ଫଳ ଓ ପରିବାକୁ ଖାଇବା ପୂର୍ବରୁ ଧୁଆଯାଏ କାହିଁକି, ଜାଣନ୍ତୁ..

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପରିବା ହେଉ କିମ୍ୱା ଫଳ ଧୋଇ କରି ଖାଇବା ପାଇଁ  ସମସ୍ତେ ପରାମର୍ଶ ଦେଇଥାନ୍ତି। ତେଣୁ ଆମେ ଫଳ ଖାଇବା ପୂର୍ବରୁ ଏହାକୁ ସଫା କରିଥାଉ। ଏପରିକି ରୋଗ ନିୟନ୍ତ୍ରଣ କେନ୍ଦ୍ରର (Centers for Disease Control (CDC)) କହିବା ଅନୁସାରେ ପ୍ରତ୍ୟେକ ଫଳ ଓ ପରିବାକୁ କାଟି ରୋଷେଇ କରିବା ପୂର୍ବରୁ ଭଲ ଭାବେ ସଫା କରିବା ଉଚିତ୍‌। ଜୀବାଣୁଙ୍କଠାରୁ ଶରୀରକୁ ରକ୍ଷା କରିବା ପାଇଁ ଏହା ଏକ ଭଲ ଅଭ୍ୟାସ। […]

s2

s2

Puspanjali Panda
  • Published: Tuesday, 06 August 2019
  • Updated: 06 August 2019, 08:13 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପରିବା ହେଉ କିମ୍ୱା ଫଳ ଧୋଇ କରି ଖାଇବା ପାଇଁ  ସମସ୍ତେ ପରାମର୍ଶ ଦେଇଥାନ୍ତି। ତେଣୁ ଆମେ ଫଳ ଖାଇବା ପୂର୍ବରୁ ଏହାକୁ ସଫା କରିଥାଉ। ଏପରିକି ରୋଗ ନିୟନ୍ତ୍ରଣ କେନ୍ଦ୍ରର (Centers for Disease Control (CDC)) କହିବା ଅନୁସାରେ ପ୍ରତ୍ୟେକ ଫଳ ଓ ପରିବାକୁ କାଟି ରୋଷେଇ କରିବା ପୂର୍ବରୁ ଭଲ ଭାବେ ସଫା କରିବା ଉଚିତ୍‌।

ଜୀବାଣୁଙ୍କଠାରୁ ଶରୀରକୁ ରକ୍ଷା କରିବା ପାଇଁ ଏହା ଏକ ଭଲ ଅଭ୍ୟାସ। କ’ଣ ଆପଣ କେବେ ଚିନ୍ତା କରିଛନ୍ତି, ଫଳକୁ ନ ଧୋଇ ଖାଇଲେ କେଉଁ ସବୁ ରୋଗ ହୋଇଥାଏ। ତେବେ ଆସନ୍ତୁ ଜାଣିବା ପନିପରିବାକୁ ଖାଇବା ପୂର୍ବରୁ ସଫା କରାଯାଇଥାଏ କାହିଁକି ?

୧. ରୋଗ ନିୟନ୍ତ୍ରଣ କେନ୍ଦ୍ରର ପରାମର୍ଶ ଅନୁସାରେ ପନିପରିବାକୁ ଧୋଇବା ପରେ ଏହାକୁ ସଫା କପଡ଼ାରେ ପୋଛିବା ଉଚିତ୍‌। ଏହାଦ୍ୱାରା ପରିବାରେ ଲାଗିଥିବା ବ୍ୟାକ୍ଟେରିଆ ଚାଲି ଯାଇଥାଏ।

୨. ମାର୍କେଟ୍‌ରୁ ଫଳ ଓ ପରିବା କିଣିବା ପୂର୍ବରୁ ଏହା ଅନେକ ଲୋକଙ୍କ ହାତ ସଂସ୍ପର୍ଶରେ ଆସିଥାଏ। ଏଥିପାଇଁ ପରିବା ଧୋଇବା ପୂର୍ବରୁ ପ୍ରଥମେ ଆପଣ ନିଜ ହାତ ଭଲ ଭାବେ ପରିଷ୍କାର କରନ୍ତୁ। ଏହା ପରେ ପରିବା ଧୁଅନ୍ତୁ।

୩. ସେହିପରି ଅନ୍ୟ ଏକ କାରଣ ହେଉଛି ଏହିସବୁ ଜିନିଷକୁ ଜମିରେ ଉତ୍ପାଦନ କରାଯାଇଥାଏ। ଫଳରେ  ଏହା ଉପରେ ଧୂଳି ଜମା ହେବା ସହ ବହୁ ପୋକ   ମଧ୍ୟ  ଏହା ଉପରେ ଚାଲିଥାନ୍ତି। ପରିବା ଧୋଇବା ଫଳରେ ଏହା ଜୀବାଣୁମୁକ୍ତ ହୋଇଯାଇଥାଏ।

୪. ମାଟି, ବାଲିରେ ପରିବା ଉତ୍ପାଦନ କରାଯିବା ସହିତ ଅନେକ ରାସାୟନିକ ସାରର ପ୍ରୟୋଗ ମଧ୍ୟ କରାଯାଇଥାଏ। ଯାହା ଆମ ସ୍ୱାସ୍ଥ୍ୟ ପାଇଁ ହାନିକାରକ। ଏଥିପାଇଁ ଏସବୁ ଧୋଇବା ପାଇଁ ପରାମର୍ଶ ଦିଆଯାଇଥାଏ।

୫- କୌଣସି ପରିବା ବା ଫଳର କିଛି ଅଂଶ ନଷ୍ଟ ହୋଇଯାଇଥିଲେ ସେହି ଅଂଶକୁ ପ୍ରଥମେ ଭଲ ଭାବେ କାଟି ଫୋପାଡ଼ି ଦିଅନ୍ତୁ। ଏହାପରେ ଉକ୍ତ ପରିବା ବା ଫଳକୁ ଭଲ ଭାବେ ଧୋଇବା ପରେ ତାହା ଖାଇବା ଉପଯୋଗୀ ହୋଇଥାଏ।

୬-ମାଟି ସଂସ୍ପର୍ଶରେ ଆସି ହେଉଥିବା ଫଳ ବା ପରିବା ଯେପରି ଗାଜର, ବିଟ୍‌, ତରଭୁଜ, ଆଳୁ, ସାରୁ ଆଦିକୁ ପ୍ରଥମେ ଚୋପା ସହ ଭଲ ଭାବେ ଧୋଇ ଦିଅନ୍ତୁ। ଏହାପରେ କାଟି ଏହାର ଚୋପା ସଫା କରନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story