ଟୁଥ୍‌ପେଷ୍ଟରେ କାହିଁକି ପଡ଼ିଥାଏ ଏତେ ରଙ୍ଗର ଷ୍ଟ୍ରାଇପ୍, ଜାଣନ୍ତୁ ରହସ୍ୟ

ଭୁବନେଶ୍ୱର: ଦାନ୍ତ ସଫା କରିବାକୁ ଆଗରୁ ଲୋକେ ଦାନ୍ତକାଠି ବ୍ୟବହାର କରୁଥିଲେ। ଏବେ କିନ୍ତୁ ସମୟ ବଦଳିଛି। ଆଜିକାଲି ଆଉ ଦାନ୍ତକାଠି ନାହିଁ, ସମସ୍ତେ ଟୁଥ୍‌ପେଷ୍ଟ ବ୍ୟବହାର କରୁଛନ୍ତି। ଡାକ୍ତରଙ୍କ କହିବା ଅନୁଯାୟୀ, ଟୁଥ୍‌ପେଷ୍ଟ୍‌ ବ୍ୟବହାର କରିବା ଦ୍ୱାରା ଦାନ୍ତ ସୁସ୍ଥ ରହେ। ତେବେ ଏଠି ଆମେ ଦାନ୍ତର ସ୍ୱାସ୍ଥ୍ୟ ଓ ଟୁଥ୍‌ପେଷ୍ଟର ବ୍ୟବହାର ସଂପର୍କରେ କହୁନୁ। ଅଧିକାଂଶ ହୁଏତ ଟୁଥ୍‌ପେଷ୍ଟ ଟ୍ୟୁବ୍‌ରେ ଥିବା ନାଲି ନେଳି ଷ୍ଟ୍ରାଇପ୍ ବା ଗାରର ରହସ୍ୟ ସଂପର୍କରେ ଅବଗତ ନଥିବେ। […]

paste

paste

Rakesh Mallick
  • Published: Wednesday, 15 November 2017
  • Updated: 16 November 2017, 10:31 PM IST

ଭୁବନେଶ୍ୱର: ଦାନ୍ତ ସଫା କରିବାକୁ ଆଗରୁ ଲୋକେ ଦାନ୍ତକାଠି ବ୍ୟବହାର କରୁଥିଲେ। ଏବେ କିନ୍ତୁ ସମୟ ବଦଳିଛି। ଆଜିକାଲି ଆଉ ଦାନ୍ତକାଠି ନାହିଁ, ସମସ୍ତେ ଟୁଥ୍‌ପେଷ୍ଟ ବ୍ୟବହାର କରୁଛନ୍ତି। ଡାକ୍ତରଙ୍କ କହିବା ଅନୁଯାୟୀ, ଟୁଥ୍‌ପେଷ୍ଟ୍‌ ବ୍ୟବହାର କରିବା ଦ୍ୱାରା ଦାନ୍ତ ସୁସ୍ଥ ରହେ। ତେବେ ଏଠି ଆମେ ଦାନ୍ତର ସ୍ୱାସ୍ଥ୍ୟ ଓ ଟୁଥ୍‌ପେଷ୍ଟର ବ୍ୟବହାର ସଂପର୍କରେ କହୁନୁ। ଅଧିକାଂଶ ହୁଏତ ଟୁଥ୍‌ପେଷ୍ଟ ଟ୍ୟୁବ୍‌ରେ ଥିବା ନାଲି ନେଳି ଷ୍ଟ୍ରାଇପ୍ ବା ଗାରର ରହସ୍ୟ ସଂପର୍କରେ ଅବଗତ ନଥିବେ। ଅନେକ ଭାବନ୍ତି ଏହି ଗାର କେବଳ ଡିଜାଇନ୍ ପାଇଁ ବା ଭଲ ଦେଖାଯିବା ପାଇଁ ଦିଆଯାଇଛି। କିନ୍ତୁ ଏହା ସତ ନୁହଁ । ୟା ପଛରେ ମଧ୍ୟ ରହିଛି କିଛି ବିଶେଷ କାରଣ। ଆସନ୍ତୁ ଜାଣିବା ଟୁଥ୍‌ପେଷ୍ଟ ଟ୍ୟୁବ୍‌ରେ ନାଲି ନେଳି ଗାର ରହିବାର ରହସ୍ୟ ବିଷୟରେ।

tooth-pasteହ୍ୱାଇଟ୍ ବେସ୍ ଟୁଥ୍‌ପେଷ୍ଟ: ପ୍ରାୟ ଟୁଥ୍‌ପେଷ୍ଟର ରଙ୍ଗ ଧଳା ହୋଇଥାଏ। ଏଥିରେ ଥିବା ଉପାଦାନ ଗୁଡିକ ଦାନ୍ତକୁ ଧଳା ରଖିବାରେ ସାହାଯ୍ୟ କରିଥାଏ।

ବ୍ଲୁ ଏବଂ ଗ୍ରୀନ୍ ଷ୍ଟ୍ରାଇପ୍: ଏହି ରଙ୍ଗର ଷ୍ଟ୍ରାଇପ୍‌ରେ ଆଣ୍ଟି-ମାଇକ୍ରୋବାୟାଲ ଥାଏ। ଯାହା ଆମ ନିଃଶ୍ୱାସକୁ ତାଜା ବନାଇଥାଏ। ଏହି ଷ୍ଟ୍ରାଇପ୍ ଦ୍ୱାରା ଏହା ଜଣାପଡ଼େ ଯେ ଟୁଥ୍‌ପେଷ୍ଟଟି ପ୍ରାକୃତିକ ଉପାଦାନରୁ ତିଆରି।

ଆହୁରି ମଧ୍ୟ ପଢନ୍ତୁ: ଭାଗ୍ୟ ବଦଳାଇବାକୁ ଚାହୁଁଛନ୍ତି କି? ଆପଣାଇ ପାରନ୍ତି ଏହି ଉପାୟ

ରେଡ୍ ଷ୍ଟ୍ରାଇପ୍: ଟୁଥପେଷ୍ଟରେ ବ୍ଲୁ ଓ ଗ୍ରୀନ ସହ ଲାଲ୍ ଷ୍ଟ୍ରାଇପ୍ ମଧ୍ୟ ଦେଖିବାକୁ ମିଳେ। ଲାଲ୍ ଷ୍ଟ୍ରାଇପ୍‌ର ଅର୍ଥ ହେଉଛି ଏଥିରେ ଏପରି ଉପାଦାନ ସାମିଲ ଅଛି ଯାହା ଦ୍ୱାରା ଦାନ୍ତ ମାଢ଼ି ସୁସ୍ଥ ରହିବ। ଏହାବ୍ୟତୀତ ନାଲି ଷ୍ଟ୍ରାଇପ୍ ଏହା ଦର୍ଶାଇଥାଏ ଯେ ଏହି ଟୁଥ୍‌ପେଷ୍ଟଟି କେମିକାଲ୍‌ରୁ ପ୍ରସ୍ତୁତ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story