'କ୍ୟାପିଟାଲ ହସ୍ପିଟାଲ ଯାଇଥିଲି, ଡ଼ାକ୍ତର କହିଲେ କୁଆଡେ ଆସିଛ'

'କ୍ୟାପିଟାଲ ହସ୍ପିଟାଲରେ, ଡାକ୍ତରଙ୍କୁ ଦେଖାଇଲି । ଡାକ୍ତର କହିଲେ ତୁମେ ରୋଗୀ ଭଳି ଲାଗୁନ ।'

Manoj Swain
  • Published: Sunday, 22 October 2023
  • Updated: 22 October 2023, 05:10 PM IST

Sports

Latest News

'କ୍ୟାପିଟାଲ ହସ୍ପିଟାଲରେ, ଡାକ୍ତରଙ୍କୁ ଦେଖାଇଲି । ଡାକ୍ତର କହିଲେ ତୁମେ ରୋଗୀ ଭଳି ଲାଗୁନ । ମୁଁ ତମକୁ ଦେଖିପାରିବି ନାହିଁ । ମନ୍ତ୍ରୀଙ୍କୁ କହିଲି, ତାପରେ ଇନକ୍ୱାରୀ ବେଳେ ମୋ ସ୍ୱାମୀଙ୍କୁ କବାଟ ଦେଇଦେଲେ । ମୋତେ ଭିତରେ ଖରାପ ବ୍ୟବହାର କଲେ ।' କ୍ୟାପିଟାଲ ହସ୍ପିଟାଲରେ ଡାକ୍ତର ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆଣିଲେ ଜଣେ ମହିଳା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos