ଆଣ୍ଠେଇ କାନ୍ଦିଲେ ଗାଁ ସାଥୀ

  • Published: Monday, 16 October 2023
  • , Updated: 16 October 2023, 04:41 PM IST

ଗାଁ ସାଥୀର ଅଭିନବ ପ୍ରତିବାଦ। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ବାହାରେ ପ୍ରତିବାଦ । ଆଣ୍ଠେଇଲେ, କାନ ଧରି ଚାପୁଡା ଖାଇଲେ। ଗାଁ ସାଥୀର ଦାବି ପୂରଣ ପାଇଁ ଅଭିଯୋଗ ପ୍ରକୋଷ୍ଠକୁ ଆସିଥିଲେ ଗାଁ ସାଥି ସଂଘ। 

 

Related story