ନିଶାଡ଼ି ଯୁବତୀଙ୍କ ଠିଆପାଲା !

ଯୁବତୀ ଜଣଙ୍କ ଦହିବରା ଖାଇବା ପରେ ଦୋକାନୀଙ୍କ ମୋବାଇଲ ଫୋନ ଧରି ଚାଲିଗଲେ।

Manoj Swain
  • Published: Wednesday, 18 October 2023
  • Updated: 18 October 2023, 11:26 AM IST

Sports

Latest News

ତଣ୍ଟି ପର୍ଯ୍ୟନ୍ତ ନିଶା ଖାଇଛନ୍ତି ଯୁବତୀ ! ପଚାରିଲେ ଠିକ ଭାବେ କଥା ବି କହିପାରୁନାହାନ୍ତି। ସ୍ଥାନୀୟ ଲୋକଙ୍କ କହିବା କଥା, ଯୁବତୀ ଜଣଙ୍କ ଦହିବରା ଖାଇବା ପରେ ଦୋକାନୀଙ୍କ ମୋବାଇଲ ଫୋନ ଧରି ଚାଲିଗଲେ। ଯେତେବେଳେ ଦହିବରା ଦୋକାନୀ ତାଙ୍କୁ ମୋବାଇଲ ଫୋନ ମାଗିଲେ, ସେତେବେଳେ ନିଶାସକ୍ତ ଯୁବତୀ ନିଜର ରୂପ ଦେଖାଇବା ଆରମ୍ଭ କରିଦେଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos