ଘରୁ ଓ ଦୋକାନରୁ ତୁରନ୍ତ ହଟାଇ ଦିଅନ୍ତୁ ଏହି ‌୬ଟି ଜିନିଷ: ନହେଲେ ଭୋଗିବେ ଏହାର କୁପରିଣାମ

ବଜାରରେ ଏପରି ନେକ ଜିନିଷ ମିଳିଥାଏ ଯାହା ଆମକୁ ବହୁତ ଆକର୍ଷିତ କରିଥାଏ। ଘରକୁ ସୁନ୍ଦର କରି ସଜାଇବା ପାଇଁ ଆମେ ଏଭଳି ଅନେକ ବସ୍ତୁ  ଘରକୁ ନେଇଆସୁ । ହେଲେ ବହୁତ କମ୍ ଲୋକ ଏଥିପ୍ରତି ଧ୍ୟାନ ଦିଅନ୍ତି ଯେ ଏହି ବସ୍ତୁ ଘର ପାଇଁ ଠିକ୍ ନା ନାହିଁ। ଏପରି ଅନେକ ଜିନିଷ ଥାଏ ଯାହାକୁ ଘରେ ରଖିଲେ ଅନେକ କୁପ୍ରଭାବ ପଡ଼ିଥାଏ। ଏହି ଜିନିଷଗୁଡ଼ିକ ଦ୍ୱାରା ଘରେ ବାସ୍ତୁ ଦୋଷ ଉତ୍ପନ୍ନ ହୁଏ। […]

home2

home2

Rakesh Mallick
  • Published: Saturday, 18 November 2017
  • Updated: 18 November 2017, 09:34 AM IST

Sports

Latest News

ବଜାରରେ ଏପରି ନେକ ଜିନିଷ ମିଳିଥାଏ ଯାହା ଆମକୁ ବହୁତ ଆକର୍ଷିତ କରିଥାଏ। ଘରକୁ ସୁନ୍ଦର କରି ସଜାଇବା ପାଇଁ ଆମେ ଏଭଳି ଅନେକ ବସ୍ତୁ  ଘରକୁ ନେଇଆସୁ । ହେଲେ ବହୁତ କମ୍ ଲୋକ ଏଥିପ୍ରତି ଧ୍ୟାନ ଦିଅନ୍ତି ଯେ ଏହି ବସ୍ତୁ ଘର ପାଇଁ ଠିକ୍ ନା ନାହିଁ। ଏପରି ଅନେକ ଜିନିଷ ଥାଏ ଯାହାକୁ ଘରେ ରଖିଲେ ଅନେକ କୁପ୍ରଭାବ ପଡ଼ିଥାଏ। ଏହି ଜିନିଷଗୁଡ଼ିକ ଦ୍ୱାରା ଘରେ ବାସ୍ତୁ ଦୋଷ ଉତ୍ପନ୍ନ ହୁଏ। ଆଜି ଆମେ ଆପଣଙ୍କୁ ଏପରି ୬ଟି ଜିନିଷ ବିଷୟରେ କହିବୁ ଯାହାକୁ କଦାପି ଘରେ ଏବଂ ଦୋକାନରେ ରଖିବା ଉଚିତ ନୁହେଁ। ଯଦି ଏସବୁ ବସ୍ତୁ ମଧ୍ୟରୁ ଆପଣଙ୍କ ଘରେ କିମ୍ବା ଦୋକାନରେ ଗୋଟିଏ ବି ଅଛି ତେବେ ଏହାକୁ ତୁରନ୍ତ ହଟାଇ ଦିଅନ୍ତୁ।

୧. ନଟରାଜ୍ ମୂର୍ତ୍ତୀ: ନଟରାଜ୍ ମୂର୍ତ୍ତୀରେ ଭଗବାନ ଶିବ ତାଣ୍ଡବ ନୃତ୍ୟର ମୁଦ୍ରାରେ ଥାନ୍ତି, ଯାହାକୁ ବିନାଶର ସୂଚକ ବୋଲି କୁହାଯାଏ। ତେଣୁ ଘରେ ନଟରାଜ୍ ମୂର୍ତ୍ତୀ ରଖିବା ଅଶୁଭ ହୋଇଥାଏ।

୨. ତାଜମହଲର ପ୍ରତିକୃତି: ତାଜମହଲ ଦେଖିବାକୁ ଖୁବ୍ ସୁନ୍ଦର। ହେଲେ ଭୁଲିଯାଆନ୍ତୁ ନାହିଁ ଯେ ଏହା ମୁମ୍‌ତାଜ୍‌ଙ୍କ ସମାଧୀ ବୋଲି। ଏହା ସିଧାସଳଖ ଭାବେ ମୃତ୍ୟୁ ସହ ଜଡ଼ିତ ଥିବାରୁ ଏହାର ପ୍ରତିକୃତି ରଖିଲେ ଘରେ ବା ଦୋକାନରେ ନକାରାତ୍ମକ ଶକ୍ତି ପ୍ରବେଶ କରିଥାଏ।

୩. ବୁଡ଼ିଯାଉଥିବା ଜାହାଜର ଫଟୋ: ଘରେ କିମ୍ବା ଦୋକାନରେ ବୁଡ଼ି ଯାଉଥିବା ଜାହାଜ ଅବା ଡଙ୍ଗାର ଫଟୋ ବା ସୋ ପିସ୍ ରଖିଲେ ପରିବାର ସଦସ୍ୟଙ୍କ ମଧ୍ୟରେ ମତାନ୍ତର ହୋଇଥାଏ।

୪. ବନ୍ୟ ଜନ୍ତୁଙ୍କ ପ୍ରତିକୃତି: କୌଣସି ପ୍ରକାରର ବନ୍ୟ ପାଣୀର ଫଟୋ, ସୋ ପିସ୍ ଅବା ସଫ୍ଚ ଟଏ ରଖିବା ଦ୍ୱାରା ଘରର ସଦସ୍ୟମାନଙ୍କ ସ୍ୱଭାବ ଦିନକୁ ଦିନ ଉଗ୍ର ହେବାରେ ଲାଗେ। ତେଣୁ ଘରେ ହିଂସା ବଢ଼ିବାର ଆଶଙ୍କା ରହିଥାଏ।

mahabharat୫. ମହାଭାରତ ସହିତ ଜଡ଼ିତ ଫଟୋ: ମହାଭାରତ ଗ୍ରନ୍ଥ ପୂଜନୀୟ ହେଲେ ମଧ୍ୟ ଏହି ଗ୍ରନ୍ଥର ଫଟୋ ତଥା ମହାଭାରତ ସହ ଜଡ଼ିତ କୌଣସି ଫଟୋ ଘରେ ରଖିବା ଦ୍ୱାରା ପରିବାରର ସଦସ୍ୟଙ୍କ ମଧ୍ୟରେ କଳି ଝଗଡ଼ା ବଢ଼ିଥାଏ।

୬. ଶଙ୍ଖ ସହ ରଥ:  ରଥ ଯୁଦ୍ଧର ପ୍ରତୀକ ହୋଇଥାଏ। ଶଙ୍ଖ ଯୁଦ୍ଧ ଘୋଷଣା କରିବାର ପ୍ରତୀକ। ତେଣୁ ରଥର ସୋ ପିସ୍ ସହ ଶଙ୍ଖ ରଖିଲେ ଘରେ ଅଶାନ୍ତି ସୃଷ୍ଟି ହୋଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story