'କ୍ୟାପିଟାଲ ହସ୍ପିଟାଲରେ, ଡାକ୍ତରଙ୍କୁ ଦେଖାଇଲି । ଡାକ୍ତର କହିଲେ ତୁମେ ରୋଗୀ ଭଳି ଲାଗୁନ । ମୁଁ ତମକୁ ଦେଖିପାରିବି ନାହିଁ । ମନ୍ତ୍ରୀଙ୍କୁ କହିଲି, ତାପରେ ଇନକ୍ୱାରୀ ବେଳେ ମୋ ସ୍ୱାମୀଙ୍କୁ କବାଟ ଦେଇଦେଲେ । ମୋତେ ଭିତରେ ଖରାପ ବ୍ୟବହାର କଲେ ।' କ୍ୟାପିଟାଲ ହସ୍ପିଟାଲରେ ଡାକ୍ତର ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆଣିଲେ ଜଣେ ମହିଳା ।