ଜେଲରେ ଲସ୍କର ଖୋଲିଛି କଣ୍ଟ୍ରୋଲ ରୁମ୍

ନିଉୟର୍କ: ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଇବାର ବୈଷୟିକ ମୁଖ୍ୟ ଜରାର ଶାହା ଓ ତା’ର ପ୍ରମୁଖ ସହଯୋଗୀମାନେ ଏବେ ଜେଲରେ ଅଛନ୍ତି। କିନ୍ତୁ ଜେଲରୁ ବି ସେମାନେ ସଂଗଠନର କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରୁଛନ୍ତି। ଆଇଏସଆଇର ସହଯୋଗରେ ସେମାନେ ଏ କାର୍ଯ୍ୟ କରୁଛନ୍ତି। ୨୬/୧୧ ମୁମ୍ବାଇ ଆକ୍ରମଣ ସମୟରେ କରାଚୀରେ ଏକ କଣ୍ଟ୍ରୋଲ ରୁମ୍ କରି ଏମାନେ ପୂରା ଅପରେସନକୁ ନିୟନ୍ତ୍ରଣ କରିଥିଲେ। ଠିକ୍ ସେହିଭଳି ଏକ କଣ୍ଟ୍ରୋଲ ରୁମ୍ ସେମାନେ ଏବେ ପାକିସ୍ତାନ ସେନାର ରାଜଧାନୀ ଭାବେ ପରିଚିତ […]

terrorists

terrorists

Rakesh Mallick
  • Published: Wednesday, 22 April 2015
  • Updated: 04 May 2017, 03:45 PM IST

Sports

Latest News

ନିଉୟର୍କ: ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଇବାର ବୈଷୟିକ ମୁଖ୍ୟ ଜରାର ଶାହା ଓ ତା’ର ପ୍ରମୁଖ ସହଯୋଗୀମାନେ ଏବେ ଜେଲରେ ଅଛନ୍ତି। କିନ୍ତୁ ଜେଲରୁ ବି ସେମାନେ ସଂଗଠନର କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରୁଛନ୍ତି। ଆଇଏସଆଇର ସହଯୋଗରେ ସେମାନେ ଏ କାର୍ଯ୍ୟ କରୁଛନ୍ତି। ୨୬/୧୧ ମୁମ୍ବାଇ ଆକ୍ରମଣ ସମୟରେ କରାଚୀରେ ଏକ କଣ୍ଟ୍ରୋଲ ରୁମ୍ କରି ଏମାନେ ପୂରା ଅପରେସନକୁ ନିୟନ୍ତ୍ରଣ କରିଥିଲେ। ଠିକ୍ ସେହିଭଳି ଏକ କଣ୍ଟ୍ରୋଲ ରୁମ୍ ସେମାନେ ଏବେ ପାକିସ୍ତାନ ସେନାର ରାଜଧାନୀ ଭାବେ ପରିଚିତ ରାୱାଲପିଣ୍ଡିର ଏକ ଜେଲରେ ଖୋଲିଛନ୍ତି। ଆଉ ସେଠାରୁ ସଂଗଠନର ଆତଙ୍କୀ କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story