ସରକାରଙ୍କ ପାଖକୁ ଫେରିବ ଜବରଦଖଲ ହୋଇଥିବା ସରକାରୀ ଜମି

ଯାହା ପାଖରେ ପର୍ଯ୍ୟାପ୍ତ ଧନ ସମ୍ପତ୍ତି ଅଛି ଓ ସେମାନେ ସରକାରୀ ଜମି ମାଡ଼ି ବସିଛନ୍ତି, ସେମାନଙ୍କଠୁ ଉଚ୍ଛେଦ ଆରମ୍ଭ ହୋଇଯାଇଛି ।

Jitendra Garnayak
  • Published: Saturday, 20 July 2024
  • Updated: 20 July 2024, 08:11 PM IST

Sports

Latest News

ସରକାରୀ ଜମି ମାଡ଼ି ବସିଥିବା ସଂପନ୍ନ ଲୋକଙ୍କଠୁ ଜବରଦଖଲ ଉଚ୍ଛେଦ ହେବ। ଯାହା ପାଖରେ ପର୍ଯ୍ୟାପ୍ତ ଧନ ସମ୍ପତ୍ତି ଅଛି ଓ ସେମାନେ ସରକାରୀ ଜମି ମାଡ଼ି ବସିଛନ୍ତି, ସେମାନଙ୍କଠୁ ଉଚ୍ଛେଦ ଆରମ୍ଭ ହୋଇଯାଇଛି । ଜବରଦଖଲ ଉଚ୍ଛେଦକୁ ନେଇ ଏମିତି କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos