ଜନ୍ମତିଥି ଅନୁଯାୟୀ ଆପଣାନ୍ତୁ ଉପାୟ, ପର୍ସ୍‌ରେ ସବୁବେଳେ ରହିପାରେ ଟଙ୍କା

ଅଧିକ ଟଙ୍କା ରୋଜଗାର କରି ଧନୀ ହେବା ପାଇଁ ଲୋକେ କଠିନ ପରିଶ୍ରମ କରିଥାନ୍ତି। ହେଲେ ବେଳେ ବେଳେ ଅନେକଙ୍କୁ ପରିଶ୍ରମ ଅନୁଯାୟୀ ଫଳ ମିଳିନଥାଏ। ଅଧିକ ରୋଜଗାର କରୁଥିଲେ ମଧ୍ୟ ପର୍ସରେ ଟଙ୍କା ରହେନାହିଁ। ଏହାର କାରଣ ଗ୍ରହ, ନକ୍ଷେତ୍ରଙ୍କ ଖରାପ ପ୍ରଭାବ ହୋଇପାରେ। ଗ୍ରହ ନକ୍ଷେତ୍ରର ପ୍ରଭାବ ବ୍ୟକ୍ତିର ଜନ୍ମ ମୂଳାଙ୍କ ସହ ଯୋଡ଼ି ହୋଇ ରହିଛି। ଆପଣଙ୍କ ଜନ୍ମ ମୂଳାଙ୍କ ୧,୩,୫,ଓ ୭ ହୋଇଥିଲେ ଏହି ଉପାୟ ଗୁଡ଼ିକ ଆପଣେଇପାରିବେ। ଏହା ଦ୍ୱାରା […]

purse

purse

Rakesh Mallick
  • Published: Monday, 20 November 2017
  • Updated: 20 November 2017, 10:22 AM IST

Sports

Latest News

ଅଧିକ ଟଙ୍କା ରୋଜଗାର କରି ଧନୀ ହେବା ପାଇଁ ଲୋକେ କଠିନ ପରିଶ୍ରମ କରିଥାନ୍ତି। ହେଲେ ବେଳେ ବେଳେ ଅନେକଙ୍କୁ ପରିଶ୍ରମ ଅନୁଯାୟୀ ଫଳ ମିଳିନଥାଏ। ଅଧିକ ରୋଜଗାର କରୁଥିଲେ ମଧ୍ୟ ପର୍ସରେ ଟଙ୍କା ରହେନାହିଁ। ଏହାର କାରଣ ଗ୍ରହ, ନକ୍ଷେତ୍ରଙ୍କ ଖରାପ ପ୍ରଭାବ ହୋଇପାରେ। ଗ୍ରହ ନକ୍ଷେତ୍ରର ପ୍ରଭାବ ବ୍ୟକ୍ତିର ଜନ୍ମ ମୂଳାଙ୍କ ସହ ଯୋଡ଼ି ହୋଇ ରହିଛି। ଆପଣଙ୍କ ଜନ୍ମ ମୂଳାଙ୍କ ୧,୩,୫,ଓ ୭ ହୋଇଥିଲେ ଏହି ଉପାୟ ଗୁଡ଼ିକ ଆପଣେଇପାରିବେ। ଏହା ଦ୍ୱାରା ଧନହାନିରୁ ଆପଣ ବର୍ତ୍ତିପାରନ୍ତି।

ମୂଳାଙ୍କ୧

ଯେଉଁମାନଙ୍କ ଜନ୍ମ ମୂଳାଙ୍କ ୧ ସେମାନେ ୧୦୦ ଟଙ୍କିଆ, ୨୦ ଟଙ୍କିଆ ଓ ୧ ଟଙ୍କିଆର ୭ଟି ନୋଟ୍‌କୁ  ନାରଙ୍ଗୀ ରଙ୍ଗର କାଗଜରେ ଗୁଡ଼ାଇ ପର୍ସ୍‌ରେ ରଖନ୍ତୁ। ଏହା ସହ ତମ୍ୱା ପଇସା ମଧ୍ୟ ପାଖରେ ରଖନ୍ତୁ ।

ମୂଳାଙ୍କ ୩

ଯେଉଁମାନଙ୍କ ଜନ୍ମ ମୂଳାଙ୍କ ୩ ସେମାନେ ମେହେନ୍ଦୀ ରଙ୍ଗର ପର୍ସକୁ ସର୍ବଦା ପାଖରେ ରଖନ୍ତୁ। ପର୍ସ୍‌ରେ ତିନୋଟି ଦଶ ଟଙ୍କିଆ ନୋଟ୍‌କୁ ହଳଦିଆ ରଙ୍ଗର କାଗଜରେ ଗୁଡ଼ାଇ ରଖନ୍ତୁ। ଏହା ସହ ଗୋଲ୍‌ଡେନ୍‌ ଫଏଲର କିଛି ଅଂଶକୁ ପର୍ସ୍‌ରେ ରଖନ୍ତୁ। ଏହି ଉପାୟକୁ ଆପଣେଇଲେ ପର୍ସ୍‌ କେବେ ଖାଲି ରହିବ ନାହିଁ ବୋଲି ବିଶ୍ୱାସ କରାଯାଏ।

ମୂଳାଙ୍କ ୫

ଏହି ମୂଳାଙ୍କର ବ୍ୟକ୍ତି ସବୁଜ ରଙ୍ଗର ପର୍ସ୍‌ରେ ୫ଟି ୫ ଟଙ୍କିଆ ଓ ୧୦ଟଙ୍କିଆ ନୋଟ୍‌କୁ ସବୁଜ ରଙ୍ଗର କାଗଜରେ ଗୁଡ଼ାଇ ରଖନ୍ତୁ। ଏହା ସହ ପର୍ସ୍‌ରେ ବେଲ ପତ୍ର ରଖନ୍ତୁ । ଏପରି କଲେ ସବୁ ସମସ୍ୟା ଦୂର ହୁଏ ବୋଲି ବିଶ୍ୱାସ କରାଯାଏ।

ମୂଳାଙ୍କ ୭

ଏହି ମୂଳାଙ୍କର ବ୍ୟକ୍ତି  ପାଖରେ ରଙ୍ଗୀନ ପର୍ସ୍‌ ପାଖରେ ରଖିବା ଶୁଭ ହୋଇଥାଏ। ୭ଟି ଟଙ୍କିକିଆ ନୋଟ୍‌ ଓ ଗୋଟିଏ ୨୦ ଟଙ୍କିଆ ନୋଟ୍‌କୁ ନାରଙ୍ଗୀ ରଙ୍ଗର କାଗଜରେ ଗୁଡ଼ାଇ ରଖନ୍ତୁ । ଏହା ସହ ମାଛର ଚିତ୍ର ଥିବା କଏନ ପର୍ସ୍‌ରେ ରଖିବା ଶୁଭ ହୋଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story