ଦେଶରେ ସାଂପ୍ରଦାୟିକ ହିଂସା ଘଟଣା ବଢ଼ିଛି

ନୂଆଦିଲ୍ଲୀ: ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଜାନୁଆରୀରୁ ମେ’ ମାସ ମଧ୍ୟରେ ଦେଶରେ ସାଂପ୍ରଦାୟିକ ହିଂସା ୨୪% ବୃଦ୍ଧି ପାଇଛି। ଆଉ ଏହା ଜନିତ ମୃତ୍ୟୁ ସଂଖ୍ୟାରେ ମଧ୍ୟ ୬୫% ବୃଦ୍ଧି ପାଇଛି। ଗୃହ ମନ୍ତ୍ରଣାଳୟ ପକ୍ଷରୁ ସଂଗ୍ରହ କରାଯାଇଥିବା ତଥ୍ୟରୁ ଏହା ଜଣାପଡ଼ିଛି। ମିଳିଥିବା ତଥ୍ୟ ଅନୁଯାୟୀ, ଚଳିତ ବର୍ଷ ମେ ୩୧ ତାରିଖ ସୁଦ୍ଧା ଦେଶର ବିଭିନ୍ନ ସ୍ଥାନରେ ୨୮୭ଟି ସାଂପ୍ରଦାୟିକ ହିଂସା ଘଟିଛି। ଗତବର୍ଷ (୨୦୧୪) ଏହି ସମୟ ମଧ୍ୟରେ ୨୩୨ଟି […]

communal

communal

Rakesh Mallick
  • Published: Wednesday, 22 July 2015
  • Updated: 22 July 2015, 03:25 AM IST

Sports

Latest News

ନୂଆଦିଲ୍ଲୀ: ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଜାନୁଆରୀରୁ ମେ’ ମାସ ମଧ୍ୟରେ ଦେଶରେ ସାଂପ୍ରଦାୟିକ ହିଂସା ୨୪% ବୃଦ୍ଧି ପାଇଛି। ଆଉ ଏହା ଜନିତ ମୃତ୍ୟୁ ସଂଖ୍ୟାରେ ମଧ୍ୟ ୬୫% ବୃଦ୍ଧି ପାଇଛି। ଗୃହ ମନ୍ତ୍ରଣାଳୟ ପକ୍ଷରୁ ସଂଗ୍ରହ କରାଯାଇଥିବା ତଥ୍ୟରୁ ଏହା ଜଣାପଡ଼ିଛି।

ମିଳିଥିବା ତଥ୍ୟ ଅନୁଯାୟୀ, ଚଳିତ ବର୍ଷ ମେ ୩୧ ତାରିଖ ସୁଦ୍ଧା ଦେଶର ବିଭିନ୍ନ ସ୍ଥାନରେ ୨୮୭ଟି ସାଂପ୍ରଦାୟିକ ହିଂସା ଘଟିଛି। ଗତବର୍ଷ (୨୦୧୪) ଏହି ସମୟ ମଧ୍ୟରେ ୨୩୨ଟି ସାଂପ୍ରଦାୟିକ ହିଂସା ଘଟଣା ସାମ୍ନାକୁ ଆସିଥିଲା।

ଚଳିତ ବର୍ଷ ଜାନୁଆରୀରୁ ମେ’ ମାସ ମଧ୍ୟରେ ହୋଇଥିବା ସାଂପ୍ରଦାୟିକ ହିଂସା ଘଟଣାଗୁଡ଼ିକରେ ୪୩ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଗତବର୍ଷ ଏହି ସମୟ ମଧ୍ୟରେ ଏହି ସଂଖ୍ୟା ୨୬ ରହିଥିଲା। ସେହିପରି ଚଳିତ ବର୍ଷ ପ୍ରଥମ ପାଞ୍ଚ ମାସରେ ଘଟିଥିବା ହିଂସାଗୁଡ଼ିକରେ ୯୬୧ ଜଣ ଆହତ ହୋଇଥିବା ବେଳେ ୨୦୧୪ର ଏହି ସମୟ ମଧ୍ୟରେ ଏଭଳି ଘଟଣାଗୁଡ଼ିକରେ ୭୦୧ ଜଣ ଆହତ ହୋଇଥିଲେ।

ଚଳିତ ବର୍ଷ ପ୍ରଥମ ପାଞ୍ଚ ମାସରେ ମୁଖ୍ୟତଃ ଉତ୍ତର ପ୍ରଦେଶ, ହରିଆଣା, ମହାରାଷ୍ଟ୍ର ଓ ପଶ୍ଚିମ ବଙ୍ଗରେ ଅଧିକାଂଶ ସାଂପ୍ରଦାୟିକ ହିଂସା ଘଟିଛି।

ଅନ୍ୟପକ୍ଷରେ ୨୦୧୩ ତୁଳନାରେ ୨୦୧୪ରେ ଉଭୟ ସାଂପ୍ରଦାୟିକ ହିଂସା ଘଟଣା ଓ ଏହା ଜନିତ ମୃତ୍ୟୁ ସଂଖ୍ୟାରେ ହ୍ରାସ ଘଟିଥିଲା। ୨୦୧୩ରେ ଦେଶରେ ୮୨୩ଟି ସାଂପ୍ରଦାୟିକ ହିଂସା ଘଟିଥିଲା। କିନ୍ତୁ ୨୦୧୪ରେ ଏହି ସଂଖ୍ୟା ୬୪୪କୁ ଖସି ଥିଲା। ସେହିପରି ୨୦୧୩ରେ ସାଂପ୍ରଦାୟିକ ହିଂସା ଯୋଗୁ ୧୩୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଗତବର୍ଷ ଏହି ସଂଖ୍ୟା ୯୫ ରହିଥିଲା। ସେହିଭଳି ୨୦୧୩ରେ ସାଂପ୍ରଦାୟିକ ହିଂସା ଯୋଗୁ ୨,୨୬୯ ଆହତ ହୋଇଥିବା ବେଳେ ୨୦୧୪ରେ ଏହି ସଂଖ୍ୟା ୧,୯୬୧ ରହିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story