ଶରୀର ପାଇଁ ଭଲ କଠଉ, ପିନ୍ଧିକି ଦେଖନ୍ତୁ

ସାଧୁସନ୍ଥମାନେ କଠଉ ପିନ୍ଧନ୍ତି। ଆପଣ କେବେ କଠଉ ପିନ୍ଧିଛନ୍ତି କି? କଠଉ ପିନ୍ଧି ଚାଲିବା ଆମ ପାଇଁ ହୁଏତ ପ୍ରଥମେ ପ୍ରଥମେ କଠିନ ହୋଇପାରେ। ତେବେ ଅଭ୍ୟାସ କଲେ ଆପଣ ବି ଏହାକୁ ପିନ୍ଧି ଆରାମରେ ଚଲାବୁଲା କରିପାରିବେ। ବ୍ୟସ୍ତ ବହୁଳ କର୍ମମୟ ଜୀବନ ଭିତରେ ସବୁବେଳେ କଠଉ ପିନ୍ଧିବା ଆମମାନଙ୍କ ପାଇଁ ସମ୍ଭବ ହୋଇପାରିବ ନାହିଁ। ତେବେ ସୁଯୋଗ ମିଳିଲେ ଅବଶ୍ୟ କଠଉ ପିନ୍ଧିବା ଉଚିତ। କାରଣ କଠଉ ପିନ୍ଧିଲେ ଶରୀରକୁ ଅନେକ ଫାଇଦା ମିଳିଥାଏ। […]

paduka

paduka

Rakesh Mallick
  • Published: Monday, 30 October 2017
  • Updated: 30 October 2017, 09:51 AM IST

Sports

Latest News

ସାଧୁସନ୍ଥମାନେ କଠଉ ପିନ୍ଧନ୍ତି। ଆପଣ କେବେ କଠଉ ପିନ୍ଧିଛନ୍ତି କି? କଠଉ ପିନ୍ଧି ଚାଲିବା ଆମ ପାଇଁ ହୁଏତ ପ୍ରଥମେ ପ୍ରଥମେ କଠିନ ହୋଇପାରେ। ତେବେ ଅଭ୍ୟାସ କଲେ ଆପଣ ବି ଏହାକୁ ପିନ୍ଧି ଆରାମରେ ଚଲାବୁଲା କରିପାରିବେ। ବ୍ୟସ୍ତ ବହୁଳ କର୍ମମୟ ଜୀବନ ଭିତରେ ସବୁବେଳେ କଠଉ ପିନ୍ଧିବା ଆମମାନଙ୍କ ପାଇଁ ସମ୍ଭବ ହୋଇପାରିବ ନାହିଁ। ତେବେ ସୁଯୋଗ ମିଳିଲେ ଅବଶ୍ୟ କଠଉ ପିନ୍ଧିବା ଉଚିତ। କାରଣ କଠଉ ପିନ୍ଧିଲେ ଶରୀରକୁ ଅନେକ ଫାଇଦା ମିଳିଥାଏ। ତା’ହେଲେ ଆସନ୍ତୁ ଜାଣିବା କଠଉ ପିନ୍ଧିଲେ କ’ଣ ସବୁ ଫାଇଦା ମିଳେ।

୧. କଠଉ ପିନ୍ଧିବା ଦ୍ୱାରା ମେରୁଦଣ୍ଡର ହାଡ଼ ସିଧା ରହିଥାଏ। ଶରୀରର ମୁଦ୍ରା ମଧ୍ୟ ଠିକ୍‌ ରହେ।

୨. କଠଉ ପାଦରେ ଆକ୍ୟୁପ୍ରେସରର କାମ କରେ। ଯାହା ଦ୍ୱାରା ଶରୀରରେ ରକ୍ତ ସଞ୍ଚାଳନ ସଠିକ ଭାବେ ହୋଇଥାଏ।

୩. କଠଉ ପିନ୍ଧିଲେ ପାଦକୁ ଥଣ୍ଡା ଲାଗେ ନାହିଁ ।

୪. କଠଉ ପିନ୍ଧିବା ଦ୍ୱାରା ପାଦର ମାସଂପେଶୀକୁ ଆରାମ ମିଳିଥାଏ। ଏହା ଉଭୟ ଶରୀର ଓ ମସ୍ତିଷ୍କକୁ  ଚାପମୁକ୍ତ କରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story