଇପାରିବା ଅନେକ ଫାଦା।  ଆଜି ଆମେ ଆପଣଙ୍କୁ ଫିଟିକିରିର ଏପରି କିଛି ବ୍ୟବହାର ବିଷୟରେ କହିବୁ ଯାହା ଆପଣଙ୍କର ଦୈନ୍ଦିନ […]

face-1..

face-1..

Chinmayee Roy
  • Published: Tuesday, 28 May 2019
  • Updated: 28 May 2019, 09:26 AM IST

Sports

Latest News

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର)  ଆୟୁର୍ବେଦ ଶାସ୍ତ୍ର ଅନୁସାରେ ଫିଟ୍‌କିରିରେ ଅନେକ ଔଷଧୀୟ ଗୁଣ ଅଛି। ଏହା ଶରୀରକୁ ଅନେକ ରୋଗରୁ ମୁକ୍ତି ଦେଇଥାଏ। ଏହାର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ ନଥାଏ। ଏହା ଶରୀରରେ ଆଣ୍ଟିସେପ୍ଟିକ୍ ଓ ଆଣ୍ଟି ବ୍ୟାକ୍ଟେରିଆଲ ପରି କାମ କରେ।  ଏହାକୁ ଆମେ ଦୈନଦିନ ରୂପଚର୍ଯ୍ୟା ଲାଗି ବ୍ୟବହାର କରି ମଧ୍ୟ ପାଇପାରିବା ଅନେକ ଫାଦା।  ଆଜି ଆମେ ଆପଣଙ୍କୁ ଫିଟିକିରିର ଏପରି କିଛି ବ୍ୟବହାର ବିଷୟରେ କହିବୁ ଯାହା ଆପଣଙ୍କର ଦୈନ୍ଦିନ ଜୀବନରେ ଆସୁଥିବା ଅନେକ ସମସ୍ୟା ଦୂର କରିବ। ତେବେ ଆସନ୍ତୁ ଜାଣିବା ଫିଟିକିରି ବ୍ୟବହାରର କିଛି ଫାଇଦା ସମ୍ପର୍କରେ।

) ଖରାଦିନେ  କିଛି ଲୋକ ଜୋତା ବାହାର କଲେ ତାଙ୍କ ପାଦରୁ  ଦୁର୍ଗନ୍ଧ ବାହାରିଥାଏ। କାରଣ ପାଦରେ ଥିବା ଜୀବାଣୁ ଝାଳ ସଂସ୍ପର୍ଷରେ ଆସି ଏପରି ଦୁର୍ଗନ୍ଧ ହୋଇଥାଏ। ଏଥିପାଇଁ ଏକ ଚାମଚ ଫିଟକିରି ପାଉଡରକୁ ଏକ ମଗ୍‌ ପାଣିରେ ପକାଇ ପାଦ ଧୁଅନ୍ତୁ।­ କିଛିଦିନ ଭିତରେ ଆପଣଙ୍କ ସମସ୍ୟା ଦୂର ହୋଇଯିବ ।କାରଣ ଫିଟିକିରିରେ ଆଣ୍ଟି-ସେପ୍ଟଟିକ୍ ଗୁଣ ଥାଏ। ଯାହାକି ପାଦରେ ବଢ଼ୁଥିବା ଜୀବାଣୁକୁ ବଢ଼ିବାକୁ ଦିଏ ନାହିଁ।

୨) ଚେହେରାରେ ଅଧିକ ଦାଗ ଥିଲେ ଫିଟ୍‌କିରି ଲଗାଇବା ଉଚିତ୍‌। ରାତିରେ ଶୋଇବା ପୂର୍ବରୁ ତ୍ୱଚାରେ ଫିଟ୍‌କିରି ଲଗାଇଲେ ଦାଗ ସଫା ହେବା ସହ ତ୍ୱଚାରେ ଚମକ ମଧ୍ୟ ଫେରିଆସେ। ଏହି ପ୍ରକ୍ରିୟା କିଛି ଦିନ ଯାଏଁ ଲଗାତାର କଲେ ଆପଣ ପରିବର୍ତ୍ତନ ଅନୁଭବ କରି ପାରିବେ।

୩) ଅନେକଙ୍କ ଚେହେରାରେ ବ୍ରଣ ସମସ୍ୟା ଦେଖାଯାଏ। ତେବେ ଏପରି ‍କ୍ଷେତ୍ରରେ ୨-୩ ସପ୍ତାହ ଯାଏଁ ଫିଟ୍‌କିରି ମୁହଁରେ ଘଷିଲେ ବ୍ରଣ ଉଠିବା ସମସ୍ୟାର ସମାଧାନ ହେବ।

୪) ପାଦ ମୋଡ଼ି ହୋଇ ଗଲା ପରେ ଯଦି ଅଧିକ ଯନ୍ତ୍ରଣା ହୁଏ, ତାହାହେଲେ ଆପଣ ଏକ ଗ୍ଲାସ ଗରମ କ୍ଷୀରରେ ଅଳ୍ପ ଫିଟିକିରି ମିଶାଇ ପିଅନ୍ତୁ। ଏହା ଦ୍ୱାରା ଯନ୍ତ୍ରଣାରୁ ଆରାମ ମିଳିଥାଏ।

୫) ସେଭିଂ ହେବା ପରେ ମୁହଁରେ ଫିଟିକିରି ଲଗାନ୍ତୁ। ଏହା ଦ୍ୱାରା ଜୀବାଣୁ ଓ ବ୍ୟାକ୍ଟେରିଆ ଚେହେରାର କୌଣସି କ୍ଷତି କରିପାରିବେ ନାହିଁ। ଯଦି ଆପଣଙ୍କୁ ‘ଆଫ୍ଟର୍‌ ସେଭ୍‌’ ଲଗାଇଲେ ଜଳା ପୋଡ଼ା ହେଉଛି, ତେବେ ଫିଟିକିରି ଆପଣଙ୍କ ପାଇଁ ଭଲ ବିକଳ୍ପ। କାରଣ ଏଥିରେ ଆଣ୍ଟିବ୍ୟାକ୍ଟେରିଆଲ୍‌ ଗୁଣ ଭରପୂର ଥାଏ।

୬) ଖଣ୍ଡେ ଫିଟିକିରିକୁ ଗୁଣ୍ଡ କରି ଏକ ଚାମଚ ଗୋଲାପ ଜଳ ସହିତ ମିଶାନ୍ତୁ। ଏହାକୁ କେଶରେ ୫ ମିନିଟ୍‌ ପର୍ଯ୍ୟନ୍ତ ମସାଜ କରନ୍ତୁ ଓ ୧ ଘଣ୍ଟା ପରେ ଧୋଇ ଦିଅନ୍ତୁ। ଏମିତି ସପ୍ତାହରେ ୩-୪ ଥର କରିଲେ ପାଚିଲା କେଶ ସମସ୍ୟା ଦୂର ହୋଇପାରେ।

୭) ବିଷାକ୍ତ ପୋକ ବା ବିଛା କାମୁଡ଼ିଲେ ପାଣିରେ ଫିଟିକିରି ପାଉଡ଼ର ମିଶାଇ ମୋଟା ଘୋଳ ପ୍ରସ୍ତୁତ କରି ସେହି ସ୍ଥାନରେ ଲଗାଇଲେ ଉପଶମ ମିଳିଥାଏ।

୮) ଦାନ୍ତ ବ୍ୟଥା ହେଉଥିଲେ ଫିଟିକିରି ଓ ଗୋଲମରିଚ ସମାନ ମାତ୍ରାରେ ଗୁଣ୍ଡ କରି ବ୍ୟଥା ହେଉଥିବା ସ୍ଥାନରେ ଲଗାନ୍ତୁ। ଦେଖିବେ ଅଳ୍ପ ସମୟ ଭିତରେ ଯନ୍ତ୍ରଣାରୁ ମୁକ୍ତି ମିଳିଯିବ।

୯) ନାକରୁ ରକ୍ତ ବାହାରିଲେ ଫିଟିକିରି ଘୋଳରେ ତୁଳା ବୁଡ଼ାଇ ନାକରେ ଲଗାଇଲେ ରକ୍ତ ବହିବା ବନ୍ଦ ହୋଇଯାଏ।

୧୦) ଶରୀରର କୌଣସି ଅଙ୍ଗରେ ଯଦି ଘା’ ହୋଇଥାଏ, ତେବେ ଫିଟିକିରିକୁ ଗରମ କରି ତାକୁ ଗୁଣ୍ଡ କରି, ଘିଅରେ ମିଶାଇ ଘା’ ଉପରେ ଲଗାଇଲେ ତାହା ଠିକ୍‌ ହୋଇଯାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story